ଓଡ଼ିଶା ହକି ବିଶ୍ୱ କପ୍ ଫାଇନାଲ୍ରେ ନେଦରଲାଣ୍ଡସ୍-ବେଲଜିୟମ୍ ମୁକାବିଲା
ଭୁବନେଶ୍ୱର (କେ ନ୍ୟୁଜ୍) : ସଂଘର୍ଷର ଶେଷ ସୀମାରେ ପହଞ୍ଚିଥିଲା ଓଡ଼ିଶା ହକି ବିଶ୍ୱ କପ୍ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ । ନିର୍ଦ୍ଧାରିତ ସମୟ ଭିତରେ ୨-୨ । ପୁଣି ପେନାଲଟି ସୁଟ୍ ଆଉଟ୍ରେ ୩-୩ ଗୋଲ୍ କରି ସମାନ ସ୍ଥିତିରେ ରହିଥିଲେ । ତେଣୁ ବିଜେତା ନିର୍ଣ୍ଣୟ ପାଇଁ ସଡନ୍ ଡେଥ୍…