ନିଜ ନାବାଳକ ପିଲାଙ୍କ ପାଇଁ ଏପରି କରନ୍ତୁ ପାନକାର୍ଡ ଆବେଦନ, ଜାଣନ୍ତୁ ଷ୍ଟେପ
ଯଦି ଆପଣ ପାନକାର୍ଡ ଧାରୀ କିମ୍ବା ପାନକାର୍ଡ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। କାରଣ ସରକାର ଏବେ ପାନକାର୍ଡ ସମ୍ପର୍କରେ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଏହି ନିଷ୍ପତ୍ତି ଏବେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ଉପରେ ଲାଗୁ କରାଯିବ। ତେବେ…