Browsing Tag

odisha positive cases

ରେକର୍ଡ ଭାଙ୍ଗୁଛି କରୋନା : ଆଜି ପୁଣି ରାଜ୍ଯରେ ସର୍ବାଧିକ ୫୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ଯରେ ସର୍ବାଧିକ ୫୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୪୦୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୮ ଟି ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ…

ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୯୫ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୭୫୪୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ ଜଣ କ୍ଵାରେଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି । ଏନେଇ ସୂଚନା ଓ ଲୋକ…

ରାଜ୍ୟରେ ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ୪୧୬୩ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୪୧୬୩ ଛୁଇଁଛି ମୋଟ ସଂକ୍ରମିତ ସଂଖ୍ୟା। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୯୫ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୧୩…

ରାଜ୍ଯରେ ଆଉ ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୩୩୮୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଉ ୧୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ଯା ୩୩୮୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୩୪ ଜଣ କ୍ବାରେଣ୍ଟାଇନରେ ଥିବାବେଳେ ୨ଜଣ ସ୍ଥାନୀୟ ବାସିନ୍ଦା । ଏନେଇ ରାଜ୍ଯ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର: କରୋନା ଭାଇରସ୍ ପ୍ରଭାବିତ ଜିଲ୍ଲା ତାଲିକାରେ ନବରଙ୍ଗପୁର। ରାଜ୍ୟର ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଜିଲ୍ଲାର ଜଣେ ୨୦ ବର୍ଷ ବୟସ୍କା ପୁରୁଷଙ୍କ ରିପୋର୍ଟ  ପଜିଟିଭ୍ ଆସିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା…

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୫୬୮

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୬୫ ମଧ୍ୟରୁ ୬୨ ଜଣ…

ରାଜ୍ୟରେ ପୁଣି ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ, ପୁରୀରୁ ବାହାରିଥିବା ୧୦ ନୂଆ ସଂକ୍ରମିତ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ। ୨୪ ଘଣ୍ଟାରେ ସମୁଦାୟ ୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡାରେ ସର୍ବାଧିକ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ବାଲେଶ୍ୱରରେ ୧୨, ଗଞ୍ଜାମରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡ଼ରୁ ୩,…

ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୧୭ ଆକ୍ରାନ୍ତଙ୍କ ମଧ୍ୟ ୧୬ ଜଣ ସୁରତ ଫେରନ୍ତା । ଗଞ୍ଜାମର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ସେହିପରି ମୟୂରଭଞ୍ଜର ଦୁଇ ଜଣ ଓ ଭଦ୍ରକର ଜଣେ ଆକ୍ରାନ୍ତ ମଧ୍ୟ ସୁରତରୁ ଫେରିଛନ୍ତି । ରାଉରକେଲାର ଆକ୍ରାନ୍ତ କଣ୍ଟେନ୍‌ମେଣ୍ଟ ଅଞ୍ଚଳର । ସମସ୍ତ ୧୭ ଆକ୍ରାନ୍ତ…

ଅଚାନକ ବଦଳି ଯାଇଛି ଓଡିଶାର ରଙ୍ଗ: ୭ ଦିନରେ ୮୩ ନୂଆ ଆକ୍ରାନ୍ତ, କେବଳ ୫ ଜିଲ୍ଲାରେ ୨୪୦ ପଜିଟିଭ୍ ଚିହ୍ନଟ

ଗଞ୍ଜାମ: ଚିନ୍ତା ବଢାଉଛି ଗଞ୍ଜାମ । ଗତ ସାତ ଦିନ ମଧ୍ୟରେ ୮୩ ଟି ମାମଲା ଆସିଛି । ମୋଟ ସଂକ୍ରମିତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ । ଏପଟେ ଅଚାନକ ବଦଳି ଯାଇଛି ଚିତ୍ର ଓ ରଙ୍ଗ । ଗତ ୧୦ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖରେ ୯ଟି ଜିଲ୍ଳା ଅର୍ଥାତ୍ ଗଞ୍ଜାମ,…

ଆସିଲା ନୂଆ ୨୦ କରୋନା ସଂକ୍ରମିତଙ୍କ ତଥ୍ୟ, ଥରେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୨୦ ପଜିଟିଭ୍ ଚିହ୍ନଟ ହୋଇଥିବା‌ ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ‌ସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ପେରନ୍ତା: ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ସଂକ୍ରମିତ‌ଙ୍କ ସଂଖ୍ୟା…

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ପେରନ୍ତା। ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେ‌ସାଇଟ୍‌ରୁ ସୂଚନା ମିଳିଛି। ବର୍ତ୍ତମାନ…

ରାଜ୍ୟରେ ୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର

ଭୁବନେଶ୍ବର: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ପରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ସୂତ୍ରରୁ ଜଣାପଡିଛି କି ୭ କରୋନା ପଜିଟିଭଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର । 7…