ରାଗରେ ନାଲି ପଡିଗଲେ ଦିଦି, ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଦେଲେ ନାହିଁ ଭାଷଣ
କେନ୍ୟୁଜ୍(ବ୍ୟୁରୋ): ଭିକ୍ଟୋରିଆ ମେମୋରିଆଲରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କାର୍ଯ୍ୟକ୍ରମରେ ଉପସ୍ଥିତି କିଛି ଲୋକଙ୍କ ନାରାବାଜି ପାଇଁ ଭାଷଣ ଦେବାକୁ ମନାକଲେ ମମତା। କହିଲେ ସରକାରୀ କାର୍ଯ୍ୟକ୍ରମରେ କିଛି ମର୍ଯ୍ୟଦା…