Browsing Tag

pakistan

ପାକିସ୍ତାନକୁ ଏଫଏଟିଏଫ୍‌ର ଚେତାବନୀ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଟକଣା ନଲଗାଇଲେ କଳା ତାଲିକାଭୁକ୍ତ ହେବ

ନୂଆଦିଲ୍ଲୀ : ପାକିସ୍ତାନକୁ ଅକ୍ଟୋବର ମାସ ଯାଏଁ ସମୟ ଦେଇଛି ‘ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’(ଏଫଏଟିଏଫ୍‌) । ଖୁବ୍ ଶୀଘ୍ର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ବେଆଇନ୍‌ ଅର୍ଥ ଉପାର୍ଜନ ଆଦି ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଆକ୍ସନ୍‌ ପ୍ଲାନ୍‌ ଶେଷ କରିବାକୁ ଏହି ସମୟ…

ଆଉଟ୍ ହେଲେନି କୋହଲି, ତେଣୁ ମୈଦାନରେ ହାତ ଯୋଡି ଛିଡା ହେଲେ ପାକିସ୍ତାନୀ ବୋଲର୍

ବିଶ୍ୱ କପ୍‌ରେ ଭାରତଠୁ ପାକିସ୍ତାନ ଏମିତି ହାରିଲା ଯେ ସୋସିଆଲ୍ ମିଡିଆରେ ଭିଡିଓ ଥମିବାର ନାଁ ଧରୁନି । ମାଞ୍ଚେଷ୍ଟରରେ ହୋଇଥିବା ମ୍ୟାଚରେ ଜବରଦସ୍ତ ଚାପରେ ଥିଲେ ପାକିସ୍ତାନ ଖେଳାଳି । ଏପରିକି ଏହି ଚାପ ପାକ୍ ଖେଳାଳିଙ୍କୁ ହାତ ଯୋଡିବାରେ ବାଧ୍ୟ କରିଦେଲା । ସେହି ବୋଲରଙ୍କ ଏହି ଭିଡିଓ…

ଆମକୁ କଶ୍ମୀର ନୁହେଁ ‘କୋହଲି’ ଦରକାର : ପାକିସ୍ତାନର ବିରାଟ ଦାବି

ଭାରତଠୁ ପାକିସ୍ତାନ ହାରିବା ପରେ ସୋସିଆଲ୍ ମଡିଆରେ ବିଭିନ୍ନ ପ୍ରକାର ଭିଡିଓ ଏବଂ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଏବେ ପୁଣି ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ଦେଖିବାକୁ ମିଳିଛି କିଛି ଲୋକ ଏକ ପାକିସ୍ତାନୀ ପତାକା ଏବଂ ବ୍ୟାନର୍ ଧରି ଛିଡା ହୋଇଛନ୍ତି । ଯେଉଁଥିରେ ଲେଖା ହୋଇଛି…

ସରଫରାଜଙ୍କ ବିରୋଧରେ ଷଡଯନ୍ତ୍ର ! କାହିଁକି ହାରିଲା ଟିମ୍ ? ପାକିସ୍ତାନ ଗଣମାଧ୍ୟମ କଲା ଚାଂଚଲ୍ୟକର ଖୁଲସା

ଭାରତ ଠାରୁ ପରାଜୟ ପରାଜୟ ପରେ ପ୍ରଶ୍ନର ପାହାଡ ମଧ୍ୟରେ ଫସି ଯାଇଛି ପାକିସ୍ତାନୀ ଟିମ୍ । ଅନେକ ପୂର୍ବତନ କ୍ରିକେଟର, କ୍ୟାପଟେନ୍ ସରଫରାଜଙ୍କ ନିଷ୍ପତ୍ତି ଏବଂ ଖେଳାଳିଙ୍କ ପ୍ରଦର୍ଶନରେ ସମ୍ପୂର୍ଣ୍ଣ କ୍ଷୁବ୍ଧ । ପରାଜୟ ପରେ ଟିମକୁ ନେଇ ନୂଆ ନୂଆ କାହାଣୀ ଏବଂ ଘଟଣା ଆସୁଛି ସାମ୍ନାକୁ । ଖରାପ…

ପରାଜୟ ପରେ ପାକିସ୍ତାନୀ ପ୍ରଶଂସକଙ୍କ ଲୁହ ପୋଛିଲେ ରଣବୀର, ଭାଇରାଲ୍ ହେଉଛି ବଲିଉଡ୍ ବାଜିରାଓଙ୍କ ନିଆରା ଅନ୍ଦାଜ୍

ନିଜର ଭିନ୍ନ ଅନ୍ଦାଜ ପାଇଁ ବେଶ୍ ଲୋକପ୍ରିୟ ରଣବୀର ସିଂହ । ନିକଟରେ ଭାରତ – ପାକ୍ ମଧ୍ୟରେ ହୋଇଥିବା ଐତିହାସିକ ମ୍ୟାଚ୍ ଦେଖିବା ପାଇଁ ଇଂଲଣ୍ଡରେ ପହଂଚିଥିଲେ ବଲିଉଡର ବାଜିରାଓ । ମ୍ୟାଚ୍ ମଧ୍ୟରେ ଖୁବ୍ ମସ୍ତି କରିଥିଲେ ରଣବୀର । ଯାହାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଧୁମ୍ ମଚାଉଛି ।…

ମୁଁ ପାକିସ୍ତାନ କ୍ରିକେଟ୍ ଟିମର ମା’ ନୁହେଁ : କାହାକୁ ଏମିତି କଡା ଜବାବ୍ ଦେଲେ ସାନିଆ ମିର୍ଜା ?

ବିଶ୍ବକପରେ ଭାରତଠାରୁ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜୟ ହୋଇଛି ପାକିସ୍ତାନ୍ । ଲଗାତାର ସପ୍ତମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ଟିମ୍ ଇଣ୍ଡିଆ । ତେବେ ପାକିସ୍ତାନର ପରାଜୟ ପରେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ପ୍ରକାର ଭିଡିଓ । ଯେଉଁଠି ବିଜୟକୁ ନେଇ ଭାରତରେ ଧୁମଧାମରେ ଖୁସି ପାଳନ…

ମ୍ୟାଚ ପୂର୍ବ ଦିନ ରାତିରେ ପାକ ଟିମ ପିଜା ଓ ବର୍ଗର ଖାଇ ମଉଜ କରୁଥିଲେ, ହାରିବା ପରେ ନିଜ ଦେଶରେ ଟ୍ରୋଲ ପାକିସ୍ତାନ…

ବିଶ୍ୱକପ କ୍ରିକେଟ ମହାଯୁଦ୍ଧରେ ଭାରତ ଠାରୁ ପରାଜୟ ପରେ ପାକିସ୍ତାନରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆରମ୍ଭ ହୋଇଛି ଟୁଇଟର ଓ୍ଵାର । ଖାଲି ଓ୍ଵାର ନୁହେଁ ଭାରତ ସହ ମୁହାଁମୁହିଁ ହେବା ପୂର୍ବରୁ ପାକ ଖେଳାଳିମାନେ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ତାର ଖୁଲାସା…

କୋହଲିଙ୍କ ଏହି ୩ ଐତିହାସିକ ନିଷ୍ପତ୍ତି, ଯାହା ପାକିସ୍ତାନକୁ ଚଟାଇଦେଲା ଧୂଳି

ଆଗକୁ ମାଡିଚାଲିଛି ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ । ପ୍ରଥମେ ଦକ୍ଷିଣ ଆଫ୍ରିକା, ତା ପରେ ଅଷ୍ଟ୍ରେଲିଆ ଆଉ କାଲି ପାକିସ୍ତାନକୁ ଶିକାର କରିଥିଲା ଟିମ୍ ଇଣ୍ଡିଆ । ଲଗାତାର ସପ୍ତମ ଥର ସମ୍ରାଟ ହୋଇଛି ଭାରତ । ବିଶ୍ବକପରେ ଭାରତ ବିପକ୍ଷରେ ଲଗାତାର ସପ୍ତମ ଥର ପରାଜୟ ଗ୍ରହଣ କରିଛି ପାକ୍ ।…

ସପ୍ତମ ଥର ସମ୍ରାଟ ହେଲା ଟିମ୍ ଇଣ୍ଡିଆ, ପାକିସ୍ତାନକୁ ୮୯ ରନରେ ହରାଇ ବିଜୟ ମୁକୁଟ ପିନ୍ଧିଲା ବିରାଟ ବାହିନୀ

ସପ୍ତମ ଥର ବି ସମ୍ରାଟ ହେଲା ଭାରତ । ବିଶ୍ବକପରେ ଲଗାତାର ସପ୍ତମ ଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଆଉ ପିନ୍ଧିଲା ବିଜୟ ମୁକୁଟ । ଆଜି ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କରିଛି ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବିସ୍ଫୋଟକ ବ୍ୟାଟିଂ ଏବଂ ଘାତକ ବୋଲିଂ ଆଗରେ…

ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କଲା ବିରାଟ ବାହିନୀ, ପାକିସ୍ତାନକୁ ଦେଲା ୩୩୭ ରନର ବିଶାଳ ଟାର୍ଗେଟ୍

ବିଗ୍ ସଣ୍ଡେରେ ବିଗ୍ ଫାଇଟ୍ । ବିଶ୍ୱକପରେ ଭାରତ-ପାକିସ୍ତାନ ମହାମୁକାବିଲା । ମାଞ୍ଚେଷ୍ଟରରେ ଚୌକା ଛକା ବର୍ଷା କଲା ବିରାଟ ବାହିନୀ । ପାକିସ୍ତାନକୁ ଦେଲା ୩୩୭ ରନର ବିଶାଳ ଟାର୍ଗେଟ୍ । ତେବେ ଭାରତର ସ୍କୋର ୪୭ ଓଭରରେ ୩୦୫ ରନ ହୋଇଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଯାହା ଫଳରେ କିଛି ସମୟ…

ମୁହଁ ଲୁଚାଇ କାନ୍ଦୁଛି ପାକିସ୍ତାନ,  ୨୦୦ଟଙ୍କାରେ ପହଞ୍ଚିଲା କ୍ଷୀର ଲିଟର

ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ଦିନକୁ ଦିନ ସଂଘାତିକ ହେବାରେ ଲଗିଛି। ବଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଉଚ୍ଚା ଦର ପାଇଁ ଅଜି ପାକ୍ ସରକାରଙ୍କ ଚିନ୍ତା ବଢିଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ ରେ କାରବାର ହେଉଥିବା ଦେଖିବାକୁ ମିଳିଥିଲା ତା ସହ ବିଜୁଳୀ ଦର ମଧ୍ୟ ବଢିବା ସହିତ କ୍ଷୀର…

ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ, ବ୍ୟାଟିଂ କରିବ ଭାରତ

ଅନ୍ତ ହେଲା ଅପେକ୍ଷା । ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଲଢ଼େଇ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ମୁହାଁମୁହିଁ ଦୁଇ ପାରମ୍ପରିକ ପତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ଏବେ ପ୍ରଥମେ ବ୍ୟାଟିଂ କରିବ ବିରାଟ ବାହିନୀ ।…