କର୍ଣ୍ଣାଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା; ବଳୟ ଭାଙ୍ଗି ପିଏମ୍ଙ୍କ କାର୍ ପାଖରେ…
କର୍ଣ୍ଣାଟକର ହୁବଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତରେ ଢିଲା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ହୁବଲିରେ ଜଣେ ଯୁବକ ରୋଡ୍ ଶୋ’ କରି ଯାଉଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର ପାଖରେ ପହଞ୍ଚି ଯାଇଥିଲେ। ଯୁବକଙ୍କ ହାତରେ ଏକ ଫୁଲମାଳ ଥିଲା। ଏହି ସମୟରେ ମୋଦି କାର ଡୋର୍ରେ…