Browsing Tag

national

ଟ୍ୱିଟରରୁ ଜବ୍ ହରାଇବା ପରେ ସୋସିଆଲ ମିଡିଆରେ ନିଜ ମତ ସେୟାର କଲେ ୨୫ ବର୍ଷୀୟ ଯୁବକ, ପୋଷ୍ଟ ଜିତିଲା ସଭିଙ୍କ ମନ

ଟ୍ୱିଟରରୁ ଫାୟାର୍ ହେବା ପରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପୋଷ୍ଟ ବର୍ତ୍ତମାନ ଇଣ୍ଟରନେଟ୍ ଜିତିଛି। ବ୍ୟକ୍ତିଙ୍କ ଜୀବନ ପ୍ରତି ସକରାତ୍ମକ ଦୃଷ୍ଟିକୋଣ ପାଇଁ ବର୍ତ୍ତମାନ ଭାଇରାଲ୍ ପୋଷ୍ଟକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ପ୍ରଶଂସା କରୁଛନ୍ତି। ବିଲିୟନେୟାର ଏଲୋନ୍ ମସ୍କ ଟ୍ୱିଟର…

ମା ଓ ଝିଅ ମିଶି ବାପାକୁ ମାରି ଦେଲେ, କାରଣ ଥିଲା କିଛି ଏଭଳି

ମଧ୍ୟପ୍ରଦେଶ ମୁରେନ ଜିଲ୍ଲା ଅଞ୍ଚଳରେ ଘଟିଛି ଏକ ଭୟଙ୍କର କାଣ୍ଡ । ପତ୍ନୀ ନିଜ ଝିଅ ସହ ମିଶି ସ୍ୱାମୀକୁ ହତ୍ୟା କରିଛି । ଆଉ ଘଟଣାକୁ ନିଜ ଆଖିରେ ଦେଖିଥିବା ପୁଅ ଏକଥା ଥାନାରେ କହିବା ପରେ ମା ଝିଅ ଗିରଫ ହୋଇଛନ୍ତି । ତେବେ ସ୍ୱାମୀକୁ ହତ୍ୟା କରିବା ପଛରେ କାରଣ ବି ରହିଛି । ଆସନ୍ତୁ ଜାଣିବା…

ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରର ସୁନା ଦର, ଯାଞ୍ଚ କରିନିଅନ୍ତୁ ଆଜିର ମୂଲ୍ୟ

ଆରମ୍ଭ ହୋଇଯାଇଛି ଦଶହରା। ଆଉ ଲୋକେ ଏହି ସମୟରେ ସୁନା କିଣିବାକୁ ବେଶି ପସନ୍ଦ କରନ୍ତି। ଏହି ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ସୁନା ଦୋକାନୀ ମନଲୋଭା ଅଫର ପ୍ରଦାନ କରନ୍ତି। ଗ୍ରାହକ ମଧ୍ୟ ଆକୃଷ୍ଟ ହୋଇ ସୁନା କିଣିବାକୁ ଯାଆନ୍ତି। ଦୋକାନୀ ଗ୍ରାହକଙ୍କୁ ସୁନା ଗଢା ମୁଜରୀ ଉପରେ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବର୍ତ୍ତମାନ କାର ପଛ ସିଟରେ ବସିଥିବା ଲୋକଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ ସିଟ୍…

ସଡ଼କ ସୁରକ୍ଷାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ଆସୁଛି। ବର୍ତ୍ତମାନ ମଧ୍ୟ ଏହି ବାବଦରେ ଏକ ବଡ଼ ଖବର ଆସିଛି, ଯାହା ମୁତାବକ କାରରେ ବସିଥିବା ସମସ୍ତ ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ତେବେ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ…

ଦେଶର ସବୁଠୁ ବଡ ବୋମା, ଯାହା କ୍ଷଣକରେ ଧ୍ୱଂସ କରିଦେବ ଶତ୍ରୁର ବଡ ବଡ ବଙ୍କର

ମଧ୍ୟପ୍ରଦେଶର ଜବଲପୁରର ଖମରିୟା ଅଡିଏନ୍ସ ଫ୍ୟାକ୍ଟ୍ରିରେ ଦେଶର ସବୁଠାରୁ ବଡ ବୋମା ତିଆରି ହୋଇଛି। ଏହି ବୋମାର ଓଜନ ୫୦୦ କେଜି ରହିଛି। ଏହି ବୋମାର ଲମ୍ବା ୧.୯ ମିଟର ରହିଛି। ଏହା ଦେଶର ଶତ୍ରୁମାନଙ୍କର ବିନାଶ ସାଜିବ। କେବଳ ସେତିକି ନୁହେଁ, ବାୟୁସେନାର ଶକ୍ତି ବଢାଇବ ଏହି ବୋମା। ଏହା ଏତେ…

ଅନିଲ ଓ ଟିନା ଅମ୍ବାନୀଙ୍କ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହେଲେ, ସାମ୍ନାକୁ ଆସିଲା ପ୍ରଥମ ଫଟୋ; ସାମିଲ…

ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଫେବୃଆରୀ ୨୦ରେ କୃଶା ଶାହଙ୍କୁ ବିବାହ କରିଛନ୍ତି। ନବ ବିବାହିତ ଅନମୋଲ ଓ କୃଶାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେମାନଙ୍କ ବିବାହର ପ୍ରଥମ ଫଟୋ ବିଜିନେସ୍‌ ଓ୍ଵିମେନ୍‌ ପିଙ୍କି…

୧୦ ବର୍ଷ ପରେ ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା, ଅରେଞ୍ଜ୍ ଓ ୟେଲୋ ୱାର୍ଣିଂ ଜାରି

ବର୍ତ୍ତମାନ ରାଜ୍ୟରେ ଶୀତ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଏହା ଛଡ଼ା ଯଦି ରାଜଧାନୀ ଦିଲ୍ଲୀ କଥା କୁହାଯାଏ ତେବେ ଗତ ଶନିବାର ଦିନ ଏଠାରେ ଅଧିକ ଶୀତ ଅନୁଭୁତ ହୋଇଥିଲା। ଗତକାଲି, ବିଗତ ଦଶ ବର୍ଷର ସବୁଠାରୁ ଅଧିକ ଶୀତ ଦିନ ଥିଲା । ତେବେ ଆଜି ରବିବାର ଦିନ ସର୍ବାଧିକ ତାପମାତ୍ରା ୧୪ ଏବଂ…

ଲୁଡ଼ୁ ଖେଳରେ ବେଇମାନି କରିବାରୁ ବାପାଙ୍କ ବିରୋଧରେ ଫ୍ୟାମିଲି କୋର୍ଟରେ ପହଞ୍ଚିଲା ଝିଅ, କହିଲା, ବାପା…

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟା ଯୁବତୀ ତାଙ୍କ ବାପାଙ୍କ ବିରୋଧରେ ଫ୍ୟାମିଲି କୋର୍ଟରେ ମାମଲା ଦାଏର କରିଛନ୍ତି। ଯୁବତୀ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ବାପାଙ୍କ ସହ ଲୁଡୁ ଖେଳୁଥିବା ବେଳେ ବାପା ତାଙ୍କ ସହ ଠକାମି କରିଥିଲେ।…

୬ ସାଙ୍ଗ କାର ଉପରେ ଛପାଇଲେ ଦେଶର ନକ୍ସା, ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସବୁ ରାଜ୍ୟ ବୁଲି ଲୋକଙ୍କୁ କରିବେ ସଚେତନ

କରୋନା ମହାମାରୀ ପାଇଁ ଦେଶରେ ପର୍ଯ୍ୟଟନ ଶିଳ୍ପ ଠପ ହେଇଯାଇଛି। ଗୋଟେ ପଟେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କାରଣରୁ ପର୍ଯ୍ୟଟକ ଆସୁ ନ ଥିବା ବେଳେ ଅନ୍ୟପଟେ ଦେଶବାସୀ ମଧ୍ୟ ବୁଲିବା ପାଇଁ ଇଚ୍ଛା କରୁନାହାନ୍ତି। ଏଭଳି ସମୟରେ ୩ ସହରର ୬ ସାଙ୍ଗ ଦେଶର ୨୮ଟି ରାଜ୍ୟ ଏବଂ ୬ କେନ୍ଦ୍ରଶାସିତ ଅଞ୍ଚଳ…

ଜାତୀୟ ସିନିଅର ଆଥଲେଟିକ୍ସ: ଓଡ଼ିଶାକୁ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ

ଗୌହାଟି: ଆସାମର ଗୌହାଟିଠାରେ ଚାଲିଥିବା ଜାତୀୟ ସିନିଅର ଆଥଲେଟିକ୍ସରେ ଓଡ଼ିଶାର ଦୁଇ ଧାବିକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ପଦକ ଜିତିଛନ୍ତି। ଦୁଇଶହ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ ଜିତିଥିବା ବେଳେ ଶ୍ରାବଣୀ ଜିତିଛନ୍ତି ବ୍ରୋଞ୍ଜ ପଦକ। ଆସାମର ହିମା ଦାସ ୨୩ ଦଶମିକ ୧୦ ସେକେଣ୍ଡ ନେଇ…