Browsing Tag

odisha

ମାଡ଼ି ଚାଲିଛି ସ୍କ୍ରବ ଟାଇଫସ୍, ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼ (କେନ୍ୟୁଜ): ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌ । ଆଜି ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ପୁଣି ୭ ଆକ୍ରନ୍ତ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଁଞ୍ଚିଛି। ଗତକାଲି ୩୭ଟି ନମୁନା ପରୀକ୍ଷା…

ରାଜ୍ୟରେ ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା, ଆଜିଠୁ ତାଲିମ

ଭୁବନେଶ୍ୱର (କେନ୍ୟୁଜ): ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା । ଆଜିଠୁ ଆରମ୍ଭ ହେବ ତାଲିମ। ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଆଜିଠୁ ବାଘ ଗଣନା ପ୍ରକ୍ରିୟା ତାଲିମ ପ୍ରକ୍ରିୟା ଆରମ୍ଭ କରାଯିବ। ବିଭିନ୍ନ ପର୍ଯ୍ୟାୟରେ…

ସାବଧାନ ! ମାତିଛି ସ୍କ୍ରବ ଟାଇଫସ ରୋଗ, ବରଗଡ଼ରେ ସର୍ବାଧିକ ମାମଲା

ବରଗଡ଼ (କେନ୍ୟୁଜ): ଡେଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ ବଢୁଛି ଚିନ୍ତା । ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି । ସେଥିପାଇଁ ଗତକାଲି ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ…

ଆଜିଠୁ ପ୍ରାଥମିକ ଶିକ୍ଷକଙ୍କ ସାମୁହିକ ଛୁଟି : ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ

(କେନ୍ୟୁଜ): ଆଜିଠାରୁ ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ଯିବେ ସାମୁହିକ ଛୁଟିରେ। କାର୍ଯ୍ୟ ବନ୍ଦ କରିବା ସହ ୩୧୪ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜାରି ରଖିବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ କହିଛି । କେନ୍ଦ୍ରୀୟ ହାରରେ ଦରମା, ଜୁନିଅର ଶିକ୍ଷକଙ୍କୁ ନିୟମିତ…

ଆଜି ସୃଷ୍ଟି ହେବ ଲଘୁଚାପ, ଆହୁରି ୩ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ…

ରାଜ୍ୟରେ ଘାତକ ହେଲାଣି ବଜ୍ରପାତ, ଗୋଟିଏ ଦିନରେ ୬ ଜିଲ୍ଲାରେ ୧୦ ମୃତ

(କେନ୍ୟୁଜ): ବଜ୍ରପାତ ନେଉଛି ଜୀବନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୟଙ୍କର ବଜ୍ରପାତରେ ୧୦ ମୃତ । ଗତକାଲି ବଜ୍ରପାତରେ ୬ ଜିଲ୍ଲାରେ ୧୦ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ବଲାଙ୍ଗିରରେ ୨, ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ…

ଏଣିକି କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌, ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଯିବ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ପୋଲିସ ଆଖିରେ ଆଉ ଧୂଳି ଦେଇ ପାରିବେନି ଅପରାଧୀ । କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଜେଲ୍‌ରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ୍‌ ପ୍ରସ୍ତାବ। ଅନେକ ସମୟରେ ଅପରାଧୀମାନେ ଜାମିନରେ ବାହାରକୁ ଯିବା ପରେ ପୁଣି ଥରେ ସମାନ ଧରଣର ଅପରାଧ ଘଟାଇଥାନ୍ତି । ଏହାକୁ ରୋକିବା…

ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ଲାଣ୍ଟ

ଗୋପାଳପୁର (କେନ୍ୟୁଜ): ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଶର ପ୍ରମୁଖ ଅକ୍ଷୟ ଶକ୍ତି କମ୍ପାନୀ ଏସିଏମଇ ଗ୍ରୁପ୍ ଗ୍ରୀନ…

ବଦଳିବ ଶ୍ରେଣୀ ଗୃହର ରୂପରେଖ: ଏଣିକି ଆଉ ତଳେ ବସି ପଢ଼ିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହେବ ଅନୁକୂଳ ବାତାବରଣ । ଆଉ ତଳେବସି ପଢିବେନି ଛାତ୍ରଛାତ୍ରୀ । ପ୍ରଥମରୁ ତୃତୀୟ ଶ୍ରେଣୀପିଲାଙ୍କ ମନରେ ପାଠପଢା ପାଇଁ ଅଣାଯିବ ଆଗ୍ରହ । ଏ ନେଇ ଛାତ୍ରଛାତ୍ରୀଙ୍କ କୋମଳ ମନରେ…

ଆଜିଠୁ କମିବ ବର୍ଷାର ପରିମାଣ: ଝାଡଖଣ୍ଡ ମୁହାଁ ହେବ ଦୁର୍ବଳ ଅବପାତ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ବର୍ଷା ପରିମାଣ କମିବ । ବଙ୍ଗୋପସାରରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ୧୨ ଘଣ୍ଟା ମଧ୍ୟରେ ଏହା ୱେଲମାର୍କ ଲୋ ପ୍ରେସରର ରୂପ ନେବ। ବର୍ତ୍ତମାନ ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଘଣ୍ଟାପ୍ରତି ୧୯ କିଲୋମିଟର…

ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା: ଆଜିବି ଭୀଷଣ ବର୍ଷିବ, ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି । ଆଜି ପଶ୍ଚିମ…

ଓଡ଼ିଶାରେ ରାଷ୍ଟ୍ରପତି: ଆଜି କଟକ ଚଣ୍ଡୀ ମନ୍ଦିରର ପୂଜାର୍ଚ୍ଚନା ସହ ମାଙ୍କ ଆଶୀର୍ବାଦ ନେବେ ମହାମହିମ

କଟକ / ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ରାଜଭବନ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଯିବେ । ସାଢ଼େ ୯ଟାରୁ…