ତୀବ୍ର ହେଉଛି ରାଫେଲ ବିବାଦ, ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୱା ଓଲାନ୍ଦଙ୍କ ବୟାନ ପରେ, ମୋଦିଙ୍କୁ ଘେରିଲେ…
ନୂଆଦିଲ୍ଲୀ : ରାଫେଲକୁ ନେଇ ରାହୁଲ ଗାନ୍ଧିଙ୍କ ଆକ୍ରମଣ ଦିନକୁ ଦିନ ଶାଣିତ ହେବାରେ ଲାଗିଛି। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୱା ଓଲାନ୍ଦଙ୍କ ବୟାନ ପରେ, ଦୁର୍ନୀତି ଅଭିଯୋଗରେ ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ସିଧା ଆକ୍ରମଣ କରିଛନ୍ତି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛି…