Below header
Browsing Tag

new family member

ପ୍ରଥମ ବିବାହ ବାର୍ଷିକୀ ପୂର୍ବରୁ ପ୍ରିୟଙ୍କା-ନିକ୍‌ଙ୍କ ଘରକୁ ଆସିଲା ଏହି କୁନି ଅତିଥି

ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ଙ୍କ ବିବାହକୁ ବର୍ଷେ ପୂରିନଥିବା ବେଳେ ତାଙ୍କ ଘରକୁ ଏବେ ନୂଆ ଅତିଥି ଆସିଥିବା ଜଣାପଡ଼ିଛି। ଏହି ଅତିଥି ଆଉ କେହି ନୁହେଁ ବରଂ ଏକ କ୍ୟୁଟ୍‌ ପପି। ପ୍ରିୟଙ୍କା ନିକ୍‌ଙ୍କୁ ଏକ ଜର୍ମାନ ସଫ୍ଟ ପପି ଉପହାର ସ୍ୱରୂପ ଦେଇଛନ୍ତି। ପତ୍ନୀଙ୍କଠାରୁ…