Browsing Tag

narendra modi

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଚାକିରିରେ ସାଧାରଣ ବର୍ଗଙ୍କ ପାଇଁ ଲାଗୁ ହେବ ୧୦ % ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। ଆର୍ଥିକ ଅନଗ୍ରସର ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ବାର୍ଷିକ ୮ଲକ୍ଷରୁ କମ ଆୟ ଥିବା ସାଧାରଣ ବର୍ଗ ଏହି ସୁବିଧା ହାସଲ କରିପାରିବେ। ସରକାରୀ କ୍ଷେତ୍ର, ନିଯୁକ୍ତି ଏବଂ…

ଖୋର୍ଦ୍ଧା, ବାରିପଦା ପରେ ଏବେ ଆସନ୍ତା ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଓ ବାରିପଦା ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା । ଡିସେମ୍ବର ୨୪ ଖୋର୍ଦ୍ଧା ସାଧାରଣ ସଭାରେ ବିଜେଡି କିମ୍ବା ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ମୋଦି । ଏହାପରେ ଗତକାଲି ବାରିପଦା ବିଜେପି…

ବାରିପଦାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି,ନବୀନଙ୍କ ପ୍ରତି ରହିଲେ ନିରବ

ମୋଦିଙ୍କ ବାରିପଦା ଗସ୍ତ ସରିଛି। ଖୋର୍ଦ୍ଧା ଭଳି ଏଠାରେ ମଧ୍ୟ ନବୀନ ଓ ବିଜେଡିକୁ ନେଇ ନିରବ ରହିଥିଲେ ମୋଦି। ତେବେ ଆଜି କଂଗ୍ରେସ ଉପରେ ପ୍ରବଳ ବର୍ଷିଲେ। ମଧ୍ୟପ୍ରଦେଶର ବନ୍ଦେ ମାତରମ୍ ପ୍ରସଙ୍ଗରେ କଂଗ୍ରେସକୁ ହମଲା କଲେ। ଏହାସହ ଉଠିଥିଲା ରାଫେଲ ଓ ଅଗସ୍ତାୱେଷ୍ଟଲାଣ୍ଡ ପ୍ରସଙ୍ଗ। ମୋଦି…

ଫୋକସରେ ମୟୂରଭଞ୍ଜ, ଦିନକ ପରେ ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର : ଖୋର୍ଦ୍ଧା ପରେ ମୟୂରଭଞ୍ଜ । ୫ରେ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ନେଇ ଚାଲିଛି ପ୍ରସ୍ତୁତି । ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ବିଜେପି ଫୋକସରେ ମୟୂରଭଞ୍ଜ କାହିଁକି ? ଆଦିବାସୀବହୁଳ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ କ୍ଲିନସୁଇପ୍‌ କରିଥିଲା…

କଂଗ୍ରେସର ଓକିଲ ହିଁ ଅଯୋଧ୍ୟା ମାମଲାକୁ ଆଇନ ଦ୍ୱାରା ଜଟିଳ କରିଦେଇଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆସିବ ଅଧ୍ୟାଦେଶ । ନୂଆବର୍ଷ ଆରମ୍ଭରୁ ଏକ ସାକ୍ଷାତକାରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ରାମ ମନ୍ଦିର ବିବାଦ ନେଇ ଆଇନଗତ ପ୍ରକ୍ରିୟା ଶେଷ ହେଉ । ଏହା ପରେ ଯାହା ଦାୟିତ୍ୱ ହେବ, ତାକୁ…

ମାତ୍ର ସାଢେ ଚାରିବର୍ଷର କାର୍ଯ୍ୟକାଳ ! ବିଦେଶ ଗସ୍ତରେ ମୋଦି ଖର୍ଚ୍ଚ କରିସାରିଲେଣି ୨୦୨୧ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଡୋରକୁ ସମ୍ଭାଳିବାର ହୋଇସାରିଲାଣି ପାୟ ସାଢେ ୪ ବର୍ଷ । ଆଉ ଏହି ସମୟ ମଧ୍ୟରେ ସଫଳ ହେଉ ବା ବିଫଳ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ କେବେ ଛୁଟି ନେଉନଥିବା ମୋଦିଙ୍କ ବିଦେଶ ଗସ୍ତ ସର୍ବଦା ଥାଏ ଚର୍ଚ୍ଚାରେ । ସାଧାରଣ ଜନତାଙ୍କ ମନରେ ଗୋଟିଏ…

