Below header
Browsing Tag

omicron

କାୟା ମେଲାଇଛି ଓମିକ୍ରନ୍: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ଛୁଇଁଛି । ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାୟା ମେଲାଇଛି ଓମିକ୍ରନ । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଛୁଇଁଛି। ଦିଲ୍ଲୀରେ ୬୪, ତେଲେଙ୍ଗାନାରୁ ୨୪…

କର୍ଣ୍ଣାଟକରେ ଦିନକୁ ଦିନ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତାରେ ସରକାର  

ବେଙ୍ଗାଲୁରୁ(କେନ୍ୟୁଜ୍):ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ଯାହାକି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ କର୍ଣ୍ଣାଟକରେ ଦିନକୁ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି ପୁଣି ୬ ଜଣ ଆକ୍ରାନ୍ତ…

ନାଇଜେରିଆ ଓଡିଶା ଫେରିଥିବା ଯୁବକ କୋଭିଡ ଆକ୍ରାନ୍ତ, ୩ ନମୁନା ILSରେ ଜିନୋମ ସିକ୍ୱେନ୍ସିଂ ଚାଲିଛି

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଉପରେ ଓମିକ୍ରନର କଳା ବାଦଲ । ନାଇଜେରିଆ ଫେରନ୍ତା କରୋନା ଆକ୍ରାନ୍ତ । ଜଗତସିଂହପୁର ଜିଲ୍ଲାକୁ ନାଇଜେରିଆ ଫେରିଥିବା ଜଣେ ଯୁବକ କୋଭିଡ ଆକ୍ରାନ୍ତ ହେବା ପରେ ଓମିକ୍ରନ ଲକ୍ଷ୍ୟଣ ପ୍ରକାଶ ପାଇଛି । ଏହି ଯୁବକଙ୍କ ଠାରେ ଓମିକ୍ରନ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ…

ଡେଲ୍ଟା ଭାରିଆଣ୍ଟକୁ ବି ପଛରେ ପକାଇଦେବ ଓମିକ୍ରନ୍ ! ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍, ମହାରାଷ୍ଟ୍ରରେ…

ନୂଆଦିଲ୍ଲୀ: ବିଶ୍ୱ ବ୍ୟାପୀ ଦ୍ରୁତ ବେଗରେ ମାଡ଼ିଚାଲିଛି ଓମିକ୍ରନ। ଭାରତରେ ବି କାୟାବିସ୍ତାର କରୁଛି ଭୁତାଣୁ। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ୧୧ ରାଜ୍ୟକୁ କବଳିତ କଲାଣି କରୋନାର ନୂଆ ଭାରିଆଣ୍ଟ। ମହାରାଷ୍ଟ୍ରରେ ସର୍ବାଧିକ ୪୦ ଓମିକ୍ରନ କେସ୍‌ ଓ ଦିଲ୍ଲୀରେ ୨୨…

ଓମିକ୍ରନ ଭାରିଆଣ୍ଟରୁ କିପରି ଡାଇବେଟିସ୍ ରୋଗୀ ନିଜକୁ ସୁରକ୍ଷିତ ରଖିବେ ? ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞମାନେ

କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ଓମିକ୍ରନ୍ ସଂକ୍ରମଣର ବଢୁଥିବା ମାମଲାକୁ ଦେଖି, ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ଯେ ଯଥାଶୀଘ୍ର ଟିକା ଗ୍ରହଣ କରନ୍ତୁ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ମାଧ୍ୟମରେ ପ୍ରାକୃତିକ…

ଓମିକ୍ରନର ଭୟାବହତା ଭିତରେ ଆଉ ଏକ ରହସ୍ୟମୟ ରୋଗ! ଏ ପର୍ଯ୍ୟନ୍ତ ୮୯ ଲୋକଙ୍କର ଜୀବନ ନେଲାଣି; ନମୁନା ସଂଗ୍ରହ ପାଇଁ…

କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ବିପଦ ଭିତରେ ଆଫ୍ରିକାରେ ଏକ ରହସ୍ୟମୟ ରୋଗ ବ୍ୟାପିବା କଥା ସାମ୍ନାକୁ ଆସିଛି। ଏହି ରୋଗ ଯୋଗୁ ଦକ୍ଷିଣ ସୁଡାନର ଜୋଙ୍ଗଲେଇ ରାଜ୍ୟର ଉତ୍ତର ସହର ଫାଙ୍ଗକରେ ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି। ଏହି ଖବର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର…

