Browsing Tag

Odisha temperature

ଆକାଶରୁ ବର୍ଷୁଛି ନିଆଁ; ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି  । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସ୍ଥିତି ଯାହା ଥିଲା ଆହୁରି…

ସକାଳୁ ନାକେଦମ କଲାଣି ତାତି: ସାଢେ ୮ରେ ବାଲେଶ୍ୱର ଓ ଅନୁଗୁଳରେ ୩୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ। ତାତି ଆହୁରି ବଢ଼ିବ, ଲୋକେ କଲବଲ ହେବେ। ବିଶେଷ କରି ୨୭ ଓ ୨୮ରେ ସ୍ଥିତି ଅସମ୍ଭାଳ ହେବ। କାଁ ଭାଁ ଅଞ୍ଚଳକୁ ଛାଡ଼ି ଦେଲେ ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ (ହିଟ୍‌ ୱେଭ୍‌-ସିଭିୟର ହିଟ୍‌ ୱେଭ୍‌)…

ଆଜିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ, ଅଧା ଓଡ଼ିଶାକୁ ହିଟୱେଭ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ତାତିରେ ଜଳୁଛି ଉପକୂଳରୁ ଉପାନ୍ତ ।  ଗତକାଲି ୪୩.୬ ଡିଗ୍ରୀ ପାରଦ ସହ ବାରିପଦା ସବୁଠାରୁ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲାି । ୪୧ ଡିଗ୍ରୀ ଉପରେ ୧୮ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜିଠୁ ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ ।…

ଆଜିଠୁ ପ୍ରଚଣ୍ଡ ତାତି: ଆଗାମୀ ୫ଦିନ ଯାଏ ନିସ୍ତାର ନାହିଁ, ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର (କେନ୍ୟୁଜ): ଅସହ୍ୟ ଖରା । କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଗତକାଲି ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି ୭ ସହରର ତାପମାତ୍ରା । ଆଜିଠୁ ଆହୁରି ବଢ଼ିବ ତାତି । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ…

ସକାଳୁ ଜଳୁଛି ଓଡ଼ିଶା, ୮ ଦିନ ରହିବ ହିଟ୍ ୱେଭ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଅଗ୍ନିବର୍ଷା । ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ଏକାଧିକ ସ୍ଥାନରେ ୪୦ ଟପିଛି ତାପମାତ୍ରା । ସକାଳ ୮ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ଏଠାରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୦.୮ ଡିଗ୍ରୀ, ଚାନ୍ଦବାଲିରେ…

ଆକାଶରୁ ଖସୁଛି ଅଗ୍ନିବର୍ଷା, ଚୈତ୍ରରେ ତାପମାତ୍ରା ୪୦ ଡିଗ୍ରୀ ପାର

ଭୁବନେଶ୍ୱର (କେନ୍ୟୁଜ): ଚୈତ୍ରରେ ତାପମାତ୍ରା ୪୦ ଡିଗ୍ରୀ ପାର । ଆକାଶରୁ ଅଗ୍ନିବର୍ଷା ହେଉଛି । ସକାଳ ୯ଟାରୁ ଟାଇଁ ଟାଇଁ ଖରା । ଦିନ ୧୧ଟା ବେଳକୁ ଅସହ୍ୟ ହେଉଛି ଖରା ତାତି । ଆଗାମୀ ୫ ଦିନ ଭିତରେ ଆହୁରି ଜଳିବ ଓଡ଼ିଶା । ରାଜ୍ୟରେ ପାରଦ ୪୨ ଡିଗ୍ରୀ ଛୁଇଁପାରେ । ଅଧିକାଂଶ ସ୍ଥାନରେ ଦିନ…

ଏଥର ରେକର୍ଡ ଭାଙ୍ଗିବ ରାଜଧାନୀ ତାତି ! ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପାରଦ ଡେଇଁଲାଣି ୩୪ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମାଘରେ ବାଘ ଖରା। ଏଥର ବିଳମ୍ବରେ ଶୀତ ପଡ଼ିଥିଲା । ହେଲେ ଯଲଦି ତାତି ଫେରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପାରଦ ଡେଇଁଲାଣି ୩୪ ଡିଗ୍ରୀ । ଗତକାଲି ରାଜ୍ୟରେ ଟିଟିଲାଗଡ଼ରେ ସବୁଠୁ ଅଧିକ ରହିଥିଲା ଦିନ…

ରାଜ୍ୟରେ ନାହିଁ ଶୀତର ପ୍ରଭାବ, ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତ୍ରି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଡିସେମ୍ବରରେ ଶୀତ ଗାଏବ । ବର୍ତ୍ତମାନ ସୁଦ୍ଧା ଯେଭଳି ଥଣ୍ଡା ହେବା କଥା ସେଭଳି ହେଉନି । ଡିସେମ୍ବର ମଧ୍ୟ ସୁଦ୍ଧା ଥଣ୍ଡା ତୀବ୍ର ହୋଇଥାଏ । ହେଲେ ଜାଡ଼ କମ୍‌, ଏବେ ଗରମ ଅନୁଭୂତ ହେଉଛି । ରାଜ୍ୟରେ ଶୀତର ପ୍ରଭାବ ନାହିଁ । କେନ୍ଦ୍ରୀୟ ଭାରତରେ ଗୁରୁଚାପ ସକ୍ରିୟ ରହିଲେ…

ଆଗାମୀ ୩ଦିନ ରାଜ୍ୟରେ ବୃଦ୍ଧି ପାଇବ ଦିନର ତାପମାତ୍ରା, ଅନୁଭୂତ ହେବ ଗୁଳୁଗୁଳି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ତିନି ଦିନ ତାତି । ଆଗାମୀ ୩ଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।…

ଛଟପଟ କରିବ ଗୁଳୁଗୁଳି, ୩ ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା !

ଭୁବନେଶ୍ୱର(କେନ୍ୟୁଜ୍‌): ଛଟପଟ କରିବ ଗୁଳୁଗୁଳି। ବଢିବ ଦିନ ତାପମାତ୍ରା। ୩ ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା । ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାତି ବଢ଼ିବା ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଥିବା…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି : ସୋନପୁରରେ ସର୍ବାଧିକ ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଜଳୁଛି ଓଡ଼ିଶା । ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଆଜି ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲିସିୟସ ଉପରେ ରହିଛି । ସୋନପୁରରେ ସର୍ବାଧିକ ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି…

୧୮ରୁ ରାଜ୍ଯରେ ଆହୁରି ବଢିବ ଶୀତ ! ଆସନ୍ତାକାଲି କିଛି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ଏବେ କମିଛି ଶୀତ। ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ…