Browsing Tag

omicron

ଇମ୍ୟୁନିଟି ବଢ଼ାଇବା ଚକରରେ କରନ୍ତୁ ନାହିଁ ଏହି ଭୁଲ, ରିସର୍ଚ୍ଚରୁ ମିଳିଲା ସୂଚନା, ଜାଣନ୍ତୁ

ଏବେ ସାରା ଦୁନିଆକୁ ଘାରିଛି ଓମିକ୍ରନ ଭାରିଏଣ୍ଟ। ଲୋକଙ୍କ ମନରେ ଏହା ଭୟ ସୃଷ୍ଟି କରିବା ସହ ପୁରା ଦୁନିଆ ଏଥିପାଇଁ ଚିନ୍ତାରେ ରହିଛି। ତେବେ ଏହି ସମୟରେ ଖାଦ୍ୟକୁ ନେଇ ମଧ୍ୟ ଅନେକ ସଚେତନ ବାର୍ତ୍ତା ଦିଆଯାଉଛି। ବାହାର ଖାଦ୍ୟଠୁ ନିଜକୁ ଦୂରେଇ ରଖି ଘରେ ଉତ୍ତମ ଖାଦ୍ୟ ଖାଇବା ସହ ଭାଇରସ୍‌…

ଦିଲ୍ଲୀରେ ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସୂଚନା ଦେଲେ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଏବେ ଚାରିଆଡେ କାୟା ମେଲାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏନେଇ ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ…

ଓମିକ୍ରନ୍‌ର ଚିକିତ୍ସା ପାଇଁ ‘ମୋଲନୁପିରାଭିର’ କୌଣସି ଯାଦୁକରୀ ଔଷଧ ନୁହେଁ, ହାଲ୍‌କା ଲକ୍ଷଣ ଥିଲେ ଘରେ କରିପାରିବେ…

କୋଭିଡ୍‌-୧୯ ରୋଗ ପାଇଁ ଆଣ୍ଟି ଭାଇରାଲ ‘ମୋଲନୁପିରାଭିର’ କୌଣସି ଯାଦୁକରୀ ଔଷଧ ନୁହେଁ। ଲୋକଙ୍କୁ ପରାମର୍ଶ ଦେବା ଅବସରରେ ଏଭଳି କହିଛନ୍ତି ଏମ୍‌ସ ଡାକ୍ତର। କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଯୋଗୁ ବଢ଼ୁଥିବା ମାମଲାକୁ ଦେଖି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର…

AIIMS ପ୍ରକାଶ କଲା ଓମିକ୍ରନର ଏହି ୫ ମାରାତ୍ମକ ଲକ୍ଷଣ, ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

ନୂଆଦିଲ୍ଲୀ : ଭାରତରେ ପୁଣି ଥରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧,୧୭,୧୦୦ ନୂଆ ସଂକ୍ରମଣ ମାମଲା ଭାରତରେ ଦେଖାଯାଇଛି । ଏହି ସମୟରେ ଓମିକ୍ରନର ସଂକ୍ରମଣ ଆହୁରି ଭୟଭୀତ କରିଛି । ଏବେ ଓମିକ୍ରନର ସଂକ୍ରମଣ ଦେଶରେ ବୃଦ୍ଧି ପାଇ ୩୦୦୭ ରେ ପହଞ୍ଚିଛି ।…

ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୭୫ରେ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି।  …

ରାଜ୍ଯରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ଯୁ! ଶବ ସତ୍କାର ପରେ ଜଣାପଡିଲା ଥିଲେ ସଂକ୍ରମିତ

ବଲାଙ୍ଗିର (କେନ୍ଯୁଜ୍): ବଲାଙ୍ଗିର ଆଗଲପୁର ବ୍ଲକର କୁଟାସିଙ୍ଗାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଜିଲ୍ଲାରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ଡିସେମ୍ବର ୨୭ ତାରିଖରେ ବ୍ୟକ୍ତି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଦେହାନ୍ତ ହୋଇଥିଲା । ତେବେ…

ପୁରୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌, ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଡା ପଦକ୍ଷେପ

ପୁରୀ(କେନ୍ଯୁଜ୍): ପୁରୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌। ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟର ନ୍ୟାସନାଲ ଓ ଏହାର ଆଖପାଖ ଅଞ୍ଚଲକୁ ମାଇକ୍ରୋ କଣ୍ଚେନମେଣ୍ଟ ଜୋନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ। ଗତ ୨ ତାରିଖରେ ଏହି ହୋଟେଲରୁ ୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା…

