ଓସ୍କାର ମଞ୍ଚରେ ଲାଇଭ୍ ପରଫର୍ମାନ୍ସ ହେବ ‘ନାଟୁ ନାଟୁ’; ରାମ ଚରଣ ଓ ଜୁନିୟର ଏନ୍ଟିଆର୍ଙ୍କ ଜଲଓ୍ଵା ଦେଖିବାକୁ…
ଏସ୍ ଏସ୍ ରାଜାମୌଳିଙ୍କ ନିର୍ଦ୍ଦେଶିତ ତଥା ରାମ ଚରଣ ଓ ଜୁନିୟର ଏନ୍ଟିଆର୍ଙ୍କ ଅଭିନୀତ ଫିଲ୍ମ 'RRR' ଓସ୍କାର ୨୦୨୩ ପାଇଁ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରର ଗୀତ 'ନାଟୁ ନାଟୁ' ସର୍ବଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।…