Below header
Browsing Tag

north korea

ଏବେ ଗୃହପାଳିତ କୁକୁରଙ୍କ ଉପରେ ପଡ଼ିଛି କିମ ଜୋଙ୍ଗ ଉନଙ୍କ ନଜର, ମାରି ଖାଇବାକୁ ଦେଲେ ନିର୍ଦ୍ଦେଶ

ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଏକ ଆଶ୍ଚର୍ଯ୍ୟକର ନିର୍ଦ୍ଦେଶ ଦେଇ ଚର୍ଚ୍ଚାକୁ ଆସିଛନ୍ତି, ସେ ବର୍ତ୍ତମାନ ଗୃହପାଳିତ କୁକୁରମାନଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଉକ୍ତ କୁକୁରମାନଙ୍କର ମାଲିକମାନେ ଭୟ କରୁଛନ୍ତି ଯେ ଏହି ଗୃହପାଳିତ ପଶୁ…

କିମ୍‌ ଜୋଙ୍ଗ୍‌ଙ୍କ ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆରେ ପଶିଲା କରୋନା, କହିଥିଲେ କରୋନା ରୋଗୀଙ୍କୁ ମାରି ଦିଆଯିବ

ଉତ୍ତର କୋରିଆ ଛୁଇଁଲା କରୋନା। ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଏବେ ଯାଏଁ ଉତ୍ତର କୋରିଆରେ ପ୍ରବେଶ କରିପାରିନଥିବା ବେଳେ ଆଜି ଦେଶରେ ପ୍ରଥମ ମାମଲା ସାମ୍ନାକୁ ଆସିଛି। ରବିବାର ଦିନ ଦକ୍ଷିଣ କୋରିଆରୁ ଫେରିଥିବା ଜଣେ…

ଉତ୍ତର କୋରିଆର ଏହି କୃର ଶାସକ କେବଳ ମଦରେ ଉଡ଼ାନ୍ତି କୋଟି କୋଟି ଟଙ୍କା

ଉତ୍ତର କୋରିଆକୁ ବିଶ୍ୱର ସବୁଠୁ ରହସ୍ୟମୟୀ ଦେଶ ଭାବେ ଗଣାଯାଏ । ତାଠାରୁ ଆହୁରି ଅଧିକ ରହସ୍ୟରେ ଭରା ସେଠାକାର ଶାସକ କିମ ଜନ ଉଂଗ । ବିଶ୍ୱର ବିଭିନ୍ନ ଦେଶ ମାନଙ୍କର ପ୍ରମୁଖ ଶାସକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ କିମଙ୍କ ପାଖରେ ୧୦…

ରାଗିଗଲେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ, ଦକ୍ଷିଣ କୋରିଆ ସହ ସମ୍ପର୍କ ଛିନ୍ନ କରିବାକୁ ଦେଲେ ଧମକ

ସ୍ୱାସ୍ଥ୍ୟଗତ କାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ କିମ୍‌ଙ୍କ ଭଉଣୀ ଶାସନ ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ କିମ୍‌ ଭଲ ହୋଇ ଆସିବା ପରେ ସମସ୍ତ କଳ୍ପନାଜଳ୍ପନାର…

ନିଜକୁ ଲୁଚେଇବା ପାଇଁ କିମ ଜଙ୍ଗ ଉନ ବ୍ୟବହାର କରୁଥିଲେ ନକଲ ଚେହେରା, ଟ୍ୱିଟରରେ ଭାଇରାଲ ହେଲା ଫଟୋ

କିଛି ଦିନ ହେବ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିଙ୍ଗ ଜନ ଊନ ବିଶ୍ୱର ମିଡ଼ିଆ ତଥା ସରକାରଙ୍କ ମଧ୍ୟରେ ଏକ ପ୍ରକାର ଚହଳ ସୃଷ୍ଟି କରିଆସୁଛନ୍ତି । ଦୀର୍ଘ ୨୦ ଦିନ କାଳ ଅଣସର ଅବସ୍ଥାରେ ରହି ଉନ ଗତ ସପ୍ତାହରେ ପୁଣି ଥରେ ଏକ କାରଖାନାର ଉଦ୍ଘାଟନ କରୁଥିବା ଅବସ୍ଥାରେ ଦୁନିଆ ସମ୍ନାକୁ ନଜର…

କିମ ଜୋଙ୍ଗଙ୍କୁ ନେଇ ମିଳିଲା ସମସ୍ତ ପ୍ରଶ୍ନର ଉତ୍ତର, ୨୦ ଦିନ ପରେ ଭଉଣୀଙ୍କ ସହିତ ନଜର ଆସିଲେ ଉତ୍ତର କୋରିଆର…

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଲୋକଙ୍କ ମଧ୍ୟରେ ନଜର ଆସିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କିମ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଏକ ସାର କମ୍ପାନୀ ଉଦଘାଟନ କରିଛନ୍ତି । ଏହି ସମୟରେ…

ନର୍ଥ କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନଙ୍କ ‘ବ୍ରେନ ଡେଡ଼’: ଜାପାନୀ ମିଡ଼ିଆ

ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ 'ବ୍ରେନ ଡେଡ଼' ବୋଲି ଦାବି କରାଯାଉଛି । ଅର୍ଥାତ୍ ସେ କୋମାରେ ପ୍ରବେଶ କରିଛନ୍ତି । ସୂଚନା ଅନୁଯାୟୀ ଗତ ସପ୍ତାହରେ ଆମେରିକୀୟ ଗୁପ୍ତଚର ସଂସ୍ଥା ଦାବି କରିଥିଲେ ଯେ କିମ ଜୋଙ୍ଗଙ୍କ ହାର୍ଟ ସର୍ଜରୀ ସଫଳ ହୋଇନାହିଁ ଏବଂ ତାଙ୍କ ଅବସ୍ଥା…

