Browsing Tag

odisha corona updates

ରାଜ୍ୟରେ ଉପର ମୁହାଁ କରୋନା: ଆଜି ଆଉ ୨୯୮୯ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୯୮୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୭୩୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୨୫୬। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 14th April New Positive Cases: 2989 In…

ଆଜି ରାଜ୍ଯରେ ୧୭୮୪ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୮୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ମୃତକ ଦୁଇ ଜଣ ଭଦ୍ରକ ଓ ବଲାଙ୍ଗିର ଜିଲ୍ଲାର। କ୍ୱାରେଣ୍ଟାଇନ୍‌ରୁ ୧୦୩୫ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୭୪୯। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୦୩ ନୂଆ…

ରାଜ୍ୟରେ ଆଜି ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୨ହଜାର ମୁହାଁ କରୋନା ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୨୦୪ ନୂଆ କେସ୍‌ ରହିଛି। ବାଲେଶ୍ୱରରେ ଦୈନିକ ସଂକ୍ରମଣରେ ସବୁଠୁ ବଡ ଲମ୍ଫ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୫୨ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୭୭ ଜଣ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା କାୟା । ପୁଣି ୪୦୦ ପାର୍‌ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୬୭ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୮୫ । ଖୋର୍ଦ୍ଧାରୁ ସର୍ବାଧିକ ୭୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୭୫ ଓ ନୂଆପଡ଼ାରୁ ୭୧…

ରାଜ୍ୟରେ ଗତ ୨୪ଘଣ୍ଚାରେ ଆଉ ୪୬୧ କରୋନା ପଜିଟିଭ୍‌ ଚିହ୍ନଟ, ନୂଆପଡାରୁ ସର୍ବାଧିକ ୮୬ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା। ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ପାର। ଗତ ୨୪ଘଣ୍ଚାରେ ରାଜ୍ୟରେ ଆଉ ୪୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୨୭୨ ଏବଂ ଲୋକାଲ୍ କେସରୁ ୧୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ଆଉ ୨୯୭ କରୋନା ପଜିଟିଭ୍‌ ଚିହ୍ନଟ, କଳାହାଣ୍ଡିରୁ ସର୍ବାଧିକ ୫୭ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଆଉ ୨୯୭ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୭୪ ଓ ଲୋକାଲ କେସ୍‌ ରହିଛି ୧୨୩ । କଳାହାଣ୍ଡିରୁ ସର୍ବାଧିକ ୫୭ଜଣ ଆକ୍ରାନ୍ତ ରହିଛନ୍ତି। Covid-19 Report For 30th March New Positive Cases: 297 In quarantine: 174 Local contacts:…

ପୁଣି ଘାରିଲା କରୋନା ଭୟ: ରାଜ୍ୟରୁ ପୁଣି ଆଜି ୧୭୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା କରୋନା ଭୟ। ପୁଣି ଆଜି ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୯୯, ଲୋକାଲ କେସ୍‌ ରହିଛି ୭୧ । ନୂଆପଡା ଜିଲ୍ଲାରୁ ସର୍ବାଧିକ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 23rd March New Positive Cases:…

ରାଜ୍ଯରେ କଡ଼ ଲେଉଟାଇଲାଣି କରୋନା, ୨୪ ଘଣ୍ଟାରେ ୧୧୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଠିକ୍‌ ବର୍ଷେ ପରେ । ପୁଣି ଫେରିଛି ମହାମାରୀ । ଫେରିଛି କରୋନା । ପୁଣି ଚହଳ ପକାଇଛି କୋଭିଡ୍‌-୧୯ । ମହାରାଷ୍ଟ୍ରରୁ ଆରମ୍ଭ କରି ଦେଶର ପ୍ରାୟ ୧୨ଟି ରାଜ୍ୟରେ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ କଟକଣା ଜାରି ହୋଇଛି । ସେହିଭଳି ଓଡ଼ିଶାରେ ମଧ୍ୟ ଡରାଇଲାଣି କୋଭିଡ୍‌-୧୯…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ହଜାର ୮୬୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ପୁଣି ଫେରୁଛି ମହାମାରୀ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି, ଜାଣନ୍ତୁ…

ମୟୂରଭଞ୍ଜ: ପୁଣି ଫେରୁଛି କରୋନା ମହାମାରୀ । ଯାହାକୁ ନେଇ ରାଜ୍ୟ ସରକାର କୋଭିଡ୍‌ ନିୟମକୁ କଡାକଡି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି କରିବା ସହ କଟକଣା କଡାକଡି କରିଛନ୍ତି । ଜିଲ୍ଲାରେ ମାସ୍କ ପିନ୍ଧିବା…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୩ ଜଣ କରୋନା ଆକ୍ରାନ୍ତ, ଗଲା ଜଣଙ୍କର ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୩ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୫୧୩କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୯ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୧୦୧କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…