Browsing Tag

newbornbaby

ଜାଣନ୍ତୁ ଓମିକ୍ରନ ସମୟରେ ନବଜାତ ଶିଶୁର କିପରି ନେବେ ଯତ୍ନ

ବର୍ତ୍ତମାନ ଓମିକ୍ରନ ସାରା ବିଶ୍ବରେ କାୟା ବିସ୍ତାର କରିଛି । ସବୁ ବର୍ଗର ଲୋକ ଏବେ ଏହି ଓମିକ୍ରନରେ ସଂକ୍ରମଣ ହେଉଛନ୍ତି । ପୁଣି ଅଧିକ ମାତ୍ରାରେ ଶିଶୁ ଓ ବୃଦ୍ଧ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ତେଣୁ ପୁନେ ସ୍ଥିତ ଖରଡ଼ି ହସ୍ପିଟାଲର ନେଓନଟୋଲୋଗିଷ୍ଟ ଡ଼ାକ୍ତର ଜଗଦୀଶ ଖଟୱାତେ କହିଛନ୍ତି ଯେ…

ଘୋର କଳିଯୁଗ ! ଏକ ହଜାରରେ ମିଳୁଛି ନବଜାତ ଶିଶୁ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝରରେ ଶିଶୁ ବିକ୍ରି ଅଭିଯୋଗ । ଜଣେ ବିଧବା ମହିଳା ତାଙ୍କ ନବଜାତ ଶିଶୁକୁ ୧ ହଜାର ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଗୋନାସିକା ଗୁପ୍ତଗଙ୍ଗା ଗାଁରେ । ଅଭିଯୋଗ ଅନୁସାରେ ଏହି ଗାଁର ଜଣେ ବିଧବା ମହିଳା ପିଲା…

ମାଆ କୋଳକୁ ଫେରିଲା ନବଜାତ ପୁଅ

ଭୁବନେଶ୍ବର : ମାଆ କୋଳକୁ ଫେରିଲା ନବଜାତ ପୁଅ । କ୍ୟାପିଟାଲ ହସପିଟାଲରେ ୧୧ ଦିନ ତଳେ ସ୍ଥାନୀୟ ଜଣେ ଗରିବ ମହିଳା ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ସେ ଗତ ସୋମବାର ଦିନ ଡିସଚାର୍ଜ ହେବା ପରେ ପିଲାଟିକୁ ମାମା ନାମକ ଜଣେ ଅଙ୍ଗନବାଡ଼ି କର୍ମୀ ନେଇ ଯାଇଥିବା ଅଭିଯୋଗ କରିଥିଲେ । ଏମିତିକି ତାଙ୍କ…

ପୁଣି ଅଲୋଡା ଶିଶୁକନ୍ୟା : ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତ

ନୂଆପଡ଼ା :ପୁଣି ଥରେ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତ। ନୂଆପଡ଼ା ଦଲଦଲି ଗାଁ ନିକଟରେ ଥିବା ପୋଖରୀ ହୁଡ଼ାରୁ ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଦଲଦଲି ଗାଁର ପ୍ରତାପ ସାହୁ ନାମକ ଜଣେ ଯୁବକ ପୋଖରୀ ଶୌଚ ହେବାକୁ ଯାଇଥିବାବେଳେ ନବଜାତ ପଡିଥିବା…