Browsing Tag

naxal

ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ୨ ଯବାନ ସହିଦ

ଛତିଶଗଡ଼(କେନ୍ୟୁଜ୍) : ଛତିଶଗଡ଼ରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ ଯବାନ ସହିଦ। ଛତିଶଗଡ଼ ବିଜାପୁର ପାମେଡ଼ ଜଙ୍ଗଲରେ ଗୁଳି ବିନିମୟରେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ କନେଷ୍ଟବଳ ଅରବିନ୍ଦ ମିଞ୍ଜ ଓ ଏଏସଆଇ ଶୁଖୁ ହାପକାବୋଲି…

ମାତିଲେ ମାଓବାଦୀ : ବନାଞ୍ଚଳ ଅଧିକାରୀଙ୍କ ୪ଟି ବନ୍ଧୁକ ଲୁଟ

ନୟାଗଡ଼ (କେନ୍ୟୁଜ୍) :ନୟାଗଡ଼ ବନାଞ୍ଚଳ ଅଧିକାରୀଙ୍କ କାର‌୍ୟ୍ୟାଳୟରୁ ବନ୍ଧୁକ ଲୁଟ୍ । ୪ଟି ବନ୍ଧୁକ ଲୁଟିନେଇଛନ୍ତି ମାଓବାଦୀ । ଏହାସହ ଦଶପଲ୍ଲା ବାଣୀଗୋଚ୍ଛା ପୂର୍ବ ରେଞ୍ଜ ଅଫିସରେ ଭଙ୍ଗାରୁଜା କରିଛନ୍ତି ଲାଲବାହିନୀ । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି। ବନବିଭାଗ ଅଧିକାରୀ ଦଶପଲ୍ଲା…

ନିର୍ବାଚନ ପୂର୍ବରୁ ମାତିଲେ ମାଓବାଦୀ : ଦାନ୍ତେଓ୍ଵାଡ଼ାରେ ବିସ୍ଫୋରଣ କରି ଉଡ଼ାଇଲେ ବୁଲେଟ୍‌ପ୍ରୁଫ୍‌ କାର୍‌, ବିଜେପି…

ଛତିଶଗଡ଼ : ନିର୍ବାଚନ ପୂର୍ବରୁ ମାତିଲେ ମାଓବାଦୀ। ଛତିଶଗଡ଼ ଦାନ୍ତେୱାଡ଼ାରେ ବଡ଼ ଧରଣର ହମ୍‌ଲା କରିଛନ୍ତି। ଆଇଡି ବିସ୍ଫୋରଣ କରି ଉଡ଼ାଇଲେ ବୁଲେଟ୍‌ପ୍ରୁଫ୍‌ କାର୍‌। ଏଥିରେ ଦାନ୍ତେଓ୍ଵାଡାର ବିଜେପି ବିଧାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ମୃତ ବିଜେପି…

ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ମାଓବାଦୀଙ୍କ ହତ୍ୟା ଧମକ

ନୟାଗଡ଼ (କେନ୍ୟୁଜ୍) :ବିଜେଡି ପ୍ରାର୍ଥୀ ରମେଶ ବେହେରାଙ୍କୁ ହତ୍ୟା ଧମକ। ନୟାଗଡ଼-ଦଶପଲ୍ଲା ଥାନା ଅଞ୍ଚଳରେ ମାଓବାଦୀମାନଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଏଥିରେ ରମେଶ ବେହେରାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି। କୁଆଁରିଆ ମୃଗବିହାର ପାଚେରୀରେ ସିପିଆଇଏମ୍ ମାଓବାଦୀ ସଙ୍ଗଠନ…

ମାଓବାଦୀଙ୍କ ବର୍ବରକାଣ୍ଡ, ଯୁବକଙ୍କ ତଣ୍ଟି କାଟି କଲେ ହତ୍ୟା

ନବରଙ୍ଗପୁର (କେନ୍ୟୁଜ୍) : ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କ ଗଲାକାଟି ହତ୍ୟା। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭେନସ୍ ଗାଁରେ ଘଟିଛି ଏହି ହତ୍ୟା। ଗତକାଲି ରାତିରେ ମାଓବାଦୀମାନେ ଗାଁର ଟୁଲୁ ଗଣ୍ଡଙ୍କୁ ଘରୁ ଡାକିଆଣି ଅଙ୍ଗନୱାଡି କେନ୍ଦ୍ର ନିକଟରେ ହତ୍ୟା…

