Below header
Browsing Tag

odisha assembly

ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା, ସବୁ ବିଧାୟକ ଓ କର୍ମଚାରୀଙ୍କ ହେବ ଟେଷ୍ଟ

ଭୁବନେଶ୍ବର (କେନ୍ୟୁଜ): ଏଥର ବି କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେଶନ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି। ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ବିଧାୟିକା ଏବଂ କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ହେବ । ୫ ଘଣ୍ଟା…

୨୫ ତାରିଖରୁ ଆରମ୍ଭ ହେବା ବିଧାନସଭା ଅଧିବେଶନ, ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର (କେନ୍ୟୁଜ୍): ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ।  କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସଂପାଦିତ ହେବ ସେ ସଂପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ…

ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର(କେନ୍ଯୁଜ୍): ମାର୍ଚ୍ଚ ୨୫ରୁ ବିଧାନସଭା ବଜେଟ ଅଧିବେଶନ। ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ମାର୍ଚ୍ଚ ୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୨୦୨୨-୨୩ ପାଇଁ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌। ବଜେଟ ଅଧିବେଶନ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏଥର…

ବିଧାନସଭାରେ କରୋନା! ସଚିବଙ୍କ ସମେତ ୨ଜଣ ପଜିଟିଭ ଚିହ୍ନଟ ହେବା ପରେ ପଶିଛି ଛନକା

ଭୁବନେଶ୍ବର(କେନ୍ଯୁଜ୍): ବିଧାନସଭାରେ କରୋନା। ବିଧାନସଭା ସଚିବଙ୍କ ସମେତ ୨ଜଣ ପଜିଟିଭ ଚିହ୍ନଟ ହେବା ପରେ ଛନକା ପଶିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବାଚସ୍ପତି ଓ ଅନ୍ୟ ୫ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତଙ୍କ କୋଭିଡ ଟେଷ୍ଟ ହୋଇଥିଲା। ତଥାପି…

ହେଲିକପ୍ଟର କ୍ରାସ୍‌ ଘଟଣା: ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର(କେନ୍ଯୁଜ୍): ହେଲିକପ୍ଟର କ୍ରାସ୍‌ ଘଟଣାରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । CDS ବିପିନ୍‌ ରାଓ୍ଵତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଗୃହରେ ୧…

ଆଜି ବି ବିଧାନସଭା ଅଚଳ ,ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ କାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ): ଆଜି ବି ବିଧାନସଭା ହେଲା ଅଚଳ । ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ କାର୍ଯ୍ୟ । ୩ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେଡି ସଦସ୍ୟ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିବାବେଳେ ବିଜେପି ସଦସ୍ୟ ଗୃହରେ ଘଣ୍ଟ…

ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ବର(କେନ୍ଯୁଜ୍): ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ପ୍ରବଳ ହୋହଲ୍ଲା ମଧ୍ୟରେ ମାତ୍ର…

ହୋହାଲ୍ଲା ଭିତରେ ସରିଲା ବିଧାନସଭାର ମୌସୁମୀ ଅଧିବେଶନ,ସଂରକ୍ଷଣ ସୀମା ୫୦ ପ୍ରତିଶତ ବଢ଼ାଇବା ନେଇ ସଂକଳ୍ପ ପାରିତ

କେନ୍ୟୁଜ୍(ବ୍ୟୁରୋ):ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ହୋଇଛି । ଏହି ସ୍ୱଳ୍ପକାଳୀନ ଅଧିବେଶନରେ ମୋଟ୍‌ ୧୩ଟି ବିଲ୍‌ ପାରିତ ହୋଇଛି । ୩ଟି ମୁଲତବୀ ପ୍ରସ୍ତାବ ଆସିଥିଲା । ଆଜି ଶେଷ ଦିନରେ ବିଧାନସଭାରେ ଜାତିଭିତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦…

ଶୂନ୍ୟକାଳରେ ଆବାସ ଦୁର୍ନୀତି ପ୍ରସଙ୍ଗ ସ୍ବର ଉଠାଇ ବିଧାନସଭାରେ ଝଡ଼ ଉଠାଇଲେ ମୋହନ ମାଝୀ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ପ୍ରଧାନମନ୍ତ୍ରୀ ଆବାସ ଝଡ଼। ଶୂନ୍ୟକାଳରେ ଆବାସ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ବାଚସ୍ପତି ଅଧିକ ସମୟ କହିବାକୁ ସୁଯୋଗ ଦେଇ ନଥିବାରୁ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ମାନେ ହୋହଲ୍ଲା କରିଥିଲେ। ମୁଖ୍ୟ ବିରୋଧୀ ଦଳ…

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ: ଆଜି ରଣନୀତି ଚୂଡ଼ାନ୍ତ କରିବେ ତିନି ପ୍ରମୁଖ ଦଳ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏଥର ସରଗରମ ରହିବ ଗୃହ। ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖେରେ ରହିଛି ପୁଳା ପୁଳା ପ୍ରସଙ୍ଗ। ଆଜି ରଣନୀତି ଚୂଡ଼ାନ୍ତ କରିବେ ତିନି ପ୍ରମୁଖ ଦଳ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଉଠାଇବେ ତାହା ଉପରେ…

ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ, ବିନା ଆଲୋଚନାରେ ବିଲ ପାସ ହୋଇଥିବା ଅଭିଯୋଗ

ଭୁବନେଶ୍ବର: ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିଲେ ବିଧାୟକ । ବିଜେପି ବିଧାୟକ ଫିଙ୍ଗିଲେ ଚପଲ । ବିନା ଆଲୋଚନାରେ ବିଲ ପାସ ହୋଇଥିବା ଅଭିଯୋଗ କରି ଚପଲ ଫିଙ୍ଗିଥିବା ଜଣାପଡିଛି । ବିଧାନସଭାରେ ପାରିତ ହୋଇଛି ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ ୨୦୨୧ । ଓଡ଼ିଶା ଲୋକୟୁକ୍ତରେ ନିଯୁକ୍ତି…