କୁନୋ ଉଦ୍ୟାନରେ ଏହି ସବୁ ନାମରେ ଡକା ହେବେ ୮ ଆଫ୍ରିକୀୟ ଚିତା; ପ୍ରଧାନମନ୍ତ୍ରୀ ମୋଦି ଦେଲେ ଗୋଟିଏ ନାଁ
ଆଫ୍ରିକୀୟ ଦେଶ ନାମିବ୍ୟାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ୮ ଚିତାଙ୍କ ନାମ ସାମ୍ନାକୁ ଆସିଛି। ଏହି ଚିତାମାନଙ୍କ ନାମ ହେଲା, ଓବାନ, ଫ୍ରେଡି, ସାଭନାହ, ଆଶା, ସିବଲି, ସୈସା ଓ ସାଶା। ତେବେ ଏମାନଙ୍କ ମଧ୍ୟରେ ଥିବା ଏକ ମାଈ ଚିତାର ନାମ ‘ଆଶା’ ରଖିଛନ୍ତି ପ୍ରଧାନମନ୍ତ୍ରୀ…