ଜାଭେଲିନ ଥ୍ରୋରେ ଅଲିମ୍ପିକ ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ନିରଜ ଚୋପ୍ରା, ଖୁବ୍ ଶୀଘ୍ର ଆରମ୍ଭ କରୁଛନ୍ତି…
ଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତି ଦେଶର ନାଁ ଉଜ୍ଜଳ କରିଥିବା ଆଥ୍ଲେଟ୍ ନିରଜ ଚୋପ୍ରା ଏବେ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିରଜ ୨୦୨୪ରେ ପ୍ୟାରିସ୍ରେ ହେବାକୁ ଥିବା ଅଲିମ୍ପିକ ଜାଭେଲିନ୍ ଥ୍ରୋରେ ଆନ୍ଦ୍ରିୟାସ ଥୋରକିଲ୍ଡସେନ୍ଙ୍କ ନାଁରେ ଥିବା ରେକର୍ଡ ଭାଙ୍ଗିବାକୁ…