Browsing Tag

naveen patanaik

ବିଜେପି ବିରୋଧୀ ମେଣ୍ଟରେ ଯୋଗ ଦେବେ କି ନବୀନ ? କାହିଁକି ମୁଖ୍ଯମନ୍ତ୍ରୀଙ୍କ ସହ କଥାବାର୍ତ୍ତା କଲେ ସିପିଆଇ ସମ୍ପାଦକ…

ଭୁବନେଶ୍ବର : ବିଜେପି ବିରୋଧୀ କ୍ୟାମ୍ପକୁ ବିଜେଡିକୁ ନେବା ପାଇଁ ହେଉଛି କି ପ୍ରୟାସ । ଗତକାଲି ସିପିଆଇ ବରିଷ୍ଠ ନେତା ଡି ରାଜା ନବୀନ ପଟ୍ଟନାୟଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଚାଲିଛି। ନଭେମ୍ବର ୨୨ରେ ଅଣ ବିଜେପି ଦଳଙ୍କୁ ଏକ୍‌ଜୁଟ୍‌ ହେବାକୁ ଆହ୍ଵାନ ଦେଇଛନ୍ତି ଟିଡିପି…

ଜନଜାତି ବହୁଳ ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା, ପଢନ୍ତୁ କଣ ?

ଭୁବନେଶ୍ବର : କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ଆଗାମୀ ୪ ବର୍ଷ ଭିତରେ ରାଜ୍ୟର ୧୨ଟି ଢିପଜମି ଥିବା ଜିଲ୍ଲା ବିଶେଷକରି ଜନଜାତି ବହୁଳ ଅଂଚଳର ୪୦ଟି ପଛୁଆ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା କରାଯିବ।…

ବସରେ ଏୟାରପୋର୍ଟରୁ ବିଧାନସଭା ଗଲେ ନବୀନ, ୮ ଟଙ୍କାରେ କାଟିଲେ ଟିକେଟ୍‌

ଭୁବନେଶ୍ବର : ସିଟି ବସ୍‌ ପରେ ରାଜଧାନୀ ରାଜରାସ୍ତାରେ ଗଡ଼ିଲା ମୋ ବସ୍‌ । ଏହି ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବିମାନବନ୍ଦର ନିକଟରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ ମୋ ବସ୍‌ରେ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ଏୟାରପୋର୍ଟ ଛକରୁ ବସ୍‌ ଚଢ଼ି…

ମାଟ୍ରିକ ପରୀକ୍ଷାରେ ବ୍ଳକରେ ଟପ୍ପର ହୋଇଥିବା ୧୦ ଜଣଙ୍କୁ ମିଳିବ ୫ ହଜାର ଟଙ୍କା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଯୋଜନାର ଶୁଭାରମ୍ଭ । ସଚିବାଳୟରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫେରେନ୍ସିଂ ଜରିଆରେ ଛାତ୍ରଛାତ୍ରୀ ଓ ଅଭିବବାବକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଯୋଜନାରେ…

ମନକି ବାତ୍‌ରେ ଓଡ଼ିଶାକୁ ପ୍ରଶଂସା କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ବିଶ୍ୱକପ ହକି । ଆକାଶବାଣୀରେ ଗତକାଲି ମନ୍‌ କି ବାତରେ ବିଶ୍ୱକପ ହକି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଟିମ୍‌ ସହ ଅନ୍ୟ ଦଳକୁ ଉତ୍ସାହିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ଵାନ…

