Browsing Tag

odisha govt

ଚାରୋଟି ବର୍ଗରେ ବଢ଼ିଲା ସର୍ବନିମ୍ନ ମଜୁରୀ, ୩୫୨ରୁ ୪୫୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ ।…

ମେ ମାସରୁ ରାଜ୍ୟ ସରକାର ଗଣିବେ କଲରାପତରିଆ ବାଘ

ଭୁବନେଶ୍ୱର (କେନ୍ୟୁଜ): ମେ ମାସରୁ ରାଜ୍ୟ ସରକାର ନିଜେ ଗଣିବେ କଲରାପତରିଆ । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । କ୍ୟାମେରା ଟ୍ରାପ ଦ୍ବାରା ଗଣନା କାର୍ଯ୍ୟ କରାଯିବ। ବନ୍ୟପ୍ରାଣୀ ପିସିସିଏଫ୍…

ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାର ମାଗିଲେ ହେଲିକପ୍ଟର

ନକ୍ସଲଙ୍କ ସହ ସଂଘର୍ଷ ଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷାବାହିନୀ ପାଇଁ ନିରବଚ୍ଛନ୍ନ ହେଲିକପ୍ଟର ସେବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଏକ ହେଲିକପ୍ଟର ପାଇଁ ଦାବି ରଖିଛନ୍ତି। ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ୨୧ଟି ଜିଲ୍ଲାରୁ ହ୍ରାସ ପାଇ ୧୦ଟି…

ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟି ଦ୍ୱାରା ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ରାଜ୍ୟସ୍ତରୀୟ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟି ଦ୍ୱାରା ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ। ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍‌ସ ଅଥରିଟିର ୧୨୦ତମ ବୈଠକରେ ୮ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୧୨୫୦ କୋଟି ଟଙ୍କା ବିନିଯୋଗରେ ପ୍ରକଳ୍ପ ଦ୍ୱାରା ୩୬୪୦…

ମଧୁବାବୁ ପେନସନ୍‌ ଯୋଜନାରେ ନୂଆ ବ୍ୟବସ୍ଥା ! ଏଣିକି ଆଉ ଦୌଡିବାକୁ ପଡିବନି, ଘରେ ମିଳିବ ନଗଦ ଭତ୍ତା ଟଙ୍କା

ଭୁବନେଶ୍ୱର (କେନ୍ୟୁଜ) : ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଖୁସି ଖବର । ଏଣିକି ନଗଦ ମିଳିବ ଭତ୍ତା ଟଙ୍କା । ମଧୁବାବୁ ପେନସନ୍ ଯୋଜନାରେ ନୂଆ ବ୍ୟବସ୍ଥା । ଆସନ୍ତା ମାସରୁ ନଗଦ ଆକାରରେ ମିଳିବ ପେନସନ୍‌ ଟଙ୍କା । ମଧୁବାବଚ ପେନସନ୍‌ ଯୋଜନା ମାଧ୍ୟମରେ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ…

ବଢ଼ୁଛି ବାତ୍ୟା ଆଶଙ୍କା: ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି…

ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ, ବିଭାଗ ୱାରୀ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ମେ ୨୯ରେ ପୂରଣ ହେବ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭାଗ ୱାରୀ…

ବୃଦ୍ଧି ହେଲା ହରିଶ୍ଚନ୍ଦ୍ର ସହାୟତା ରାଶି

 ଭୁବନେଶ୍ୱର(କେନ୍ୟୁଜ୍‌) :  ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ଦୁଇ ହଜାରରୁ ତିନି ହଜାର ଟଙ୍କା ଓ ସହରାଞ୍ଚଳ ଏବଂ ପୁରୀ ସ୍ୱର୍ଗଦ୍ଵାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି…

ଏଣିକି ଖ-ବର୍ଗ ଓ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ୧୯ ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେବେ…

କେନ୍ୟୁଜ୍(ବ୍ୟୁରୋ): ୧୯ ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ରାଜ୍ୟ ସରକାରଙ୍କ ଅଧିନ ଖ-ବର୍ଗ ଓ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ପାଇଁ ସମନ୍ଵିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ ପ୍ରଣୟନ ହେବ । ନିଯୁକ୍ତି ପ୍ରକ୍ରିୟାକୁ…

ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା, ସରକାରଙ୍କ ଅନୁଦାନରେ ମିଶନ ଶକ୍ତିର ପ୍ରୟାସ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଆଉ କିଣିବାକୁ ପଡ଼ିବ ନାହିଁ ତି୍ରରଙ୍ଗା ପତାକା ।  ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା। ମାଗଣାରେ ଜାତୀୟ ପତାକା ଯୋଗାଇଦେବ ମିଶନ ଶକ୍ତି ଗୋଷ୍ଠୀ। ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅନୁଦାନ । ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେବାକୁ…

ଓଡିଶାରେ ୧୦ଟି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ହେବ, ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପାଇଁ HLCAର ଅନୁମତି

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୭୪ ହଜାର ୬୨୦ କୋଟି ଟଙ୍କାର ନିବେଶ ପାଇଁ HLCAର ଅନୁମତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷାରେ ବସିଥିବା ହାଇଲେଭଲ କ୍ଲିଅରାନ୍‌ସ ଅଥରିଟି ବୈଠକରେ ଏହି ମଂଜୁରୀ ପ୍ରଦାନ କରାଯାଇଛି। ୧୦ଟି ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ହେବ ୭୪ ହଜାର ୬୨୦…

ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରିବା ପଡିଲା ମହଙ୍ଗା, ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରି ଠକେଇ ଅଭିଯୋଗରେ ଜଣେ ଗିରଫ । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ଟ୍ରଷ୍ଟ ନାଁରେ ଓଡ଼ିଶା ସରକାରଙ୍କ ଲୋଗୋ ଲଗାଇ ଜାଲ ନିଯୁକ୍ତି ବିଜ୍ଞାପନ ନେଇ ଅଭିଯୋଗ ହୋଇଥିଲା । ଓମେନ ଏମ୍ପପାୱାରମେଣ୍ଟ ଓ ଡେଭଲପମେଣ୍ଟ ବିଭାଗ ତରଫରୁ…