ଚାଷୀଙ୍କୁ ନିଜ ଜମିକୁ ଛାଡ଼ିଦେଉନି: ଓଡ଼ିଶା ଇନଫ୍ରାଟେକ୍ ନାଁରେ ଜମି ହଡ଼ପ ଅଭିଯୋଗ ପରେ ରକ୍ତମୁଖା କଂପାନୀ
ଖୋର୍ଦ୍ଧା : ସାରୁଅ ଗାଁର ଚାଷୀଙ୍କ ଉପରେ ଓଡ଼ିିଶା ଇନ୍ଫ୍ରାଟେକ୍ କଂପାନୀର ଦାଦାଗିରି । ଚାଷୀଙ୍କୁ ନିଜ ଜମିକୁ ଛାଡ଼ିଦେଉନି । ଜମିକୁ ଯିଏ ଯାଉଛି, ତାକୁ ଗୁଣ୍ଡା ଲଗାଇ ଓଡ଼ିିଶା ଇନ୍ଫ୍ରାଟେକ୍ କଂପାନୀ ପିଟୁଛି । ଦୁଇଦିନ ତଳେ ସାରୁଅ ଗାଁର କିଛିଚାଷୀ ଧାନ ତଳି ପକାଇବାକୁ ନିଜ ଜମିକୁ…