ପରମାଣୁ ଧମକ ଦେଲେ ପୁଟିନ୍! ଟେଲିଭିଜନ ବାର୍ତ୍ତାରେ କହିଲେ, ‘ଦେଶ ପ୍ରତି ବିପଦ ଆସିଲେ ସମସ୍ତ ଅସ୍ତ୍ର ପ୍ରୟୋଗ…
ପରମାଣୁ ଧମକ ଦେଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷ୍-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନ୍ ଏକ ବଡ଼ ଘୋଷଣା କରି ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏକ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ସେ ଦେଶବାସୀଙ୍କୁ ଏକ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ…