ଶାକାହାରୀ ଲୋକ ଖାଇପାରିବେ ମାଂସ, ବଜାରରେ ମିଳୁଛି ଉଦ୍ଭିଦରୁ ଜାତ ‘ନକଲି ମାଂସ’
ଏବେ ସବୁଆଡେ ‘ନକଲି ମାଂସ’ର ଲୋକପ୍ରିୟତା ବଢିଚାଲିଛି। ଯେଉଁଥି ପାଇଁ ଏହି ମାଂସର ବ୍ରିକି ବଢିଚାଲିଛି ଏବଂ ଲୋକେ ଜୀବଜନ୍ତୁଙ୍କୁ ମାଂସ ଖାଇବା କମ୍ କରିଛନ୍ତି। ଯେଉଁ ଲୋକ କୌଣସି ଜୀବଜନ୍ତୁଙ୍କ ମାଂସ ଖାଉନାହାନ୍ତି, ସେମାନେ ଏହି ମାଂସ ଖାଇପାରିବେ। ଏହା ଉଦ୍ଭିଦରୁ ଜାତ। ତେଣୁ ୨୦୩୦ ବେଳକୁ…