ଇନ୍ଷ୍ଟାଗ୍ରାମ୍ରେ ଯୁବପିଢ଼ିଙ୍କ ପାଇଁ ଆସିଲା ନୂଆ ଫିଚର, ଏବେ ଆଉ ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେନି ଆପ୍
ଇନ୍ଷ୍ଟାଗ୍ରାମ୍ ନିଜ ପ୍ଲାଟଫର୍ମରେ ଛୋଟ ପିଲା ଓ ଯୁବକଙ୍କ ପାଇଁ ସୁରକ୍ଷିତ ଜାଗା ତିଆରି କରିବାକୁ ଚାହୁଁଛି। ମେଟା କମ୍ପାନୀ ପକ୍ଷରୁ ଇଣ୍ଟରନେଟ୍ ଦିବସ ୨୦୨୨ ପୂର୍ବରୁ ଭାରତରେ ‘ଟେକ୍ ଏ ବ୍ରେକ୍’ ଫିଚର ଆରମ୍ଭ କରିଥିଲା। ଏହି ଫିଚର ଭାରତ ସମେତ ଅନ୍ୟ ଦେଶରେ ବି ଆରମ୍ଭ ହୋଇଛି। ନାଁରୁ…