ଆଜିଠୁ ଭାରତରେ ବନ୍ଦ ହୋଇଯିବ କି OnePlus ସ୍ମାର୍ଟଫୋନ ବିକ୍ରି? ଜାଣନ୍ତୁ କ’ଣ କହିଲା କମ୍ପାନୀ
ଗତ କିଛି ଦିନ ହେବ ସାରା ଭାରତରେ ୱାନପ୍ଲସ୍ ସ୍ମାର୍ଟଫୋନ୍ ବିକ୍ରି ବନ୍ଦ ହେବା ନେଇ ଖବର ଆସୁଥିଲା । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ମୋବାଇଲ୍ ରିଟେଲ ଚେନ୍ OnePlus ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ବିୟରେବଲ ଆଇଟମ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁଯାୟୀ, ସାଉଥ…