Below header
Browsing Tag

odisha corona updates

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୧ ହଜାର ୮୦୫ ପଜିଟିଭ୍‌ ଚିହ୍ନଟ, ଗଲା ଆଉ ୨୧ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ  ୨୪ ଘଣ୍ଟାରେ ଆଉ ୧୧ ହଜାର ୮୦୫ ପଜିଟିଭ୍‌ ଚିହ୍ନଟ । ୬ ଲକ୍ଷ ପାର କଲା ସଂକ୍ରମିତଙ୍କ ସଂଖ୍ଯା । ମିଳିଥିବା ସୂଚନା ମୁତାବକ, ୫୬ ହଜାରରୁ ଅଧିକ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୪ ଶହ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୨ ଶହ ୦୯ ନୂଆ କେସ୍‌…

ରାଜ୍ୟରେ ୧ଲକ୍ଷ ଟପିଲା ଆକ୍ଟିଭ୍‌ କେସ୍‌: ଆଜି ପୁଣି ୧୦ ହଜାର ୬୪୯ ପଜିଟିଭ୍‌ ଚିହ୍ନଟ, ୧୯ ମୃତ

ଭୁବନେଶ୍ବର: ରାଜ୍ୟରେ ୧ଲକ୍ଷ ଟପିଲା ଆକ୍‌ଟିଭ୍‌ କେସ୍‌। ଓଡ଼ିଶାରେ ଆଜି ପୁଣି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ । କିନ୍ତୁ ଗତକାଲି ଅପେକ୍ଷା ସାମାନ୍ୟ କମିଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା୧୦ ହଜାର ୯୮୨ । ୨୬ଟି ଜିଲ୍ଲା…

ରାଜ୍ୟରେ ପାଞ୍ଚ ଦିନ ପରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୧୮ମୃତ

ଭୁବନେଶ୍ବର: ରାଜ୍ୟରେ ପାଞ୍ଚ ଦିନ ପରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ ହଜାର ୭୯୩ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୫ ଶହ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୦୧୮, କଟକରୁ ୬୪୧, ଅନୁଗୋଳରୁ ୫୨୬ ଓ…

ରାଜ୍ୟରେ ସାମାନ୍ୟ କମୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ୧୦ ହଜାର ୩୧ ନୂଆ ପଜିଟିଭ୍‌ ଚିହ୍ନଟ, ୧୭ମୃତ

ଭୁବନେଶ୍ବର: ରାଜ୍ୟରେ ସାମାନ୍ୟ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦ ହଜାର ୩୧ ନୂଆ ପଜିଟିଭ୍‌ ଚିହ୍ନଟ । ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୩ଶହ ୨୯ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮ ନୂଆ କେସ୍‌ ରହିଛି । ଅନୁଗୁଳରୁ…

ଆଜି ଲକ୍‌ଡାଉନର ତୃତୀୟ ଦିନରେ ଚାଲିଛି କଡ଼ାକଡ଼ି ଚେକିଂ, ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ବର: କରୋନା ଚେନରେ ବ୍ରେକ ଲଗାଇବାକୁ ଲକ୍‌ଡାଉନର ତୃତୀୟ ଦିନରେ ଚେକିଂ କଡ଼ାକଡ଼ି । ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା,…

ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଶିଳ୍ପୀ ରଘୁନାଥ ମାହାପାତ୍ର କରୋନା ସଂକ୍ରମିତ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଶିଳ୍ପୀ ରଘୁନାଥ ମାହାପାତ୍ର ମଧ୍ୟ କରୋନା ସଂକ୍ରମିତ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସର ବିଶେଷଜ୍ଞ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଏବେ ତାଙ୍କ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୮ହଜାର ୨୧୬ କରୋନା ପଜିଟିଭ୍‌ ଚିହ୍ନଟ, ୧୫ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ୮ ହଜାର ତଳକୁ ଖସୁନି ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୮ହଜାର ୨୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୧୫ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ରୁ ୬୩୬, କଟକରୁ…

ଆଜି ରାଜ୍ୟରେ ଆଉ ୬୫୯୯ କରୋନା ପଜିଟିଭ୍‌ ଚିହ୍ନଟ, ୯ମୃତ

ଭୁବନେଶ୍ବର: ରାଜ୍ୟରେ ୬ ହଜାର ତଳକୁ ଖସୁନି କରୋନା ସଂକ୍ରମଣ। ଆଉ ୬୫୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୯ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। କ୍ୱାରେଣ୍ଟାଇନ୍‌ରୁ ୩ ହଜାର ୮୨୭, ଲୋକାଲ କଣ୍ଟାକ୍ଟ କେସ୍‌ ୨ ହଜାର ୭୭୨ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮…

ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୬ ହଜାର ୬୪୭ ପଜିଟିଭ୍‌ ଚିହ୍ନଟ, ୮ମୃତ

ଭୁବନେଶ୍ବର: ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ଲଗାତର ତୃତୀୟ ଦିନ ଦୈନିକ ସଂକ୍ରମଣ ୬ ହଜାରରୁ ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୬୪୭ ପଜିଟିଭ୍‌ । ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ୧୧ ରେଡ୍‌ ଜୋନ୍‌ ଜିଲ୍ଲା ଉପରେ ସଂକ୍ରମଣ ଉପରେ ରୋକ୍‌ ଲାଗୁନି।…

ରାଜ୍ଯରେ ୨୪ ଘଣ୍ଟାରେ ଆଉ ୬୧୬୪ ପଜିଟିଭ୍‌ ଚିହ୍ନଟ, ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ଯରେ ଦୈନିକ ସଂକ୍ରମଣ ୬ ହଜାର୍ ପାର୍ କରିଛି । ୨୪ ଘଣ୍ଟାରେ ଆଉ ୬୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୩୫୭୫, ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୨୫୮୯ ।  ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୨ ଆକ୍ରାନ୍ତ ହୋଇଛନ୍ତି । ଏହାସହିତ ଆଜି ରାଜ୍ୟରେ ୭…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୮୫୧ ପଜିଟିଭ୍‌ ଚିହ୍ନଟ, ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ୫ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୮୫୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୨୮୧୪, ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୨୦୩୭ । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ାରୁ ୨ ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।…

ରାଜ୍ୟରେ ଆଜି ୪୪୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୪ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୪୪୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୨୫୭୪ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୮୭୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 18th April New Positive Cases: 4445 In…