Browsing Tag

newborn baby

ନବଜାତ ଶିଶୁଙ୍କ ଆଖିରେ କାହିଁକି ଲୁହ ଆସେ ନାହିଁ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଯଦି ଆମେ ଟିକିଏ ଆଘାତ ପାଇଥାଉ କିମ୍ବା କିଛି କଥାକୁ ନେଇ ଦୁଃଖ ଅନୁଭବ କରିଥାଉ, ତାହେଲେ ଆମ ଆଖିରୁ ଲୁହ ବାହାରିବାକୁ ଲାଗିଥାଏ । ତେବେ ଛୋଟ ପିଲାମାନେ ମଧ୍ୟ ପ୍ରତ୍ୟେକ ଛୋଟ ଜିନିଷ ପାଇଁ କାନ୍ଦିଥାନ୍ତି । କିନ୍ତୁ ଆପଣ କେବେ ଦେଖିଛନ୍ତି କି ନବଜାତ ଶିଶୁର ଆଖିରୁ କ’ଣ ପାଇଁ ଲୁହ ବାହାରେ…

ବୋରୱେଲରୁ ଉଦ୍ଧାର ନବଜାତ ଶିଶୁକନ୍ୟା ଅସୁସ୍ଥ, ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ

ସମ୍ବଲପୁର (କେନ୍ୟୁଜ): ବୋରୱେଲରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ଅସୁସ୍ଥ ।ଶିଶୁର ଇଣ୍ଟରନାଲ ବ୍ଲିଡିଙ୍ଗ ହେଉଛି। ସୁରକ୍ଷିତ ରହିଛି ଗୋଡ଼ ହାତ। ଦେହରେ ଘା ଯୋଗୁଁ ବଢିଛି ସଂକ୍ରମଣ। ଦରକାର ପଡିଲେ ଶିଶୁକୁ କଟକ ସ୍ଥାନାନ୍ତର କରିପାରନ୍ତି । ସମ୍ଭବତଃ ବୋରୱେଲ ଭିତରକୁ ଫିଙ୍ଗିବା ସମୟରେ…

ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର, କିଏ ଓ କାହିଁକି ଏପରି କଲା କାରଣ ଅସ୍ପଷ୍ଟ

ଗଜପତି (କେନ୍ୟୁଜ) : ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର ହୋଇଛି । ସଫେଇ କର୍ମଚାରୀମାନେ ନାଳ ସଫା କରୁଥିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ଦେହ ଠାବ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ପାରଳାଖେମୁଣ୍ଡି…

ତମାଖୁ ସେବନ କରି ନବଜାତ ଶିଶୁକୁ ସଙ୍କଟରେ ପକାଇଲା ମା’

ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ତ ସମସ୍ତେ ଜାଣନ୍ତି । ଅନେକ ସମୟରେ ତମାଖୁ ସେବନ ନେଇ ସତର୍କ କରାଯାଏ କିନ୍ତୁ ବହୁତ କମ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତେବେ ଏହି ତମାଖୁ ସେବନ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଛି । ସମାନ ଭାବେ ଜଣେ ମା’ର ତମାଖୁ ସେବନ ର ପ୍ରଭାବ ତାର…

ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, କେହି ଫିଙ୍ଗି ଦେଇଥିବା ସନ୍ଦେହ

କଟକ (କେନ୍ୟୁଜ): କଟକ ସିଡିଏ ଅଞ୍ଚଳରେ ଅଭାବନୀୟ ଘଟଣା। ଏକ ପରିତ୍ୟକ୍ତ ଘରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର । ସେକ୍ଟର ୬ ଅଂଚଳରେ ଘଟିଛି ଏଭଳି ଘଟଣା। କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସପହଞ୍ଚି ତଦନ୍ତ ଆରମ୍ଭକରିଛି। ତେବେ ନବଜାତ ଶିଶୁର ପରିଚୟ…

ଅଭାବନୀୟ ପରିସ୍ଥିତି: ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ନବଜାତର ଜୀବନ, ବ୍ୟାଗରେ ମୃତଦେହ ଧରି ବୁଲିଲା ବାପା