ପୂର୍ବଜଙ୍କୁ ହତ୍ୟା କରି ଶାସନଗାଦିରେ ବସିଥିଲେ କିମ୍ ଜୋଙ୍ଗ ଉନ! ଏହି ଉପାୟରେ ବନିଛନ୍ତି ମୁଖ୍ୟ

ଉତ୍ତର କୋରିଆର ସର୍ବେସର୍ବା କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ଏପ୍ରିଲ ପହିଲାରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା। ରିପୋର୍ଟ ମୁତାବକ ଆମେରିକାର ଗୁଇନ୍ଦା ବିଭାଗ କିମଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି। ତେବେ କିମ୍ ସତରେ ଅସୁସ୍ଥ ଅଛନ୍ତି କି ନାହିଁ…

ସାରା ଦୁନିଆ କରୋନା ସହ ଲଢ଼ୁଥିବା ବେଳେ, ଉତ୍ତର କୋରିଆ ଛାଡ଼ିପାରୁନି ନିଜ ପ୍ରକୃତି; କରୁଛି ମିସାଇଲ ଟେଷ୍ଟ

ସାରା ଦୁନିଆ ଏବେ କରୋନା ଭାଇରସ ସହ ଲଢ଼େଇ କରୁଥିବା ବେଳେ ଉତ୍ତର କୋରିଆ ଏଭଳି ସ୍ଥିତିରେ ମିସାଇଲ ପରୀକ୍ଷଣ କରିବାରେ ଲାଗିଛି। ଆଜି ଉତ୍ତର କୋରିଆ ପୂର୍ବ ସାଗର ଆଡ଼କୁ ଦୁଇଟି କମ ଦୂରଗାମୀ ବାଲାଷ୍ଟିକ ମିସାଇଲ କ୍ଷେପଣ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ ଏହି ସୂଚନା ଦେଇଛନ୍ତି।…

ଏହି ହୋଟେଲର ପଞ୍ଚମ ମହଲାକୁ ଯିବା ମନା, ନିୟମ ନମାନିଲେ ସରକାର ଦିଅନ୍ତି କଠୋର ଦଣ୍ଡ

ଉତ୍ତର କୋରିଆରେ ଅନେକ ରହସ୍ୟ ଲୁଚି ରହିଛି ଯାହା ଆଜି ବି ଦୁନିଆ ସାମ୍ନାକୁ ଆସି ପାରିନାହିଁ ।  ମୋଟାମୋଟି ଭାବେ ଏହି ଦେଶକୁ ବାକି ଦୁନିଆ ଲୋକେ ଏକ ରହସ୍ୟମୟ ଦେଶ ଭାବରେ ହିଁ ଜାଣନ୍ତି । ଏହି ଦେଶରେ ଏମିତି ଏକ ହୋଟେଲ ଅଛି ଯାହାର ପଞ୍ଚମ ମହଲାକୁ କାହାକୁ ବି ଯିବାକୁ ଅନୁମତି ମିଳିନଥାଏ । …

ଏଠି ବିବାହ କରିବା ପାଇଁ ଯୁବତୀମାନଙ୍କୁ ଚାକିରିରୁ ନେବାକୁ ପଡ଼ିଥାଏ ଅବସର

ପ୍ରତ୍ୟେକ ଜାଗାର ନିଜସ୍ୱ ନିୟମ କାନୁନ୍‌ ରହିଛି। ଉତ୍ତର କୋରିଆ ଏମିତି ଏକ ଦେଶ, ଯେଉଁଠି ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ କେବଳ ସୁନ୍ଦରୀ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଯୁବତୀମାନଙ୍କୁ ଚୟନ କରାଯାଇଥାଏ। ଉତ୍ତର କୋରିଆର ସଡ଼କ ଉପରେ ଟ୍ରାଫିକ୍‌ ଲେଡିଜ୍‌ମାନଙ୍କୁ ହିଁ…

ଏହି ଦେଶରେ ଖାଲି ଲୋକ ଦେଖାଣିଆ ହୋଇଥାଏ ନିର୍ବାଚନ, ପୂର୍ବରୁ ନିର୍ଦ୍ଧାରିତ ରହିଥାଏ ବିଜେତା ପ୍ରାର୍ଥୀ

ଭାରତରେ ଏପ୍ରିଲ ମାସରୁ ଆରମ୍ଭ ହୋଇ ମେ ମାସ ପର‌୍ୟ୍ୟନ୍ତ ହେବାକୁ ଯାଉଛି ଲୋକସଭା ନିର୍ବାଚନ। ଏହି ନିର୍ବାଚନ ୭ଟି ଚରଣରେ ହେବାକୁ ଥିବା ବେଳେ ଏହାର ଫଳାଫଳ ୨୩ ମେକୁ ଜଣାପଡିବ। ସାଧାରଣତଃ ସମସ୍ତ ସ୍ଥାନରେ ନିର୍ବାଚନ ପରେ ହିଁ ତାହାର ଫଳାଫଳ ତଥା ବିଜେତା ଜଣାପଡିଥାଏ। କିନ୍ତୁ ଆପଣ ଜାଣିଛନ୍ତି…