ଆଜିି ପୂର୍ବାହ୍ନ ୧୧ଟା ୩୦ରେ ପ୍ରକାଶ ପାଇବ OJEE-୨୦୨୨ ପରୀକ୍ଷା ରେଜଲ୍ଟ
ଭୁବନେଶ୍ୱର(କେନ୍ୟୁଜ୍): ଆଜିି ପ୍ରକାଶ ପାଇବ OJEE-୨୦୨୨ ପରୀକ୍ଷା ରେଜଲ୍ଟ। ପୂର୍ବାହ୍ନ ୧୧ଟା ୩୦ରେ ଦକ୍ଷତା ବିକାଶ ମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ। ଏହାପରେ…