ମୋଦି ସରକାରଙ୍କ ବଡ଼ ଯୋଜନା, ଏଣିକି ବେରୋଜଗାରଙ୍କୁ ବି ମିଳିବ ଦରମା

ମୋଦିଙ୍କ ମାଷ୍ଟରପ୍ଲାନ୍ । ନୂଆ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା । ବେରୋଜଗାର ଥିଲେ ବି ମିଳିବ ଦରମା । ଏହି ଯୋଜନାର ନାଁ ହେଉଛି ୟୁନିଭର୍ସାଲ୍ ବେସିକ୍ ଇନକମ୍ । ଏହି ଯୋଜନା ଅନୁଯାୟୀ ପ୍ରତିମାସରେ ୨୦୦୦ ରୁ ୨୫୦୦ ଟଙ୍କା ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ରାଶି ବେରୋଜଗାର ଯୁବକ ଯୁବତୀଙ୍କୁ…

୨୧ ବର୍ଷ ପ୍ରତୀକ୍ଷାର ଅନ୍ତ : ବ୍ରହ୍ମପୁତ୍ର ନଦୀରେ ଦେଶର ଦୀର୍ଘତମ ପୋଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଉଦଘାଟିତ ହୋଇଛି ଦେଶର ଦୀର୍ଘତମ ବ୍ରିଜ୍‌ । ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ସବୁଠୁ ଲମ୍ବା ଡବଲ୍‌ ଡେକର୍‌ ରେଳ-ରୋଡ୍‌ ବ୍ରିଜ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଆସାମ…

ମୋଦିଙ୍କ ମିଟିଂରେ ମ୍ୟାଡାମଙ୍କୁ ମିଳିଲା ନାହିଁ ସିଟ୍ !

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଏୟାରପୋର୍ଟରେ ପହଂଚିଲେ। ସ୍ୱାଗତ କଲେ ବିଜେପି ନେତାଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ଯାଏଁ । ଧାଡ଼ି ବାନ୍ଧି ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ କିଛି ବିଜେପି ନେତା । ବହୁ ବରିଷ୍ଠ ନେତା ଅନୁପସ୍ଥିତ ଥିବା ବେଳେ…

ଖୋର୍ଦ୍ଧାଗଡ଼ରୁ ଦେଖିବାକୁ ମିଳିଲା ମୋଦିଙ୍କ ବାଲାନ୍‌ସିଂ ଆକ୍ଟ ! ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମାରିଲେ ପ୍ରଶ୍ନ…

ଭୁବନେଶ୍ୱର : ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ର ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ବି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଚ୍ଚ ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗ୍ୟାସ୍‌, ରାଜପଥ…

ଆସୁଛନ୍ତି ମୋଦି, ୧୯ ପାଇଁ ଖୋର୍ଦ୍ଧାଗଡ଼ରୁ ବଜାଇବେ ବିଗୁଲ୍‌

ଖୋର୍ଦ୍ଧା : ଖୋର୍ଦ୍ଧାଗଡ଼ରୁ ୧୯ ପାଇଁ ବିଗୁଲ୍‌ ବଜାଇବେ ପ୍ରଧାନମନ୍ତ୍ରୀ । ସରିଛି ସମସ୍ତ ପ୍ରସ୍ତୁତି। ଆଜି ଅପରାହ୍ଣ ୧ଟା ୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧ଟା୪୦ରେ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିବେ। ନରେନ୍ଦ୍ର ମୋଦି ସାଢ଼େ ୧୪ ହଜାର କୋଟି ଟଙ୍କାର…

କାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ନିୟୋଜିତ ରହିବେ ୪୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର : ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ । କାଲି ଅପରାହ୍ଣ ୧ଟା ୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧ଟା୪୦ରେ ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପହଞ୍ଚିବେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା କଡ଼ାକଡ଼ି । ଭୁବନେଶ୍ୱର ଏୟାରପୋର୍ଟରୁ…