Browsing Tag

OJEE

ବଢିଲା OJEEର ପରୀକ୍ଷା କେନ୍ଦ୍ର, ଓଡିଶା ବାହାରେ ମଧ୍ୟ ଆଶାୟୀ ପ୍ରାର୍ଥୀ ଦେଇପାରିବେ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣର ସ୍ଥିତିକୁ ନଜରରେ ରଖି ରଜ୍ୟରେ ବଢାଯାଇଛି OJEE ପରୀକ୍ଷା କେନ୍ଦ୍ର। ରାଜ୍ୟରେ ନୂଆ କରି ୬ ଟି ପରୀକ୍ଷା କେନ୍ଦ୍ରକୂ OJEE  ପରୀକ୍ଷା କେନ୍ଦ୍ର ଭାବେ ବଢାଯାଇଛି। ଏଥିସହିତ ରାଜ୍ୟ ବାହାରର ୩ କେନ୍ଦ୍ରକୁ ମଧ୍ୟ OJEE  ପରୀକ୍ଷା କେନ୍ଦ୍ର ପାଇଁ ମନୋନୀତ…

କରୋନା ଯୋଗୁ ଏଥର ହେବନି ସ୍ପେଶାଲ OJEE, ଜାରି ହେଲା ନୂଆ ଗାଇଡଲାଇନ୍

କେନ୍ୟୁଜ ବ୍ୟୁରୋ : କରୋନା ଯୋଗୁ ଏଥର ହେବନି ସ୍ପେଶାଲ OJEE । ଏଥିପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍‌ । ଚଳିତ ବର୍ଷ ସ୍ପେଶାଲ OJEE ବଦଳରେ ହେବ CBT ଟେଷ୍ଟ । କେବଳ ବି-ଟେକ୍‌ ଛାତ୍ରଛାତ୍ରୀଙ୍କ ପାଇଁ CBT ଟେଷ୍ଟ କରାଯିବ । ବି-ଟେକ୍‌ ଆଡମିଶନ ପାଇଁ ସ୍ୱତନ୍ତ୍ର OJEE ବିଜ୍ଞପ୍ତି ପ୍ରକାଶ…

ଲକଡାଉନ ଅବଧି ବୃଦ୍ଧି ଯୋଗୁଁ ଘୁଞ୍ଚିଲା ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

କେନ୍ୟୁଜ(ବ୍ୟୁରୋ): ଘୁଞ୍ଚିଲା ଓଜେଇଇ ବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩ ଯାଏଁ ଲକଡାଉନ ଅବଧି ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଏହି ପରୀକ୍ଷା ଘୁଞ୍ଚା ଯାଇଛି । ଏହି ପରୀକ୍ଷା ମେ ମାସ ପ୍ରଥମ ସପ୍ତାହରେ ହେବାକୁ ଥିଲା କିନ୍ତୁ ଲକଡାଉନ…

ଆଜିଠୁ OJEE ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ OJEE ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। www.ojee.nic.in ଓ www.odishajee.comରେ କରିହେବ ଆବେଦନ। ମାର୍ଚ୍ଚ ୨୦ ଯାଏ ଆବେଦନ କରିପାରିବେ। ଏପ୍ରିଲ ୨୦ରୁ ମିଳିବ ଆଡମିଟ କାର୍ଡ। ମେ ପ୍ରଥମ ସପ୍ତାହରେ ପରୀକ୍ଷା ହେବ।

ମେ’ ପ୍ରଥମ ସପ୍ତାହରେ ହେବ OJEE, ଚଳିତବର୍ଷ OJEEର ସମସ୍ତ ପରୀକ୍ଷା CBTରେ ହେବ

ମେ’ ପ୍ରଥମ ସପ୍ତାହରେ ହେବ OJEE। ଚଳିତବର୍ଷ OJEEର ସମସ୍ତ ପରୀକ୍ଷା CBTରେ ହେବ। ଉଭୟ UG ଓ PG ପାଠ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ ପରୀକ୍ଷା କରାଯିବ। OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଏନେଇ ସୂଚନା ଦେଇଛନ୍ତି।

ବାପା ବିକୁଥିଲେ ଜଳଖିଆ, ପୁଅହେଲେ ଓଜେଇ ଟପ୍ପର,ଜାଣନ୍ତୁ ତାଙ୍କର ସଫଳତାର କାହାଣୀ

ଘଟଗାଁ :  କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ଆଗରେ ଅର୍ଥ କେବେ ବାଧକ ସାଜେ ନାହିଁ ।  ଯାହାକୁ ପ୍ରମାଣିତ କରିଛନ୍ତି ଘଟଗାଁ ବ୍ଲକ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା । ଜଣେ ଜଳଖିଆ ଦୋକାନୀଙ୍କ ପୁଅ ପ୍ରତିକୂଳ ପରିବେଶରେ ରହି ଓଡିଶା ଯୁଗ୍ମ ପ୍ରବେଶିକା ପରିକ୍ଷାର BSc Lateral entry…

ଆଜିଠୁ ଓଜେଇଇ ପକ୍ଷରୁ ପିଜି ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ବେସଡ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଓ ଆସନ୍ତାକାଲି ଓଜେଇଇ ପକ୍ଷରୁ ପିଜି ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ବେସଡ ପରୀକ୍ଷା । ଏଥିପାଇଁ ସାରା ରାଜ୍ୟରୁ ପାଖାପାଖି ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆଜି ତିନୋଟି ସିଫ୍ଟରେ ପରୀକ୍ଷା ହେଉଛି । ପ୍ରଥମ ସିଟିଂ ସକାଳ ୯ଟାରେ ଆରମ୍ଭ…

ଆସନ୍ତା ବର୍ଷ ମେ’୧୨ ତାରିଖରୁ ଓଜେଇଇ, ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍) :  ଆସନ୍ତା ବର୍ଷ ମେ'୧୨ ତାରିଖରୁ ହେବ ଓଜେଇଇ । ଏଥିପାଇଁ ଜାନୁଆରୀ ୨୫ରୁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୨୫ ତାରିଖ ପର୍ଯ୍ଯନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏପ୍ରିଲ ୨୦ରେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିହେବ । ଜୁଲାଇ ୨୧…