କ’ଣ ପାଇଁ ଶନିଦେବଙ୍କ ମୂର୍ତ୍ତି କିମ୍ବା ଫଟୋ ଘରେ ପୂଜା କରାଯାଏ ନାହିଁ, ଜାଣନ୍ତୁ ଏହା ପଛର କାରଣ
ହିନ୍ଦୁ ଧର୍ମରେ କୋଟି କୋଟି ଦେବାଦେବୀଙ୍କୁ ପୂଜା କରାଯାଏ । ଆମ ଘରେ ଭଗବାନ ଶିବ, ଗଣେଶ, ହନୁମାନ, କୃଷ୍ଣଙ୍କ ଠାରୁ ନେଇ ମାଆ ଦୁର୍ଗାଙ୍କର ଫଟୋ ବା ମୂର୍ତ୍ତି ଥାଏ କିନ୍ତୁ କୌଣସି ବି ଘରେ ଶନିଦେବଙ୍କର ଫଟୋ ବା ମୂର୍ତ୍ତି ରଖାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଶନିଦେବ ସୂର୍ଯ୍ୟଙ୍କର ପୁତ୍ର ।…