ସାପ କାମୁଡ଼ିଲା ଗଙ୍ଗା ମରିଗଲା : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀର ମୃତ୍ୟୁ, ଥାନାରେ ଏତଲା ଦେଲେ…
ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ଦକ୍ଷିଣ ଆଫ୍ରିକୀୟ ସିଂହୀ ମୃତ୍ୟୁ ଘଟଣା। ଥାନାରେ ଏତଲା ଦେଲେ ଆନିମଲ୍ ୱେଲ୍ଫେୟାର ଟ୍ରଷ୍ଟର ମୁଖ୍ୟ ପୁରବୀ ପାତ୍ର। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି।
ସେଣ୍ଟ୍ରାଲ ZOO ଅଥରିଟିର ଗାଇଡ୍ଲାଇନ୍ରେ…