ଯଦୁପୁର ନାବାଳିକା ମର୍ଡର ମିଷ୍ଟ୍ରିର ଖୁଲାସା: ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ, ଜଳ ନିଷ୍କାସନ ପରେ…
ନୟାଗଡ଼ : ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା । ପୋଖରୀରୁ ଜଳ ନିଷ୍କାସନ ପରେ ଜବତ ହେଲା ମୃତ ନାବାଳିକାର ଲେଗିଙ୍ଗସ୍ । ଗତକାଲି ସକାଳୁ ଘର ପାଖ ପୋଖରୀରୁ ଓଡ୍ରାଫ୍ ଟିମ୍ ସହାୟତାରେ ପାଣି ନିଷ୍କାସନ ପ୍ରକ୍ରିୟା ଜାରି ରଖିଥିଲା ଏସ୍ଆଇଟି । ଦୀର୍ଘ ୧୭ ଘଣ୍ଟା ପରେ ମୃତ…