୬ରୁ ଊର୍ଦ୍ଧ୍ୱ ଗାଡ଼ି ପୋଡ଼ିଲେ ମାଓବାଦୀ : ବ୍ରିଜ କାମ କରୁଥିବା ଠିକାଦାରଙ୍କ କ୍ୟାମ୍ପରେ ଆକ୍ରମଣ

କନ୍ଧମାଳ (କେନ୍ୟୁଜ୍) : କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ବେଲଘର ଥାନା ଝିରିପାଣିର ଦେଶୁଁଘାଟିରେ ଥିବା ଠିକା କ୍ୟାଂପ୍ରେ ମାଓବାଦୀ ଆକ୍ରମଣ କରିଛନ୍ତି। ତା ସହ ବଂଶଧାରା, ଘୁମୁସର, ନାଗାବଳୀ ମାଓ ଡିଭିଜନ୍ ପକ୍ଷରୁ ପୋଷ୍ଟର ମଧ୍ୟ ଛଡାଯାଇଛି। ବେଲଘରରୁ ଝିରିପାଣି ମଧ୍ୟରେ…

ସହିଦ ସପ୍ତାହରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ବସ୍‌ ଓ ଟ୍ରଲରରେ ଲଗାଇଲେ ନିଆଁ 

ମାଲକାନଗିର(କେନ୍ୟୁଜ୍) : ସହିଦ ସପ୍ତାହରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଲକାନଗିର ସୀମାନ୍ତ ତେଲେଙ୍ଗାନାର କଣ୍ଟା ନିକଟରେ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । କଣ୍ଟାଠାରୁ ୧୫ କିମି ଦୂରରେ ମାଓବାଦୀମାନେ ସରକାରୀ ବସ୍‌ ସମେତ ଗୋଟିଏ ଟ୍ରେଲରରେ ନିଆଁ ଲଗାଇ ଦେଇଛନ୍ତି । ସେପଟେ ଗତକାଲି…

ରାୟଗଡ଼ା : ପୋଲିସ ହାତରେ ୪ ଜଣ ନକଲି ମାଓବାଦୀ

ରାୟଗଡ଼ା (କେନ୍ୟୁଜ୍) : ୪ ଜଣ ନକଲି ମାଓବାଦୀକୁ ଗିରଫ କରିଛି ରାୟଗଡ଼ା ପୋଲିସ। ସେମାନଙ୍କଠାରୁ ୧ ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଛି। ଏହାସହ ତିନିଟି ମୋବାଇଲ ଫୋନ, ସିମ୍ ଓ ମାଓପୋଷ୍ଟର ଜବତ କରିଛି ପୋଲିସ। ଏହି ୪ ଜଣ କାଶିପୁର ଥାନା ଜଲଖୁରା ଗାଁର ବୋଲି ଜଣା ପଡିଛି। ଗତ ୧୯ ତାରିଖ ଦିନ ଏହି ୪…

ପାଦେ ପାଦେ ଭୟ : କେତେବେଳେ ବୋମା ଫୁଟୁଛି ତ କେତେବେଳେ ଗର୍ଜୁଛି ବନ୍ଧୁକ

କନ୍ଧମାଳ : ଆତଙ୍କରେ ଆଦିବାସୀ । ପୋଲିସ ଓ ମାଓବାଦୀଙ୍କ ବନ୍ଧୁକ ଗର୍ଜନ ଭିତରେ ବିପନ୍ନ ହେଉଛି ନିରିହ ଆଦିବାସୀଙ୍କ ଜବୀନ । ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପା ଓ ଗାଡଙ୍ଗି ଜଙ୍ଗଲ ମାଓବାଦୀଙ୍କ ଆଡା ସ୍ଥଳୀ ପାଲଟିଛି । ଅନେକ ସମୟରେ ଏଠି ଫୁଟୁଛି ଗୁଳି । ମୁହାଁମୁହିଁ…