Below header
Browsing Tag

north korea

ଉତ୍ତର କୋରିଆରେ ଖାଦ୍ୟ ନାହିଁ! କ୍ଷେତ ଜଗିଛନ୍ତି ସୈନିକ, ଫସଲ ଚୋରି କଲେ ଗୁଳି ମାରି ଦେବାକୁ ଦିଆଯାଇଛି ଆଦେଶ

ଉତ୍ତର କୋରିଆରୁ ଯେଉଁ ସବୁ ଖବର ସାମ୍ନାକୁ ଆସୁଛି, ତାହା ଦିନକୁ ଦିନ ଅଧିକ ଚିନ୍ତାଜନକ ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟ ସହାୟତା ଏଜେନ୍ସି ଲଗାତାର ଚେତାବନୀ ଦେଉଛି କି, ଖାଦ୍ୟ ସଙ୍କଟ ଯୋଗୁ ଉତ୍ତର କୋରିଆ ବଡ଼ ମାନବୀୟ ସଙ୍କଟ ଆଡ଼କୁ ଗତି କରୁଛି। ଚଳିତ ବର୍ଷ ବନ୍ୟା ଫସଲ ନଷ୍ଟ କରି…

ଭୋକରେ ଛଟପଟ ଉତ୍ତର କୋରିଆକୁ କିମ୍‌ ଜୋଙ୍ଗ୍‌ଙ୍କ ନୂଆ ଆଦେଶ, ଏବେ ଖାଇବାକୁ ପଡ଼ିବ କଳା ହଂସ ମାଂସ; ଜାରି ହେଲା ଖାଦ୍ୟ…

ଉତ୍ତର କୋରିଆ ଅନାହାରର ଶେଷ ସୀମାରେ ପହଞ୍ଚିଛି। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଦେଶର ଜନତାଙ୍କୁ କମ୍‌ ଖାଇବାକୁ ଆଦେଶ ଜାରି କରିଛନ୍ତି। ଏହା ସତ୍ତ୍ୱେ ଦେଶ ଖାଦ୍ୟ ସଙ୍କଟରୁ ମୁକ୍ତି ପାଇବାର କୌଣସି ବି ଆଶା ନାହିଁ। ବର୍ତ୍ତମାନ କିମ୍‌ ଜୋଙ୍ଗ୍‌ ଏହି ସମସ୍ୟାରୁ ନିସ୍ତାର ପାଇବା…

ଅସୁସ୍ଥ ହୋଇପଡ଼ିଛନ୍ତି ଉତ୍ତର କୋରିଆର ଲିଡର କିମ ଜୋଙ୍ଗ! ମୁଣ୍ଡର ପଛ ଭାଗରେ ଲାଗିଛି ମେଡିକାଲ୍ ବ୍ୟାଣ୍ଡେଜ୍

ନୂଆଦିଲ୍ଲୀ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ଚର୍ଚ୍ଚାର କାରଣ ହେଉଛି ତାଙ୍କ ମୁଣ୍ଡର ପଛ ଭାଗରେ ଲାଗିଥିବା ମେଡିକାଲ୍ ବ୍ୟାଣ୍ଡେଜ୍ । କୋରିଆ ପିପୁଲ୍ସ ଆର୍ମି ଇଭେଣ୍ଟରେ ଏହି ବ୍ୟାଣ୍ଡେଜ୍ ଦେଖିବାକୁ ମିଳିଥିଲା ​। ଏହି କାର୍ଯ୍ୟକ୍ରମ…

ଏହି ୫ଟି ଦେଶକୁ ଆଜି ପର୍ଯ୍ୟନ୍ତ ଛୁଇଁ ପାରିନାହିଁ କରୋନା, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଛି । ଏଥିପାଇଁ ଅନେକ ଧନ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏପରିକି ଅନେକ ବଡ ବଡ ରାଷ୍ଟ୍ର ଅଛି ଏହି ମହାମାରୀ ଆଗରେ ହାରିଯାଇଛନ୍ତି । ଭାରତ ,ଆମେରିକା ,ଇଟାଲୀ ,ବ୍ରାଜିଲ ପରି ରାଷ୍ଟ୍ର ଗୁଡିକ କରୋନା କବଳରୁ ବଞ୍ଚି ପାରିନାହାନ୍ତି ।…

ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, କିଲୋ ପ୍ରତି ୩,୦୦୦ ଟଙ୍କାରେ ବିକ୍ରି ହେଉଛି କଦଳୀ!

ଉତ୍ତର କୋରିଆରେ ଗମ୍ଭୀର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଅବସ୍ଥା ଏମିତି ହୋଇଯାଇଛି କି, ଲକ୍ଷ ଲକ୍ଷ ଲୋକଙ୍କୁ ଗତ କିଛି ଦିନରୁ ଖାଦ୍ୟ ସୁଦ୍ଧା ମିଳିପାରି ନାହିଁ। ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନ ପ୍ରଥମ ଥର ଔପଚାରିକ ରୂପେ ଏହାକୁ ସ୍ୱୀକାର କରିଛନ୍ତି କି, ତାଙ୍କ ଦେଶ ଗମ୍ଭୀର…

ସାବଧାନ ! ଏଠି କରୋନା କଟକଣା ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ

ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ଯେ ଖୁବ କୄର ଏହା ସମସ୍ତଙ୍କୁ ଜଣା । କିନ୍ତୁ ଏହି ଦେଶରେ କରୋନା କଟକଣା ନ ପାଳିଲେ ମୃତ୍ୟୁଦଣ୍ଡ ବି ମିଳିପାରେ  । ଏଠି ଯେଉଁମାନେ ନିର୍ଦ୍ଧାରିତ ନିୟମ କାନୁନ ମାନୁନାହାନ୍ତି ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ବନ୍ଦୀ ଶିବିର ଖୋଲା ଯାଇଛି । ଖାଲି ସେତିକି ନୁହେଁ…

ଏମିତି ନିର୍ଦ୍ଦୟ ଶାସକ, ରେଡିଓ ଶୁଣିବାରୁ ଦେଲେ ମୃତ୍ୟୁ ଦଣ୍ଡ, ଜାହାଜ ମାଲିକଙ୍କୁ ଗୁଳି କରି ହତ୍ୟା କଲେ କିମ୍ ଜୋଙ୍ଗ୍…

ରେଡିଓ ଶୁଣିବାରୁ ମିଳିଲା ମୃତ୍ୟୁ ଦଣ୍ଡ। ବିଶ୍ୱାସ ହେଉନଥିଲେ ମଧ୍ୟ କଥାଟି ଏକଦମ୍ ସତ। ରେଡିଓ ଶୁଣିବା ଭଳି ଏକ ଛୋଟ କଥାକୁ ନେଇ ନିଜ ଦେଶର ଜଣେ ଜାହାଜ ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍। ନିଜ କ୍ରୁରତା ପାଇଁ ସାରା ବିଶ୍ୱରେ…

ଉତ୍ତର କୋରିଆରୁ ୧୦ ଫୁଟ ଉଚ୍ଚତାର କାନ୍ଥ ଡେଉଁ ଦକ୍ଷିଣ କୋରିଆରେ ପହଞ୍ଚିଲେ ବ୍ୟକ୍ତି, ସୈନିକମାନେ ମଧ୍ୟ ହେଲେ…

ପୃଥିବୀରେ ସବୁଠାରୁ ଅଧିକ ଲମ୍ବା ଓ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରୁଥିବା ଜୀବ ହେଉଛି କଙ୍ଗାରୁ। କଙ୍ଗାରୁ ନିଜ ପ୍ରଥମ ଜମ୍ପ୍‌ରେ ପାଖାପାଖି ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଅତିକ୍ରମ କରିପାରେ। କିନ୍ତୁ କେବେ କେଉଁ ମଣିଷକୁ ୧୦ ଫୁଟ ଉଚ୍ଚତାକୁ ଡେଇଁ ପାର କରିଥିବାର ଦେଖିଛନ୍ତି କି? ଉତ୍ତର…

