ସୁପ୍ରିମକୋର୍ଟଙ୍କ ଅନୁମତି ପରେ ବି ସୋମବାର ଜାରି ହୋଇପାରିବ ନାହିଁ ଡେଥ୍ ଓ୍ଵାରେଣ୍ଟ, ଜାଣନ୍ତୁ ନିର୍ଭୟା ଦୋଷୀଙ୍କ…
ନିର୍ଭୟା ମାମଲାର ୪ ଜଣ ଦୋଷୀଙ୍କ ଫାଶୀ ଧୀରେ ଧୀରେ ଘୁଞ୍ଚି ଘୁଞ୍ଚିଯାଉଛି। ଟ୍ରାଏଲ କୋର୍ଟ ନିର୍ଭୟା ଦୋଷୀଙ୍କ ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି କରିପାରିବେ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଘୋଷଣା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଫାଶୀ ଦେବାରେ ଅନେକ ସମସ୍ୟା ଦେଖାଦେଇପାରେ। ଆସନ୍ତୁ ଜାଣିବା…