ମୋଦିଙ୍କ ଦୁଇ ରୂପ, ଟିକେ ପ୍ରଶଂସା, ଟିକେ ମାରି ଦେଲେ ପିନ୍

ଭୁବନେଶ୍ବର (କେନ୍ଯୁଜ୍) : ତାଳଚେରରରେ ନରମ ତ ଝାରସୁଗୁଡ଼ାରେ ଗରମ। ଓଡ଼ିଶା ଗସ୍ତରେ ମୋଦିଙ୍କ ଏହି ମିଜାଜ୍‌ ଆଜି ଦେଖିବାକୁ ମିଳିଥିଲା। ଏବେ ରାଜ୍ଯରେ ଦୁଇ ପ୍ରକାରର ପାଣିପାଗ ରହିଛି । ରାଜ୍ୟରେ ଏବେ କେଉଁଠି ଗୁଳୁଗୁଳି ଓ ଖରା ତ କେଉଁଠି ଭୀଷଣ ବର୍ଷା ଯୋଗୁଁ ପାଗ ଥଣ୍ଡା ରହୁଛି। ଓଡ଼ିଶା…

ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ : ନବୀନଙ୍କୁ କେନ୍ଦ୍ର ଆଇନମନ୍ତ୍ରୀଙ୍କ…

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଚିଠି । ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ରବିଶଙ୍କର ପ୍ରସାଦ ଏଥିରେ ଉଲ୍ଲେଖ କରିଛନ୍ତି…

ବଢିଲା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଡୁଆ : ବିଜେଡିରୁ ବହିଷ୍କାର ପାଇଁ ନବୀନଙ୍କ ନିକଟରେ ଫେରାଦ

ଭୁବନେଶ୍ବର(କେନ୍ଯଜ୍) : ବଢିଲା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଡୁଆ । ତାଙ୍କୁ ଦଳରୁ ବହିଷ୍କାର କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି । ଦାମ ଦଳ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସହ ଆୟୁଷ୍ମାନ ଭାରତକୁ ସାମିଲ ପାଇଁ ଓଡ଼ିଶାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ କାର୍ୟ୍ୟ କରୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ। କେନ୍ଦ୍ର ଆରମ୍ଭ କରିବାକୁ ଯାଉଛି, ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ, ଆୟୁଷ୍ମାନ ଭାରତ। ଆୟୁଷ୍ମାନ ଭାରତର ହିତାଧିକାରୀ ଚୟନ ପ୍ରକ୍ରିୟା ନେଇ ଓଡ଼ିଶାର ରହିଛି ଆପତ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ହୋଇଛି। ଏଭଳି ସ୍ଥିତିରେ…

କମ୍ପାନୀ ସେକ୍ରେଟାରୀଙ୍କ ଭବିଷ୍ୟତ ଉଜ୍ୱଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : କମ୍ପାନୀର ପରିଚାଳନା କ୍ଷେତ୍ରରେ କମ୍ପାନୀ ସେକ୍ରେଟାରୀ ମାନଙ୍କର ଭୂମିକା ଉଲ୍ଳେଖନୀୟ । ସେମାନଙ୍କର ଭବିଷ୍ୟତ ମଧ୍ୟ ଖୁବ ଉଜ୍ଜ୍ୱଳ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଆଇସିଏସଆଇର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ…

ବିଶ୍ୱ କପ୍‌ ହକି ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ବର : ବିଶ୍ୱ କପ୍‌ ହକି ପାଇଁ ବାଜିଲା ବିଗୁଲ୍‌ । ୯୦ ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ ହେଉଛି । କଳିଙ୍ଗ ଷ୍ଟା଼ଡିୟମ୍‌ରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି MY HEART BEATS FOR HOCKEY କ୍ୟାମ୍ପେନ୍‌ । ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି…

 ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ଯମନ୍ତ୍ରୀ ନବୀନ : ଦୁଇଟି ଟ୍ରେନ୍ ଚଳାଚଳ ପାଇଁ ଦାବି

ଭୁବନେଶ୍ବର(କେନ୍ଯୁଜ୍) :ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ବ୍ରହ୍ମପୁରରୁ ସୁରଟକୁ ଦୈନିକ ଦୁଇଟି ଟ୍ରେନ୍‌ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୁରଟରେ ବହୁ ଓଡ଼ିଆ କାମ କରୁଛନ୍ତି । ବିଶେଷ କରି…