ଚର୍ଚ୍ଚାରେ କିମ ଜଙ୍ଗ ଉନଙ୍କ କ୍ରୁରତା, କରୋନା ସ୍ଥିତି ଲୁଚାଇବା ପାଇଁ ରୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ କରୁଛନ୍ତି…

ଉତ୍ତର କୋରିଆର ମୁଖ୍ୟ ଶାସକ କିମ ଜଙ୍ଗ ଉନ ଆରମ୍ଭରୁ ହିଁ କରୋନାକୁ ନେଇ ଅନେକ କଥା ଲୁଚେଇ ଆସୁଛନ୍ତି । ଏମିତିକି ତାଙ୍କ ଦେଶରେ ଜଣେ ମଧ୍ୟ ସଂକ୍ରମିତ ନାହାନ୍ତି ବୋଲି ମଧ୍ୟ ବାରମ୍ବାର ଦାବି କରିଥିଲେ । କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ବାରମ୍ବାର ମିଛ କହିଚାଲିଛନ୍ତି କିମ ଜଙ୍ଗ ଉନ ।…

ଉତ୍ତର କୋରିଆ ଜନତାଙ୍କ ସାମ୍ନାରେ ଭାବୁକ ହୋଇ କାନ୍ଦି ପକାଇଲେ କିମ୍‌ ଜୋଙ୍ଗ ଉନ୍‌, ମାଗିଲେ କ୍ଷମା

ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଦେଶର ଲୋକଙ୍କୁ କ୍ଷମା ମାଗିଛନ୍ତି। ଏ ଅବସରରେ ସେ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। କିମ୍‌ ଜନତାଙ୍କୁ କହିଛନ୍ତି କରୋନା ମହାମାରୀ ବେଳେ ସେ ନିଜ ଦେଶର ଲୋକଙ୍କ ସହ ଠିଆ ହୋଇପାରିନଥିଲେ। ଏଣୁ ସେ ଖୁବ୍‌ ଦୁଃଖିତ। ଏଣୁ ହାତ ଯୋଡ଼ି କ୍ଷମା…

କିମ ଜୋଙ୍ଗ ଉନଙ୍କ କ୍ରୁରତା: ବିଦେଶୀ ଶୋ’ ଦେଖିଲେ କଏଦୀମାନଙ୍କୁ ଜେଲ ଭିତରେ ପିଆଯାଉଥିଲା ମୃତ ମଣିଷର ପୋଡ଼ା…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତା କାହାକୁ ବା ନ ଜଣା। କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ଯେଉଁ କ୍ରୁରତା ବିଷୟରେ କହିବୁ, ଆପଣ ଜାଣିଲେ ଥରି ଉଠିବେ। କେତେବେଳେ ସେ ନିଜ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ତୋପରେ ଉଡ଼ାଇ ଦିଅନ୍ତି ତ କେତେବେଳେ ଛୋଟ ଭୁଲ କରୁଥିବା…

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅଦ୍ଭୁତ ଘୋଷଣା, ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରି ନଥିବା…

ୟୋଙ୍ଗ୍‌ୟାଙ୍ଗ୍‌ : ନିଜର ଖିଆଲ୍‌ ମନୋଭାବ ପାଇଁ ବେଶ୍‌ ଜଣାଶୁଣା ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ । କଠୋର ଦଣ୍ଡ ପାଇଁ ସେ ସାରା ବିଶ୍ୱରେ ଚର୍ଚ୍ଚିତ । ଏଥର ତାଙ୍କର ଏକ ଅଦ୍ଭୁତ ନିଷ୍ପତ୍ତିକୁ ନେଇ  ଦେଶରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ସେ । ଉତ୍ତର କୋରିଆ ଟାଇଫୁନ୍‌…