Browsing Tag

odisha

ରାଜ୍ୟରେ ତଳମୁହାଁ ପାରଦ, ୧୪ ପରେ ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର (କେନ୍ୟୁଜ): ତଳମୁହାଁ ପାରଦ। ଖସୁଛି ପାରଦ, ବଢ଼ୁଛି ଶୀତ। ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ଏଥିପାଇଁ କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ…

ଆସୁଛି ଲଘୁଚାପ, ୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଲଘୁଚାପ । ୧୫ରୁ ବର୍ଷା ସମ୍ଭାବନା । ୧୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ୧୫ରେ ଲଘୁଚାପର ରୂପ ନେଇପାରେ ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ…

ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ୨୦ରୁ ଦୁଇ ଦିନିଆ ଗସ୍ତରେ ଆସିବା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଗସ୍ତରେ ଆସି ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦ରୁ ଦୁଇ ଦିନିଆ ଗସ୍ତରେ ଆସିବା ସମ୍ଭାବନା ରହିଛି । ନିଜ ଜିଲ୍ଲା ତଥା ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ…

ଆରମ୍ଭ ହେଲା ଇକୋ-ରିଟ୍ରିଟ୍‌‌, ପ୍ରଥମ ପର୍ଯ୍ୟାୟରେ ୪ଟି ସ୍ଥାନରେ ଉପଭୋଗ କରିବେ ପର୍ଯ୍ୟଟକ

ଭୁବନେଶ୍ୱର (କେନ୍ୟୁଜ): ଏ ବର୍ଷର ବହୁପ୍ରତୀକ୍ଷିତ ଇକୋ-ରିଟ୍ରିଟ୍‌ ଗତକାଲି ଠାରୁ ଆରମ୍ଭ ହୋଇଛି। ପ୍ରକୃତି କୋଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ତା ସହ ଜଳ କ୍ରୀଡ଼ାର ନେବେ ମଜା । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍…

ଓଡ଼ିଶାର ୨୬ତମ ରାଜ୍ୟପାଳ ହେବେ ରଘୁବର ଦାସ, ଆଜି କରିବେ ଶପଥଗ୍ରହଣ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ରାଜ୍ୟପାଳଙ୍କ ଶପଥଗ୍ରହଣ । ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ରାଜଭବନ ଅଭିଷେକ ହଲରେ ସକାଳ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ଆଜି ସେ ପ୍ରଭୁ…

ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ଅଷ୍ଟମୀ ପୂଜା, ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ମା’

କାକଟପୁର/ ଯାଜପୁର/ ଜଗତସିଂହପୁର  (କେନ୍ୟୁଜ): ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପଲ୍ଲୀଠୁ ସହର। ଆଜି ଧରାବତରଣ କରିବେ ମାଆ ଦୁର୍ଗା। ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଚାଲିଛି ଅଷ୍ଟମୀ ପୂଜା। ଆଜି କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠରେ ମହାଷ୍ଟମୀ ପୂଜା କରାଯାଉଛି। ଗତକାଲି ସପ୍ତମୀ ତିଥିରେ…

ହଟିଲା ଆନ୍ଦୋଳନ, ରାଜ୍ୟରେ ପୁଣି ଗଡ଼ିଲା ଘରୋଇ ବସ

ଭୁବନେଶ୍ୱର (କେନ୍ୟୁଜ): ହଟିଲା ଆନ୍ଦୋଳନ, ଗଡ଼ିଲା ବସ୍। ରାଜ୍ୟରେ ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ। ଅକ୍ଟୋବର ୩୧ତାରିଖ ଯାଏ ବସ ଧର୍ମଘଟ ସ୍ଥଗିତ ରଖିଛି ସଂଘ। ପାର୍ବଣକୁ ଦୃଷ୍ଟିରେ ରଖି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ବସ ଧର୍ମଘଟ ସ୍ଥଗିତ ରହିଛି। ରାଜ୍ୟ ସରକାର ଓ ଘରୋଇ ମାଲିକ ସଂଘର…

ଲକ୍ଷ୍ମୀ ଯୋଜନାକୁ ବିରୋଧ: ଗଡ଼ୁନି ଘରୋଇ ବସ୍ , ଜିଦ୍‌ରେ ଅଟଳ ସଂଘ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗଡ଼ୁନି ଘରୋଇ ବସ୍। ସକାଳ ୬ଟାରୁ ବସ୍ ଚଳାଚଳ ବନ୍ଦ ରହିଛି। ଜିଦରେ ଅଟଳ ଘରୋଇ ବସ ମାଲିକ ସଂଘ। ପୂର୍ବ ଘୋଷଣା ଅନୁଯାୟୀ ବସ ଧର୍ମଘଟକୁ ଓହ୍ଲାଇଛି ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟକୁ ଓହ୍ଲାଇଛି ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ସରକାରଙ୍କ…

ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା, ମଙ୍ଗଳା ଓ ଶାରଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର/ ଜଗତସିଂହପୁର (କେନ୍ୟୁଜ): ମାଆ ମଙ୍ଗଳାଙ୍କ ପୀଠରେ ପାର୍ବଣ ପୂଜା। କାକଟପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପାଖରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା। ଏହି ଅବସରରେ ଷୋଡଶ ଉପଚାରରେ ମାଆ ମଙ୍ଗଳାଙ୍କୁ ପୂଜା କରାଯାଉଛି। ନବପତ୍ରିକା ଠାରୁ ମାଙ୍କର ଆରମ୍ଭ ହୋଇଛି ବିଭିନ୍ନ…

ପୂରଣ ହେଲାନି ପ୍ରତିଶ୍ରୁତି, ଆସନ୍ତାକାଲିଠୁ ପୁଣି ବସ ଧର୍ମଘଟ ଡକରା ଦେଲା ଘରୋଇ ମାଲିକ ସଂଘ

ଭୁବନେଶ୍ୱର (କେନ୍ୟୁଜ): ଘରୋଇ ବସ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗିଲେ ରାଜ୍ୟ ସରକାର । ଫଳରେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ରାଜ୍ୟବ୍ୟାପି ବସ ଧର୍ମଘଟ କରିବାକୁ ସଂଘ ଘୋଷଣା କରିଛି । ୨୦ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୬ରୁ…

ଫିକା ପଡିପାରେ ପାର୍ବଣର ପସରା: ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ !

ଭୁବନେଶ୍ୱର (କେନ୍ୟୁଜ): ଏପଟେ ଲଘୁଚାପ, ସେପଟେ ଅବପାତ। ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା କ୍ରମଶଃ…

ଆସନ୍ତା ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ, ଦାବି ପୂରଣ ନହେବା ଯାଏଁ ଗଡ଼ିବ ନାହିଁ ବସ୍

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ। ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଅଲ ଓଡିଶା ବସ୍ ମାଲିକ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି।…