ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୦୧ ନୂଆ ଆକ୍ରାନ୍ତ, ୧୮ ବର୍ଷରୁ କମ୍ ବୟସ ବର୍ଗରେ ଅଛନ୍ତି ୪୪ ଜଣ
ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪୦୦ ପାର୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୦୧ ନୂଆ ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୪ ପଜିଟିଭ୍ ରହିଛନ୍ତି। କଟକରୁ ୬୪ ନୂଆ କେସ୍ ରହିଛି। ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି ୪୪ ଜଣ। ସକ୍ରିୟ…