ଆସନ୍ତା ସପ୍ତାହରେ ପୃଥିବୀରେ ମାଡ଼ ହେବ ବିଶାଳ ପଥର, ଖବର ଜାଣି ବୈଜ୍ଞାନିକ ଦେଲେ ସତର୍କ ସୂଚନା
ପୃଥିବୀ ସହ ଧକ୍କା ହେବ ବିଶାଳକାୟ ପଥର। ଯାହାକାରଣରୁ ହୋଇପାରେ ବହୁତ ବଡ଼ ଅଘଟଣ। ଏହାର ଆକାର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରତିିଥର ସ୍ପେସ୍ ବା ଅନ୍ତରୀକ୍ଷରେ ଘଟୁଥିବା ଘଟଣା ଉପରେ ବୈଜ୍ଞାନିକ ମାନଙ୍କର ରହିଥାଏ କଡ଼ା ନଜର। ଯାହାକୁ ନେଇ ସେମାନେ ନିଜ ମତ ପ୍ରକାଶ କରିଥାନ୍ତି।…