Browsing Tag

odisha positive cases

ରାଜ୍ୟରେ ପୁଣି ୮ ହଜାର ପାର କଲା କରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ପଜିଟିଭ୍‌

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପୁଣି ୮ ହଜାର ଉପରେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୮୯୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୭ ଜିଲ୍ଲାରେ ୪ଶହ ଉପରେ ରହିଛି ନୂଆ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ପଜିଟିଭ୍‌ ରହିଛନ୍ତି। ସୁନ୍ଦରଗଡରୁ ୫୯୨,କଟକରୁ ୫୮୭, ପୁରୀରୁ…

ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୬୦୭୩ କରୋନା ପଜିଟିଭ୍‌ ଚିହ୍ନଟ, ୧୦ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ ୨ହଜାର ଟପିଲା କରୋନା ଜନିତ ମୃତ୍ୟୁ। ୨୦୦୭କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା। ଆଜି ୧୦ ଆକ୍ରାନ୍ତଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ରୁ ୩, ରାୟଗଡ଼ାରୁ ୨ ଓ ବୌଦ୍ଧରୁ ଜଣଙ୍କ ଜୀବନ ନେଇଛି ଭାଇରସ୍‌।…

ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୬ ହଜାର ୬୪୭ ପଜିଟିଭ୍‌ ଚିହ୍ନଟ, ୮ମୃତ

ଭୁବନେଶ୍ବର: ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ଲଗାତର ତୃତୀୟ ଦିନ ଦୈନିକ ସଂକ୍ରମଣ ୬ ହଜାରରୁ ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୬୪୭ ପଜିଟିଭ୍‌ । ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ୧୧ ରେଡ୍‌ ଜୋନ୍‌ ଜିଲ୍ଲା ଉପରେ ସଂକ୍ରମଣ ଉପରେ ରୋକ୍‌ ଲାଗୁନି।…

ଆଜି ରାଜ୍ୟରୁ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୩୧୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ। କ୍ୱାରେଣ୍ଟାଇନ୍‌ରୁ ୧୮୨୩ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୩୨୧। ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 16th April New Positive Cases: 3144 In…

ରାଜ୍ୟରେ ପୁଣି ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା, ଆଜି ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ‌

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା କରୋନା ଭୟ। ପୁଣି ୧୦୦ ଉପରେ ସଂକ୍ରମଣ। ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୮୭, ଲୋକାଲ କେସ୍‌ ରହିଛି ୫୯ । Covid-19 Report For 21st March New Positives Cases: 146 In quarantine: 87 Local…

ପୁଣି ଚିନ୍ତା ବଢାଇଲାଣି କରୋନା: କଟକର ଘରୋଇ ସାଇନ୍‌ସ କଲେଜରୁ ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ

କଟକ: କଟକରେ ପୁଣି ଚିନ୍ତା ବଢାଇଲାଣି କରୋନା । କଟକର ଏକ ଘରୋଇ ସାଇନ୍‌ସ କଲେଜରୁ ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ । ବୁଧବାର ଦିନ ୧୨ ଜଣ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ଜଣେ ଛାତ୍ର ପଜିଟିଭ୍‌ ହୋଇଥିଲେ । ଏହା ପରେ ଗତକାଲି ୭୧ ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ସେମାନଙ୍କ…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୦ ଜଣ କରୋନା ଆକ୍ରାନ୍ତ, ସମୁଦାୟ ହଜାରେ ୨୨୪ଟି ଆକ୍ଟିଭ କେସ୍‌

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୦ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୪୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ହଜାର ୮୫୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ରାଜ୍ଯରେ ଆଜି ୪୦୭ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୮୨୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୪୦୭ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୩୬, ଏବଂ ଲୋକାଲ୍ କେସରୁ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ହଜାର ୭୯୬ କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ରାଜ୍ୟରେ ଆଜି ଆଉ ୧୩୭୨ ପଜିଟିଭ୍‌ ଚିହ୍ନଟ, ୧୪ଶହ ପାର କଲା ସମୁଦାୟ ମୃତ୍ୟୁସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ୩ ଲକ୍ଷ ଟପିଲା ସଂକ୍ରମଣ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭୯୬ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୭୬ । ଆଜି ବି…

ଆଜି ରାଜ୍ଯରେ ୧୯୮୨ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୮୨ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୧୫୬ ଥିବାବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୨୬ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୪୫, ଅନୁଗୁଳରୁ ୧୧୯ ଓ ମୟୂରଭଞ୍ଜରୁ ୧୦୭ ନୂଆ କେସ୍‌ ସାମ୍ନାକୁ…

ରାଜ୍ଯରେ ଆଜି ୧୫୦୩ ପଜିଟିଭ୍ ଚିହ୍ନଟ : କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୦୨ ଓ ଲୋକାଲ କେସ୍ ରୁ ୫୦୧ ଜଣ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୫୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୦୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୫୦୧ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ…

ରାଜ୍ଯରେ ପୁଣି ୭୧୮ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୨୩୧, ଖୋର୍ଦ୍ଧାରୁ ୧୫୦ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ଯରେ ପୁଣି ୭୧୮ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରୁ ୪୭୯ ଏବଂ ଲୋକାଲ୍ କେସରୁ ୨୩୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ଟି ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ନେଇ ରାଜ୍ଯ ସୂଚନ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…