ପାକ୍ ହସ୍ପିଟାଲ ଛାତରୁ ମିଳିଲା ୨୦୦ ରୁ ଅଧିକ ମୃତଦେହ, ଅଧିକାଂଶଙ୍କର ନାହିଁ ଅଙ୍ଗପ୍ରତ୍ୟଙ୍ଗ
ଇସଲାମାବାଦ୍: ପାକିସ୍ତାନର ମୁଲତାନ ସହରର ଏକ ହସ୍ପିଟାଲ ଛାତରୁ ୨୦୦ରୁ ଅଧିକ ପଚାସଢ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଘଟ ହେବା ପରେ ପାକ୍ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁଯାୟୀ, ଡାକ୍ତରଖାନାର ଛାତ ଉପରେ ଥିବା ଏକ କୋଠରୀରେ ମୃତଦେହ ମିଳିଛି। ମୃତ ଶରୀରର ଅନେକ…