ବିହାରରେ ଓମିକ୍ରନ୍‌ର ପ୍ରଥମ କେସ୍‌, ମାସେ ଭିତରେ ୧୦ ଗୁଣ ବଢ଼ିଲା ସଂକ୍ରମଣ

କରୋନାର ତୃତୀୟ ଲହରୀ ଏବେ ସାରା ଦେଶରେ ଆରମ୍ଭ ହୋଇଛି। ଏଥରକ ନୂଆ ଭ୍ୟାରିଏଣ୍ଟ ଭାବେ ଓମିକ୍ରନ୍‌ କାୟା ବିସ୍ତାର କରିବାରେ ଲାଗିଛି। ଓମିକ୍ରନ୍‌ର ଭୟାବହତା ପୂର୍ବ ଦୁଇଟି ଲହରୀ ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଏକ୍ସପର୍ଟମାନେ ମତବ୍ୟକ୍ତ କରିଛନ୍ତି। ଏଣୁ ଲୋକଙ୍କ ଭିତରେ ପୁଣିଥରେ ଭୟର…

ଓମିକ୍ରନ କାଟିବ ସାଂଘାତିକ ଡେଲ୍ଟା ସଂକ୍ରମଣକୁ, ଏମିତି କହିଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ଓମିକ୍ରନ ସଂକ୍ରମଣ ଡେଲ୍ଟା ଷ୍ଟ୍ରେନ ପ୍ରତିରୋଧୀ ଇମ୍ୟୁନିଟି ବଢ଼ାଇବା ସହ ମାରାତ୍ମକ ରୋଗ ହେବାର ଆଶଙ୍କାକୁ କମାଇବ ବୋଲି ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ମାତ୍ର ୨ ସପ୍ତାହରେ…

ଓମିକ୍ରନ ଯୋଗୁଁ ସ୍ଥଗିତ ହେବନି ୫ ରାଜ୍ୟର ନିର୍ବାଚନ, ଶ୍ରୀଘ୍ର ଟିକାକରଣ ସାରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ…

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ ସ୍ଥଗିତ ହେବନି ୫ ରାଜ୍ୟର ନିର୍ବାଚନ । ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିପାରନ୍ତି ନିର୍ବାଚନ କମିଶନ । ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଶ୍ରୀଘ୍ର ଟିକାକରଣ ସାରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ କମିଶନର । ଉତ୍ତରପ୍ରଦେଶ, ଗୋଆ,…

ଏହି ୨ଟି ଲକ୍ଷଣ ଦେଖାଦେଉଥିଲେ ବୁଝିଯାଆନ୍ତୁ ଆପଣ ବି ହୋଇଛନ୍ତି ଓମିକ୍ରନ୍‌ର ଶିକାର, ଥଣ୍ଡା-ସର୍ଦ୍ଦି ଭାବି ଆଦୌ…

ପୁଣିଥରେ ଆରମ୍ଭ ହୋଇଗଲାଣି କରୋନା ପ୍ରକୋପ। ଏଥରକ ଓମିକ୍ରନ୍‌ ରୂପରେ ଆସିଛି କରୋନା। କରୋନା ମହାମାରୀର ଗତ ଲହରରେ ଥଣ୍ଡା, କାଶ ଓ ଜ୍ୱର ସାଧାରଣ ଲକ୍ଷଣ ଥିଲା। ଥଣ୍ଡା ଦିନରେ ଅଧିକାଂଶ ଲୋକଙ୍କ ଠାରେ ଏହି ସମସ୍ୟା ଦେଖାଯାଉଥିଲା। କିନ୍ତୁ ଏବେ ଓମିକ୍ରନ୍‌ରେ ନୂଆ ନୂଆ ଲକ୍ଷଣ ପଦାକୁ ଆସୁଛି।…

ଭୁବନେଶ୍ୱରରେ ଓମିକ୍ରନ ମୁକାବିଲା ପାଇଁ ଆମେ ପ୍ରସ୍ତୁତ, ବିଦେଶ ଫେରନ୍ତାଙ୍କ ଉପରେ ରହିଛି ନଜର: BMC କମିଶନର

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ଓମିକ୍ରନ ମୁକାବିଲା ପାଇଁ BMC ପ୍ରସ୍ତୁତ ବୋଲି କହିଛନ୍ତି ବିଏମସି କମିଶନର । ବିଦେଶ ଫେରନ୍ତାଙ୍କ ଉପରେ ନଜର ରହିଛି । ବିଏମସି ପକ୍ଷରୁ ସମସ୍ତଙ୍କ କଣ୍ଟାକ୍ଟ ଓ ଟ୍ରାକିଂ ଉପରେ ଗୁରୁତ୍ୱ ଦିଆଯାଉଛି । ସଂଖ୍ୟା ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷା ଲୋକଙ୍କ…