Browsing Tag

ojee exam

ମେ’ ୬ରୁ ଓଜେଇ ପରୀକ୍ଷା, ମାର୍ଚ୍ଚ ୧୫ ଯାଏ ରେଜିଷ୍ଟ୍ରେସନ

ଭୁବନେଶ୍ୱର (କେନ୍ୟୁଜ):  ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା । ମେ’ ମାସରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା। ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଏହି ପରୀକ୍ଷା ହେବ। ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଏଥିପାଇଁ ଆଜି ଠାରୁ (୨୫ ଜାନୁଆରୀ) ରେଜିଷ୍ଟ୍ରେସନ…

ଆସନ୍ତା ମେ’ରେ ହେବ ଓଜେଇଇ, ଆଜିଠୁ ଆବଦେନ ପ୍ରକିୟା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ବିଜ୍ଞପ୍ତି…

ଆଜିି ପୂର୍ବାହ୍ନ ୧୧ଟା ୩୦ରେ ପ୍ରକାଶ ପାଇବ OJEE-୨୦୨୨ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର(କେନ୍ୟୁଜ୍): ଆଜିି ପ୍ରକାଶ ପାଇବ OJEE-୨୦୨୨ ପରୀକ୍ଷା ରେଜଲ୍ଟ। ପୂର୍ବାହ୍ନ ୧୧ଟା ୩୦ରେ ଦକ୍ଷତା ବିକାଶ ମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍‌ଟ। ଏହାପରେ…

ଆସନ୍ତା ୪ରୁ ଓଜେଇଇ, ୮ ଯାଏ ଚାଲିବ ପରୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୪ରୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ୪ ତାରିଖରୁ ଆରମ୍ଭ ହୋଇ ୮ ଯାଏ ଚାଲିବ । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ ବୋଲି ଓଜେଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରଥମ ସିଟିଂ…

ଜୁନ୍‌ ୧୭ରୁ ହେବ OJEE, ଜୁନ୍‌ ପ୍ରଥମ ସପ୍ତାହରୁ କରାଯିବ ଆଡମିଟ କାର୍ଡ ଡାଉନଲୋଡ

ଭୁବନେଶ୍ବର: ଜୁନ୍‌ ୧୭ରୁ ହେବ OJEE। ଜୁନ୍‌ ୧୭ରୁ ୨୪ ପର୍ଯ୍ୟନ୍ତ ହେବ OJEE । ମେ ୧୫ ପର୍ଯ୍ୟନ୍ତ ଚାଲିବ ଅନ୍‌ଲାଇନ୍‌ ଫର୍ମ ପୂରଣ । ଜୁନ୍‌ ପ୍ରଥମ ସପ୍ତାହରୁ ଆଡମିଟ କାର୍ଡ ଡାଉନଲୋଡ କରାଯିବ। ଓଜେଇଇ ଅଧ୍ୟକ୍ଷ ସୁଜିତ୍‌ କୁମାର ଚାନ୍ଦ ଏନେଇ ସୂଚନା ଦେଇଛନ୍ତି।

ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ, ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ହେବ ପରୀକ୍ଷା

ଭୁବନେଶ୍ବର: ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଜେଇଇ ଢାଞ୍ଚାରେ ହେବ । ଦିନକୁ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବ । ଏହା ସହିତ ରାଜ୍ୟ ବାହାରେ ମଧ୍ୟ କୋଲକାତା, ରାଞ୍ଚି ଓ ପାଟନାରେ…

ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ

କେନ୍ୟୁଜ (ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଜେଇଇ ଢାଞ୍ଚାରେ ହେବ । ଦିନକୁ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବ । ଏହା ସହିତ ରାଜ୍ୟ ବାହାରେ ମଧ୍ୟ କୋଲକାତା,…

ଆସନ୍ତା ୧୨ରୁ୧୯ ତାରିଖ ପର୍ଯ୍ୟନ୍ତ OJEE , ୩ଟି ସିଫ୍ଟରେ ହେବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୨ ତାରିଖରୁ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନସ୍‌ ଏକଜାମ-OJEE । ପରୀକ୍ଷା ପାଇଁ ଆଜି ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । OJEE ପାଇଁ ୫ ତାରିଖରୁ ମିଳିବ ଆଡମିଟ୍‌ କାର୍ଡ । ପରୀକ୍ଷାର୍ଥୀମାନେ www.ojee.nic.inରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।…

OJEE ପରୀକ୍ଷା ପାଇଁ ଆଜି ଅନଲାଇନ୍‌ ଆବେଦନର ଶେଷ ତାରିଖ

ଚଳିତ ବର୍ଷ OJEE ପାଇଁ ଅନଲାଇନ୍‌ ଆବେଦନର ଆଜି ଶେଷ ତାରିଖ। ଏନେଇ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଡେଡଲାଇନ୍‌ ରଖାଯାଇଛି। ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ୍‌ ଫି ଜମା ପାଇଁ ଡେଡଲାଇନ୍‌ ରଖାଯାଇଛି। ସୂଚନା ମୁତାବିକ www.ojee.nic.in ଏବଂ www.odishajee.com ରେ ଇଛୁକ…

ସେପ୍ଟେମ୍ବର ୯ରୁ OJEE ପରୀକ୍ଷା ଆରମ୍ଭ

କେନ୍ଯୁଜ୍: କରୋନା ମହାମାରୀ ପାଇଁ ଅନେକ ଦିନ ଧରି ବନ୍ଦ ରହିଛି ସ୍କୁଲ, କଲେଜ ପାଠପଢା। ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ଯନ୍ତ ହେବ ଓଜେଇ ପରୀକ୍ଷା କରାଯିବ। ଚଳିତ ବର୍ଷ ସିବିଟି ମୋଡରେ ପରୀକ୍ଷା ହେବ ବୋଲି ମଧ୍ୟ ଜଣାଯାଇଛି। ଏଥିପାଇଁ ଓଡ଼ିଶାର ୧୬ଟି ଜିଲ୍ଲାର ସରକାରୀ…

ଆଜିଠୁ OJEE ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ OJEE ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। www.ojee.nic.in ଓ www.odishajee.comରେ କରିହେବ ଆବେଦନ। ମାର୍ଚ୍ଚ ୨୦ ଯାଏ ଆବେଦନ କରିପାରିବେ। ଏପ୍ରିଲ ୨୦ରୁ ମିଳିବ ଆଡମିଟ କାର୍ଡ। ମେ ପ୍ରଥମ ସପ୍ତାହରେ ପରୀକ୍ଷା ହେବ।

ଆସନ୍ତା ୨୧ରେ ସ୍ପେଶାଲ ଓଜେଇଇ, ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୧ ତାରିଖରେ ହେବ ସ୍ପେଶାଲ ଓଜେଇଇ। ରାଜ୍ୟର ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ। ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ୯ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ସିଟିଂ ୧୨ଟା ୩୦ରୁ ଗୋଟାଏ…