ଓମିକ୍ରନ ଠାରୁ ପିଲାଙ୍କୁ କେମିତି ସୁରକ୍ଷିତ ରଖିବେ ପଢ଼ନ୍ତୁ ଟିପ୍ସ, ସଂକ୍ରମଣ ପାଖ ମାଡିବନି

ଓମିକ୍ରନର ଭୟ ଏବେ ସବୁ ଲୋକଙ୍କ ମନରେ। ଖାସ କରି ବାପା ମାଆଙ୍କର ନିଜ ପିଲାଙ୍କୁ ନେଇ ନିଦ ଉଡିଯାଇଛି। କାହିଁକିନା ବୟଷ୍କଙ୍କୁ ଟିକା ଦିଆଯାଇସାରିଛି। କିନ୍ତୁ ଏବେ ସୁଦ୍ଧା ପିଲାଙ୍କ ପାଇଁ ଭ୍ୟାକସିନ୍‌ ଆସିନାହିଁ। ଏମିତିରେ କରୋନାର ନୂଆ ଭାରିଆଣ୍ଟ ଠାରୁ ନିଜ ପିଲାମାନଙ୍କୁ ସୁରକ୍ଷା…

ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା, ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌ରୁ ସୁରକ୍ଷା ଦେବ ଟିକା । ସମସ୍ତେ ଯଥାଶୀଘ୍ର କୋଭିଡ ଟିକା ନେବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି ଟିକା ସୁରକ୍ଷା ଦେବ । ଟିକା ନେଲେ ଗୁରୁତର ହେବା ଓ ମୃତ୍ୟୁମୁଖରେ ପଡିବା ଆଶଙ୍କା କମ୍‌ ରହିବ । ଲୋକଙ୍କୁ ଟିକା ନେବା ପାଇଁ…

ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ କେଶ୍ ! ଦେଶରେ ୩୮ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଓମିକ୍ରନ କେଶ। ଏହି ନୂଆ ଭାରିଆଣ୍ଟ ଦେଶର ବହୁ ସହରରେ ବ୍ୟାପିବାରେ ଲାଗିଛି । ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଓମିକ୍ରନର ପ୍ରଥମ  କେଶ ମିଳିଛି। ଏହାକୁ ମିଶାଇ ଦେଶରେ ଓମିକ୍ରନ କେଶ ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ୧୮, ରାଜସ୍ଥାନରେ ୯, କର୍ଣ୍ଣାଟକରେ ୩ ,…

ସାମ୍ନାକୁ ଆସିଲା ଓମିକ୍ରନର ନୂଆ ଲକ୍ଷଣ, ଯାହା କେବଳ ରାତିରେ ହିଁ ଦେଖା ଦେଉଛି

ଥମିବାର ନାଁ ଧରୁନି କରୋନା ମହାମାରୀ। ନୂଆ ନୂଆ ରୂପରେ ବାରମ୍ବାର ସାମ୍ନାକୁ ଆସୁଛି କୋଭିଡ। ଡେଲ୍ଟା ଭ୍ୟାରିଏଣ୍ଟ ପରେ ଏବେ ଓମିକ୍ରନ ନୂଆ ବିପଦ ହୋଇ ସାମ୍ନାକୁ ଆସିଛି। ପୂର୍ବରୁ ଡେଲ୍ଟା ଯେଭଳି ବିପଦପୂର୍ଣ୍ଣ ଥିଲା ଓମିକ୍ରନ ତା ଠାରୁ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ମାରାତ୍ମକ ହେବ ଓମିକ୍ରନ ! ଜାନୁଆରୀ ସୁଦ୍ଧା ଭୟାବହ ସ୍ଥିତିରେ ପହଞ୍ଚିବ

ନୂଆଦିଲ୍ଲୀ : ମାଡ଼ି ଚାଲିଛି ଓମିକ୍ରନ । ବିଶ୍ୱବ୍ୟାପୀ ସୃଷ୍ଟି ହୋଇଛି ଆତଙ୍କ । ବ୍ରିଟେନରେ ଡେଲଟା ଷ୍ଟ୍ରେନ ତୁଳନାରେ ଅତି କ୍ଷୀପ୍ର ଗତିରେ ସଂକ୍ରମଣ କରୁଛି ଓମିକ୍ରନ । କିଛି ଦିନ ମଧ୍ୟରେ ଦେଶରେ ଆହୁରି ଓମିକ୍ରନ କେସ ବଢ଼ିବ । ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ପକ୍ଷରୁ…

ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ! ଚିହ୍ନଟ ହେଲେ ଆଉ ୭ ଓମିକ୍ରନ ଆକ୍ରାନ୍ତ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ…