Browsing Tag

open

ଉପରମୁଣ୍ଡରେ ବଢୁଛି ବର୍ଷା : ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍

ସମ୍ବଲପୁର (କେନ୍ୟୁଜ): ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍‌। ୪ଟି ଗେଟ୍‌ ଖୋଲାଯିବ। ଦିନ ୧୦ଟା ପରେ ପର୍ଯ୍ୟାୟକ୍ରମେ ଗେଟ୍‌ ଖୋଲାଯିବ। ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ। ଆଗକୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍‌ ଖୋଲାଯିବା ନେଇ…

ରାଜ୍ୟରେ ଖୋଲା ରହିବ ସବୁ ପେଟ୍ରୋଲ ପମ୍ପ, ବିକ୍ଷୋଭ ଓ ଧର୍ମଘଟ ଡାକରା ଦିଆଯାଇ ନାହିଁ : ସଞ୍ଜୟ ଲାଠ

(କେନ୍ୟୁଜ): ଉତ୍କଳ ପେଟ୍ରୋଲିୟମ ଆସୋସିଏସନ୍‌ ପକ୍ଷରୁ କୌଣସି ଧର୍ମଘଟ ହେବ ନାହିଁ । ରାଜ୍ୟରେ ଖୋଲା ରହିବ ସବୁ ପେଟ୍ରୋଲ ପମ୍ପ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ୍‌ ସଂଘ ସମ୍ପାଦକ ସଞ୍ଜୟ ଲାଠ । ସେ କଳିଙ୍ଗ ଟିଭିକୁ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ସରକାର ଭାଟ୍‌ କମାଇବା…

ରାଜଧାନୀରେ ୧୨ ରୁ ଖୋଲିବ ଧର୍ମାନୁଷ୍ଠାନ, ମନ୍ଦିରରେ ପ୍ରବେଶ ପାଇଁ ଡବଲ ଡୋଜ ଟିକା ବାଧ୍ୟତାମୂଳକ

ଭୁବନେଶ୍ବର(କେନ୍ଯୁଜ୍): କରୋନା ସଂକ୍ରମଣ କମୁଥିବାରୁ ଆସନ୍ତା ୧୨ ତାରିଖରୁ ରାଜଧାନୀରେ ସବୁ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ କଟକଣାରେ ଭୁବନେଶ୍ୱରରେ ସବୁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରା ଖୋଲିବା ନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ…

ଦୀପାବଳି ପରେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ: ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳୀ ପରେ ଖୋଲିପାରେ ୧ମରୁ ସପ୍ତମ ଶ୍ରେଣୀ। ଅଫଲାଇନ୍‌ରେ ପାଠ ପଢାଯିବା ନେଇ ବିଚାର କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସିଲାଣି। ତେଣୁ ଦୀପାବଳି ପରେ ଶ୍ରେଣୀ…

ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିଲା ମାଁ ସମଲେଶ୍ବରୀ ପୀଠ, ପ୍ରତି ସୋମବାର ବିଶୋଧନ ପାଇଁ ବନ୍ଦ ରହିବ ମନ୍ଦିର

ସମ୍ବଲପୁର (କେନ୍ଯୁଜ୍): ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠ । ଖୋଲିଲା ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର । ସକାଳ ୬ଟାରୁ ସାଢେ ୧୧ଟା ଓ ମଧ୍ୟାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।…

ହାତୀ ନିକଟରୁ ଅଳ୍ପକେ ବର୍ତ୍ତିଲା ଜୀବନ, ପଢନ୍ତୁ କିପରି ଫେରିଲା ନିରଞ୍ଜନ

କୋଲକାତାର ପୁରୁଲିଆ ଗାଁରେ ଥିବା ଅଯୋଧ୍ୟା ପାହାଡ ନିକଟରେ ବୁଧବାର ଦିନ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଘଟଣା । ଦୁନିଆର ହିଂସ୍ର ଜୀବ ଭାବେ ଗଣା ଯାଉଥିବା ବିଶାଳ ପ୍ରାଣୀ ହାତୀ ଠାରୁ ଜୀବନ ବଞ୍ଚେଇ ଫେରି ଆସିଛନ୍ତି ଜଣେ ବ୍ୟକ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ହେଉଛି…