ସୋର(କେନ୍ୟୁଜ): ସୋରୋ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି। ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ଧରି ଅଢ଼େଇ ଘଣ୍ଟା ବୁଲିଲା ବାପା । ଖବରପାଇ ଘଟଣାସ୍ଥଳରେ ପୋଲିସ, ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଉତ୍ତେଜିତ ଲୋକେ ଡାକ୍ତରଖାନାରେ ପ୍ରସୂତି ଡାକ୍ତର ସାଗର…

ହୃଦୟ ବିଦାରକ ଘଟଣା: ଆମ୍ବୁଲାନ୍ସ ନମିଳିବାରୁ ଡିକିରେ ବୁହା ହେଲା ନବଜାତକର ମୃତଦେହ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଳାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନବଜାତ ଶିଶୁର ଶବ ନେବାକୁ ଆମ୍ବୁଲାନ୍ସ ପାଇନଥିଲେ, ତେଣୁ ସେ ଶିଶୁର ମୃତଦେହକୁ ମୋଟରସାଇକେଲର ଡିକିରେ ରଖି କଲେକ୍ଟର ଅଫିସରେ ପହଞ୍ଚି ପରେ ନିଜ ଗାଁକୁ ନେଇ ଯାଇଥିଲେ। ଯାହାର…

ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରହୁନି ତାଳ ମେଳ: ପରିବାର ଲୋକେ କହୁଛନ୍ତି ୬ଜଣ, ସିଡିଏମଓଙ୍କ କଥାରେ ୪

କେନ୍ଦୁଝର(କେନ୍ୟୁଜ୍): ଡାକ୍ତରଙ୍କ ଅଭହେଳା ଯୋଗୁଁ ୬ ନବଜାତକ ଶିଶୁଙ୍କ ମୃତ୍ୟୁ ଅଭିଯୋଗ! ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ। ସୂଚନା ମୁତାବକ ଗତକାଲି ରାତି ୯ ଟା ରୁ ଦିନ ୧୨ ଯାଏ କୌଣସି ଡାକ୍ତର ନବଜାତକ ଶିଶୁଙ୍କୁ ଆଇସିୟୁ ବିଭାଗକୁ ଦେଖିବା…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କରଞ୍ଜିଆ (କେନ୍ୟୁଜ): ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଥାନା ଅଞ୍ଚଳରୁ । କରଞ୍ଜିଆ ଥାନା ଅନ୍ତର୍ଗତ ସାନବଡ଼ପୋଷି ଗ୍ରାମ ଜଙ୍ଗଲରେ ଏକ ସଦ୍ୟଜାତ ଶିଶୁ ପୁତ୍ରକୁ କେହି ଦୁର୍ବୁତ୍ତ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କିଛି…

କେନାଲରୁ ମିଳିଲା ନବଜାତକ ଶିଶୁପୁତ୍ରର ମୃତଦେହ, କେହି ଫିଙ୍ଗିଦେଇଥିବା ଅନୁମାନ

ଉଦଳା (କେନ୍ୟୁଜ): କେନାଲରୁ ନବ ଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ । ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ…

ପୁରୀ : ଟ୍ରେନ୍ ସିଟ୍ ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ପୁରୀ (କେନ୍ୟୁଜ): ଟ୍ରେନ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର। ପୁରୀ ଆରପିଏଫ ଦ୍ଵାରା ଉଦ୍ଧାର ହୋଇଛି ନବଜାତ ଶିଶୁ। ରେଳଷ୍ଟେସନର ଚାରି ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ଵିନୀ ଏକ୍ସପ୍ରେସର ବଗି ଭିତର ସିଟ୍‌ ତଳୁ ନବଜାତ ଶିଶୁକୁ କରାଯାଇଛି ଉଦ୍ଧାର। ଆରପିଏଫ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ…

ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ଜଳେଶ୍ୱର (କେନ୍ୟୁଜ): ନବଜାତ ଶିଶୁ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଅଭିଯୋଗ। ବାଲିଆପାଳ ଥାନା ଅନ୍ତର୍ଗତ ବଡାଶ ଗ୍ରାମର ଜଣେ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ…