Browsing Tag

nandankanan

୨୪ ଘଣ୍ଟା ନ ପୂରୁଣୁ ନନ୍ଦନକାନନକୁ ଆସିଥିବା ଚିତା ବିରାଡ଼ିର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ଚିତା ବିରାଡିର ମୃତ୍ୟୁ । ନନ୍ଦନକାନନକୁ ଆସିବାର ୨୪ ଘଣ୍ଟା ନପୂରୁଣୁ ଚିତା ବିରାଡିର ମୃତ୍ୟୁ ହୋଇଛି। ଦୀର୍ଘ ୩୫ ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲା ଚିତା ବିରାଡି । ଦୁଇ ମହାବଳ ବାଘ ଓ ଘଡିଆଳ କୁମ୍ଭୀର ବଦଳରେ ମଙ୍ଗଳବାର ୨ ହୁଲୁକ୍‌ ଗିବନ ଓ ଚିତା…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଲିଓପାର୍ଡ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଦୁଇ ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର। ବଦଳରେ ନନ୍ଦନକାନନକୁ ଆସିଲେ ଗିବନ୍ ମାଙ୍କଡ଼ ଓ ଚିତା ବିରାଡ଼ି। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍…

ନନ୍ଦନକାନନରେ ବଡ଼ ଅଘଟଣ: ଖାଲରେ ଖସିଲା ବସ୍‌, ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଲେ ପର୍ଯ୍ୟଟକ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରେ ବଡ଼ ଅଘଟଣ । ଖାଲରେ ଖସିଲା ବସ୍‌ । ସିଂହ ସଫାରୀରେ ୧ ଘଣ୍ଟାରୁ ଅଧିକ ସମୟ ଫସି ରହିଲେ ୩୦ ପର୍ଯ୍ୟଟକ । ବସ୍‌ ଚାରିପଟେ ସିଂହ ବୁଲୁଥିଲା । ସିଂହକୁ ଦେଖି ଆତଙ୍କିତ ହୋଇ ପଡିଥିଲେ ପର୍ଯ୍ୟଟକ । ପାଖାପାଖି ଦେଢ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ଉଦ୍ଧାର…

5T ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତର; ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ହେବ ଆକର୍ଷଣୀୟ କେନ୍ଦ୍ର

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି; ଧଳାବାଘ ରୂପା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ମା' ହୋଇଛି । ୩ ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ଅଧିକ ଶାବକ ଜନ୍ମ ହେବା ନେଇ ଆଶା ରଖିଛନ୍ତି କର୍ତ୍ତୃପକ୍ଷ । ତେବେ ତାଙ୍କୁ ସିସିଟିଭି ଅନୁଧ୍ୟାନରେ ରଖାଯାଇଛି । ମାଆ ଛୁଆ ସୁସ୍ଥ ଥିବା ସୂଚନା…

୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ‘ବିଜ୍‌ଲି’, ନନ୍ଦନକାନନରେ ୨୦କୁ ବୃଦ୍ଧି ପାଇଲା ସିଂହ ସଂଖ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ୪ ଶାବକଙ୍କୁ ଜନ୍ମ ଦେଲା ସିଂହୀ ବିଜ୍‌ଲି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଆଫ୍ରିକୀୟ ସିଂହୀ ‘ବିଜ୍‌ଲି’ର ତୃତୀୟ ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି। ଗତକାଲି ସିଂହ ସଫାରିରେ ଏହି ଶାବକ ଜନ୍ମଲାଭ କରିଛନ୍ତି। ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜ୍‌ଲି ୩ଥର…

ନନ୍ଦନକାନନରେ ଆଖିବୁଜିଲା ବାଘୁଣୀ ବିଜୟା, ଗତ ୯ ତାରିଖରୁ ଥିଲା ଅସୁସ୍ଥ

ଭୁବନେଶ୍ୱର(କେନ୍ୟୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବାଘୁଣୀ ଆଖି ବୁଜିଲା।  ବାଘୁଣୀ ବିଜୟାର ମୃତ୍ୟୁ ହୋଇଛି। ଗତ ୯ ତାରିଖରୁ ଅସୁସ୍ଥ ହୋଇ ନନ୍ଦନକାନନରେ ଚିକିତ୍ସାଧୀନ ଥିଲା ବିଜୟା। ଓୟୁଏଟି ର ୪ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ। ଅକ୍ଟୋବର ୧୪ ରେ ଅବସ୍ଥା…

ନନ୍ଦନକାନନରେ ଜନ୍ମ ନେଲା ୨ଟି ମୁଣ୍ଡ ଥିବା ବିରଳ ପ୍ରଜାତିର କଇଁଛ

ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ୨ଟି ମୁଣ୍ଡ ରହିଛି। ଯାହାକି ଅତ୍ୟନ୍ତ ବିରଳ। ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। କଇଁଛ ଛୁଆଁଟି ସୁସ୍ଥ ରହିଛି…

ଆଜି ବିଶ୍ୱ ଜିରାଫ୍ ଦିବସ: ଦୀର୍ଘ ବର୍ଷ ହେଲା ନନ୍ଦନକାନନରେ ନିଃସଙ୍ଗ ଜୀବନ ବିତାଉଛି ‘ଖୁସି’

ଭୁବନେଶ୍ବର(କେନ୍ୟୁଜ): ଆଜି ବିଶ୍ୱ ଜିରାଫ୍ ଦିବସ। ଲୋପ ପାଇବାକୁ ବସିଥିବା ବିଶ୍ବରୁ ସୁନ୍ଦର ବନ୍ୟପ୍ରାଣୀ ଜିରାଫର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ରହିଛି। ଯାହାର ନା ‘ଖୁସି’ ।…

ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁ ମୃତ

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ଭାଲୁ ମୃତ। ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ। ମେ ୪ ତାରିଖରେ ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର…

ନନ୍ଦନକାନନରେ ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର, ଉଦ୍ଧାର ପାଇଁ କର୍ମଚାରୀଙ୍କ ଉଦ୍ୟମ ଜାରି

ଭୁବନେଶ୍ବର(କେନ୍ୟୁଜ୍‌): ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀମାନେ ରହୁଥିବା ଖୁଆଡ ନମ୍ବର ୬୩ରେ ଏକ କୁମ୍ଭୀର ପଶିଯାଇଛି। ଖୁଆଡ ଭିତରୁ କୁମ୍ଭୀରକୁ ଉଦ୍ଧାର ପାଇଁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ଖୁଆଡ ନମ୍ବର ୬୩ ଓ ୬୪ରେ ଥିବା ଜଲାଶୟରେ ପ୍ରାୟ…

ସାପ କାମୁଡ଼ିଲା ଗଙ୍ଗା ମରିଗଲା : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀର ମୃତ୍ୟୁ, ଥାନାରେ ଏତଲା ଦେଲେ…

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ଦକ୍ଷିଣ ଆଫ୍ରିକୀୟ ସିଂହୀ ମୃତ୍ୟୁ ଘଟଣା। ଥାନାରେ ଏତଲା ଦେଲେ ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟର ମୁଖ୍ୟ ପୁରବୀ ପାତ୍ର। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି। ସେଣ୍ଟ୍ରାଲ ZOO ଅଥରିଟିର ଗାଇଡ୍‌ଲାଇନ୍‌ରେ…