Below header
Browsing Tag

omicron

ଆସିଗଲା ଓମିକ୍ରନ୍ ପାଇଁ ଔଷଧ, ବ୍ରିଟିଶ ବୈଜ୍ଞାନିକ କଲେ ଖୁଲାସା

ନୂଆଦିଲ୍ଲୀ : କରୋନା ଭାଇରସ୍ ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । ଏହି ସମୟରେ ବ୍ରିଟେନର ଆନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲାକ୍ସୋ ସ୍ମିଥକାଇନ୍ (GSK.L) ଦାବି କରିଛି ଯେ ଓମିକ୍ରନ୍ ର ସମସ୍ତ ପରିବର୍ତ୍ତନ ବିରୁଦ୍ଧରେ ସୋଟ୍ରୋଭିମ୍ବ…

ବିଦେଶରୁ ଓଡିଶାକୁ ଫେରିଥିବା ବ୍ୟକ୍ତିଙ୍କ ୧୪୧ ପଜିଟିଭ ନମୁନାରେ ଓମିକ୍ରନ ନାହିଁ:ILS ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ): ନଭେମ୍ବର ୨୪ ପରେ ବିଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ । ସମସ୍ତ ନମୁନା ଜିନମ  ସିକ୍ୱେନ୍ସିଂ ଲାଗି ଆଇଏଲଏସକୁ ଅଣାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା । ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧…

ଓମିକ୍ରନ୍‌କୁ ନେଇ ଭୟ ନକରି ସତର୍କ ରୁହ: ନବ ଦାସ

ଭୁବନେଶ୍ବର(କେନ୍ଯୁଜ୍): ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ଟିକା ଉପରେ ଏହା କେତେ ପ୍ରଭାବୀ ତା ବିଷୟରେ ଗବେଷଣା ଚାଲିଛି । କେବଳ ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ ଆମକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ। ଫଳରେ ତାଙ୍କୁ ଯୋଗାଯୋଗ କରି…

ଦେଶରେ ମାଡି ଚାଲିଛି ଓମିକ୍ରନ୍‌ ଭାରିଆଣ୍ଟ, ଗୋଟିଏ ଦିନରେ ୧୬ କେସ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ମାଡି ଚାଲିଛି ଓମିକ୍ରନ୍‌ ଭାରିଆଣ୍ଟ କେସ୍‌ । ଆଜି ଆସିଛି ଆଉ ୧୬ କେସ । ରାଜସ୍ଥାନ ଜୟପୁରରୁ ୯ ଜଣଙ୍କ ଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ସେହିପରି ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିବା ୩୭ ବୟସ ବୟସ୍କଙ୍କ ପାଖରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏପଟେ…

ମାଡ଼ି ଆସୁଛି ଓମିକ୍ରନ! ରକ୍ଷା କରିବ ସବୁଜ ପରିବା ଓ ଋତୁକାଳୀନ ଫଳ, ଦୈନିକ ୪୦ ମିନିଟ୍‌ ବସନ୍ତୁ ଖରାରେ; ଜାଣି ରଖନ୍ତୁ…

କରୋନାର ଭୟ, ଯାହା ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଆରମ୍ଭ ହୋଇଥିଲା, ତାହା କିଛି ମାସ ଧିମା ପଡ଼ି ଯାଇଥିଲା। କିନ୍ତୁ ଏବେ ଓମିକ୍ରନ ଭ୍ୟାରିଆଣ୍ଟ ଆସିବା ପରେ ଏହା ପୁଣିଥରେ ସକ୍ରିୟ ହୋଇ ଉଠିଛି। ଏମିତି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, କ’ଣ ଓମିକ୍ରନ ଏତେ ବିପଜ୍ଜନକ ହେବ ଯେ ଏଥିରେ ଆମେ ଭୟଭୀତ…

କରୋନାର ନୂଆ ଭେରିୟାଣ୍ଟ ଓମିକ୍ରନକୁ ନେଇ ବଢ଼ିଲା ଚିନ୍ତା, ମହାରାଷ୍ଟ୍ରରେ ଜଣେ ପଜିଟିଭ ଚିହ୍ନଟ

ମହାରାଷ୍ଟ୍ର(କେ ନ୍ୟୁଜ): କରୋନାର ନୂଆ ଭେରିୟାଣ୍ଟ ଓମିକ୍ରନକୁ ନେଇ ବଢ଼ିଲା ଚିନ୍ତା । ମହାରାଷ୍ଟ୍ରକୁ ଛୁଇଁଲା ଓମିକ୍ରନ । ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ଯୁବକ ଓମିକ୍ରନରେ ଆକ୍ରାନ୍ତ ବୋଲି ଜଣାପଡିଛନ୍ତି । ସେ ମୁମ୍ବାଇ କଲ୍ୟାଣ ନଗରର ବାସିନ୍ଦା ବୋଲି ଜଣାଯାଇଛି । ଯୁବକ ଜଣକ ଦକ୍ଷିଣ…

ଚିନ୍ତା ବଢ଼ାଇଲେ ୧୩ ବିଦେଶ ଫେରନ୍ତା , ଦେଇଛନ୍ତି ଭୁଲ୍ ମୋବାଇଲ ନମ୍ବର ଓ ଠିକଣା

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟକୁ ନେଇ ଭାରତ ସମେତ ସମଗ୍ର ବିଶ୍ୱରେ ଭୟ ସୃଷ୍ଟି ହୋଇଛି। ଡେଲଟା ଭାରିଆଣ୍ଟ୍ ଠାରୁ ମଧ୍ୟ ଦୁଇଗୁଣ ବେଗରେ ବ୍ୟାପୁଛି ଏହି ଓମିକ୍ରନ୍ ଭାରିଆଣ୍ଟ୍ । ଏହାକୁ ରୋକିବା ପାଇଁ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି ଏବଂ ବିଶେଷ ଭାବରେ…

କାନାଡାରେ ୧୫ ନୂଆ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଚିହ୍ନଟ, ଭାରତରେ ବି ଆତଙ୍କ !

କେନ୍ଯୁଜ୍: ବିଶ୍ୱରେ ଓମିକ୍ରନ ଆତଙ୍କ। ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ୩୦ ଦେଶକୁ ବ୍ୟାପିଲାଣି ଓମିକ୍ରନ । ବ୍ରିଟେନରେ ତ୍ରୀବ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ୭୫ଜଣ ନୂଆ ସଂକ୍ରିମତ ହୋଇଛନ୍ତି। କାନାଡାରେ ୧୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ…

ଏବେ ଯାଏଁ ଓମିକ୍ରନ୍‌ ଯୋଗୁ ଯାଇନି ଗୋଟିଏ ବି ଜୀବନ, ସ୍ପଷ୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓମିକ୍ରନ୍‌ ଭାରିଆଣ୍ଟକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। କିନ୍ତୁ ଓମିକ୍ରନ୍‌ ଦ୍ୱାରା କାହାର ମୃତ୍ୟୁ ହୋଇଥିବା ନେଇ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଇତିମଧ୍ୟରେ ପାଖାପାଖି ୨୯ଟି ଦେଶକୁ ବ୍ୟାପି ସାରିଲାଣି ଓମିକ୍ରନ୍‌।…

କରୋନାର ନୂଆ ଭ୍ୟାରିଏଣ୍ଟ ‘ଓମିକ୍ରନ୍‌’ର ଅର୍ଥ କ’ଣ? ଜାଣନ୍ତୁ, କାହିଁକି ଦିଆଯାଇଛି ଏମିତି ନାଁ

ରୂପ ବଦଳାଇ ପୁଣିଥରେ ସାମ୍ନାକୁ ଆସିଛି କରୋନା। ଏବେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ଆତଙ୍କ ରଚୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହି ଭ୍ୟାରିଏଣ୍ଟକୁ ଅତ୍ୟଧିକ ବିପଦପୂର୍ଣ୍ଣ ବୋଲି କୁହାଯାଇଛି। ତେବେ ଏହି ଭ୍ୟାରିଏଣ୍ଟ ବିଷୟରେ ବିସ୍ତୃତ ସୂଚନା ଆସିବା ଏବେ ବି ବାକି ଅଛି।…

ଡେଲ୍‌ଟାଠାରୁ ଅଲଗା ‘ଓମିକ୍ରନ’ ସଂକ୍ରମିତଙ୍କ ଲକ୍ଷଣ! ଯାଉନି ସ୍ୱାଦ କି ଗନ୍ଧ, ଥକ୍କାପଣ ଓ ମୁଣ୍ଡବିନ୍ଧା ହିଁ ଶରୀରକୁ…

ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ଆଉ ଏକ କଥା ସାମ୍ନାକୁ ଆସିଛି। ଏଥିରେ ସଂକ୍ରମିତ ବ୍ୟକ୍ତି ସ୍ୱାଦ ଓ ଗନ୍ଧ ଯିବା ନେଇ କୌଣସି ବି ଅଭିଯୋଗ କରି ନାହାନ୍ତି। ଏପରି କି, ସେମାନଙ୍କ ନାକ ବନ୍ଦ ହେବା କିମ୍ବା ଶରୀରର ତାପମାତ୍ରା ବହୁତ ଅଧିକ…

ସାରା ବିଶ୍ୱକୁ ଘାରିଲା ଓମିକ୍ରନ ଭୟ; ବେଙ୍ଗାଲୁରୁ ଚିହ୍ନଟ ପରେ ଭାରତରେ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବିଶ୍ୱରେ ଓମିକ୍ରନ ଆତଙ୍କ। ୩୨ ଦେଶକୁ ବ୍ୟାପିଲାଣି ଓମିକ୍ରନ । ଆମେରିକାରେ ଆଉ ୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ସାଉଥ ଆଫ୍ରିକାରେ ପ୍ରଥମ ଥର ଦେଖାଦେଇଥିବା ଏହି ଭାରିଆଣ୍ଟ ଏବେ ବିଶ୍ୱର…