Browsing Tag

narendra modi

ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(କେନ୍ୟୁଜ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ଦେହରାଦୁନ ଏବଂ ଦିଲ୍ଲୀ ମଧ୍ୟରେ ଚାଲିବ । ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟ୍ରେନର ଉଦଘାଟନ କରିଛନ୍ତି…

ଦେଶର ଇତିହାସର ପ୍ରତୀକ ସେଙ୍ଗୋଲ; ନୂଆ ସଂସଦ ଭବନରେ ସେଙ୍ଗୋଲ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

(କେନ୍ୟୁଜ ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ରେ ନବ ନିର୍ମିତ ସଂସଦ ଭବନକୁ ଦେଶକୁ ଉତ୍ସର୍ଗ କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସଂସଦ ଭବନ ନିର୍ମାଣ ପାଇଁ ପ୍ରାୟ ୬୦ ହଜାର ଶ୍ରମିକଙ୍କ…

ଦକ୍ଷିଣ ଭାରତୀୟ ଅଭିନେତା ଶରଥ ବାବୁଙ୍କ ଦେହାନ୍ତରେ ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ

(କେନ୍ୟୁଜ ବ୍ୟୁରୋ): ତେଲୁଗୁ ଅଭିନେତା ଶରଥ ବାବୁଙ୍କ ଦେହାନ୍ତରେ ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶରଥ ବାବୁଙ୍କ ଅକାଳ ବିୟୋଗ ସମସ୍ତ ଫିଲ୍ମ ଜଗତକୁ ସ୍ତବ୍ଧ କରିଛି । ୭୧ ବର୍ଷ ବୟସରେ କଳାକାରଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଶରଥ ବାବୁଙ୍କ ପରିବାର ଲୋକେ ଏ ସମ୍ପର୍କିତ…

ସିଡ୍‌ନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆକାଶରେ ଲେଖାଗଲା ‘Welcome Modi’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଆଜି ତାଙ୍କର ସିଡନୀରେ ଏକ ବଡ଼ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ସମୟରେ ଭବ୍ୟ ସ୍ୱାଗତ କରାଯାଇଥିଲା। ରିକ୍ରିଏସନାଲ୍‌ ବିମାନ (recreational aircraft) ସାହାଯ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ…

୨୮ରେ ସଂସଦର ନୂଆ ବିଲ୍‌ଡିଂ ଉଦଘାଟନ କରିବେ ମୋଦି, ତିଆରି ପାଇଁ ଖର୍ଚ୍ଚ ହୋଇଛି ୧୨ଶହ କୋଟି ଟଙ୍କା

ନୂଆଦିଲ୍ଲୀ : ଆସନ୍ତା ୨୮ରେ ଉଦଘାଟନ ହେବ ସଂସଦର ନୂଆ ବିଲ୍ଡିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଢାଞ୍ଚାରେ ତିଆରି ହୋଇଥିବା ବିଲ୍ଡିଂକୁ ଉଦଘାଟନ କରିବେ । ୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ମଧ୍ୟରେ ୧୨ ଶହ ୨୪…

‘ମୁଁ ଏକ ସାପ’…ମଲ୍ଲିକାର୍ଜୁନ ଖରଗେଙ୍କ ଆପତ୍ତିଜନକ ଟିପ୍ପଣୀ ଉପରେ ନିଜର ପ୍ରତିକ୍ରିୟା ରଖି ଖୁବ୍‌ ବର୍ଷିଲେ…

କର୍ଣ୍ଣାଟକର କୋଲାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି ଯେ କଂଗ୍ରେସ ହେଉଛି ସେହି ପୁରୁଣା ଇଞ୍ଜିନ, ଯାହା ସବୁବେଳେ ବିକାଶରେ ବାଧା ସୃଷ୍ଟି କରିଥାଏ। ଏହା ସହିତ ମୋଦି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ ଆପତ୍ତିଜନକ ଟିପ୍ପଣୀ…

ମିମିକ୍ରୀ ଆର୍ଟିଷ୍ଟ୍‍ ଶ୍ୟାମ ରଙ୍ଗିଲା ଭରିଲେ ୧୧,୦୦୦ ଟଙ୍କା ଜରିମାନା, ପ୍ରଧାନମନ୍ତ୍ରୀଙ୍କ ନକଲ କରିବା ବେଳେ…

ଜଣାଶୁଣା ମିମିକ୍ରୀ ଆର୍ଟିଷ୍ଟ୍‍ ଶ୍ୟାମ ରଙ୍ଗିଲାଙ୍କ ଉପରେ ୧୧,୦୦୦ ଟଙ୍କା ଜରିମାନା ଲାଗିଛି। ଅଭିଯୋଗ ରହିଛି ଯେ ସେ ଜୟପୁରର ଝାଲାନା ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ କରିଛନ୍ତି। ଶ୍ୟାମ ରଙ୍ଗିଲା ଚିତାବାଘ ସଫାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଙ୍ଗଲ ସଫାରି ଭଳି ଏକ…

‘ସାହସୀ ହିଁ ବାଘ ସହିତ ଖେଳନ୍ତି, ବାକି ଅନ୍ୟମାନେ ତ ଦୂରରୁ ଦେଖନ୍ତି’…ଫଟୋ ସେୟାର କରି କୀର୍ତ୍ତି ଆଜାଦ କଲେ ଏଭଳି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୯ରେ କର୍ଣ୍ଣାଟକର ବାନ୍ଦିପୁର ବାଘ ଅଭୟାରଣ୍ୟ ଗସ୍ତ କରିଥିଲେ। ସକାଳୁ ସକାଳୁ ସେ ଜଙ୍ଗଲ ସଫାରୀ ଯାଇଥିଲେ। ‘ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ସାମିଲ ମଧ୍ୟ ହୋଇଥିଲେ। ଏହି ସମୟରେ ପିଏମ୍‌ ମୋଦିଙ୍କର…

ରୋଜଗାର ମେଳା ୨୦୨୩: ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଣ୍ଟିଲେ ୭୧ ହଜାର ନିଯୁକ୍ତି ପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ରୋଜଗାର ମେଳା ୨୦୨୩’ ଉଦ୍‌ଘାଟନ କରିଛନ୍ତି। ଏହି ମେଳାରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି ଅବସରରେ ମୋଦି ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ।…

ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ସେଲ୍ଫି ନେଇ ଟ୍ଵିଟରରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ହେଉଛି ଭାଇରାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ରେ ଚେନ୍ନାଇରେ ଥିବାବେଳେ ସେଠାରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ରୋଡ୍‌ ଶୋ’ କରିଥିଲେ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ। ଯଦିଓ ଏହି ସମୟରେ ଜଣେ ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ପିଏମ୍‌ ମୋଦିଙ୍କ ସେଲ୍ଫି ଖୁବ୍‌ ଚର୍ଚ୍ଚାରେ…

ସ୍ୱତନ୍ତ୍ର ଜ୍ୟାକେଟ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ପିଏମ୍‌ ମୋଦି, ୨୮ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବୋତଲରୁ…

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ପ୍ରାୟତଃ ନିଜର ପୋଷାକ ପରିଧାନ ଏବଂ ଜ୍ୟାକେଟ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥର ମଧ୍ୟ ସେ ଏକ ଖାସ୍‌ ପ୍ରକାରର ଜ୍ୟାକେଟ୍‌ ପିନ୍ଧିଥିଲେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କହି ରଖୁଛୁ ଯେ ପିଏମ୍‌ ମୋଦି ଆଜି ସଂସଦରେ ଯେଉଁ ଜ୍ୟାକେଟ୍‌ ପିନ୍ଧି…

୯ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ସବୁ ଅସନ ଜିତିବା ପାଇଁ ବିଜେପିର ପଣ, ଦୁର୍ବଳ ବୁଥ୍‌କୁ ଚିହ୍ନଟ କରି ଜନ ସମ୍ପର୍କ…

କେନ୍ୟୁଜ୍(ବ୍ୟୁରୋ): ୨୦୨୪ ଉପରେ ବିଜେପି ଆଖି। ସେଥିପାଇଁ ଚଳିତ ବର୍ଷ ପାଇଁ ଟାର୍ଗଟ୍‌ ୯ରୁ ୯। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ୨୦୨୪ ଜିତିବାକୁ ହେଲେ ଚଳିତ ବର୍ଷ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ଜିତିବାକୁ ହେବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା…