ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ : ଭୁଶୁଡିଲା ଫୁଟ୍ ଓଭର ବ୍ରିଜ୍, ୫ ଆହତ
ମୁମ୍ବାଇ : ଅନ୍ଧେରୀ ଅଞ୍ଚଳରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ପ୍ରବଳ ବର୍ଷାରେ ହଠାତ୍ ଅନ୍ଧେରୀ ରେଲେଓ୍ଵ ଷ୍ଟେସନ ନିକଟରେ ଥିବା ଏକ ଫୁଟ୍ ଓଭର ବ୍ରିଜ୍ର ସ୍ଲାବ୍ ଭାଙ୍ଗିଯାଇଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ଧେରି…