Browsing Tag

odisha vs jharkhand ranji match

ରଣଜୀ ଟ୍ରଫି : ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ଆଗୁଆ ରହିବା ରାସ୍ତା ସଫା

କଟକ (କେ ନ୍ୟୁଜ୍‌) : ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିନରେ ଝାଡ଼ଖଣ୍ଡ ଦଳ ୯ ଓ୍ଵିକେଟ୍‌ରେ ୩୫୫ ରନ୍‌ ସଂଗ୍ରହ କରିଛି । ଶେଷ ଯୋଡ଼ିଙ୍କ ଅସମାପ୍ତ ଦଶମ ଓ୍ଵିକେଟ୍‌ରେ ୪୯ ରନ୍‌ ଯୋଡ଼ିଛନ୍ତି । ତଥାପି ପ୍ରଥମ ପାଳିରେ ଓଡ଼ିଶା ଇନିଂସ୍‌ ଅଗ୍ରଣୀ ନେବା ନିଶ୍ଚିତ…